ସୋସିଆଲ ମିଡିଆରେ ଏମିତି ଅନେକ କିଛି ଘଟଣା ପ୍ରତିଦିନ ଘଟି ଯାଉଥିବାର ଦେଖିବା କୁ ମିଳୁଛି ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥାଏ।ପରେ ଏପରି ଘଟଣା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥାଏ। ତେବେ ଦେଖିବାକୁ ମିଳୁଥିବା ଏପରି କିଛି ଘଟଣା ମାନଙ୍କ ମଧ୍ୟରୁ କିଛି ଘଟଣାକୁ ଆମେ ହେୟ ଜ୍ଞାନ କରି ଦେଇ ଥାଉ ତ ପୁଣି କିଛି ଘଟଣା ବିଷୟରେ ଆମେ ଆଲୋଚନା ଏବଂ ଚର୍ଚ୍ଚା କରିଥାଉ।ସୋସିଆଲ ମିଡିଆରେ ଏହିପରି ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଆପଣ ଦେଖୁଥିବେ। ତେବେ ଆଜିର ଏହି ସମାଜରେ ଲୋକ ମାନଙ୍କ ଜୀବନରେ କେତେବେଳେ କଣ ଘଟଣା ଘଟୁଛି ବା ଆଗକୁ ଘଟିବ କେହି ବି ଜାଣି ପାରିବେ ନାହିଁ।
ଆଜିକାଲି ର ସମୟରେ କିଛି ଏମିତି ପ୍ରକାରର ଖରାପ କାର୍ଯ୍ଯ କଲାପର ଭିଡିଓ ସାମ୍ନାକୁ ଆସିଥାଏ ଯାହା ସାଧାରଣରେ ଅବିଶ୍ୱସନୀୟ ଯୋଗ୍ଯ ହୋଇଥାଏ। ଆମେ ଦେଖିବାକୁ ପାଉଥିବା ଅନେକ ଭାଇରାଲ ଭିଡିଓ ମାନଙ୍କ ମଧ୍ୟରୁ କିଛି ଘଟଣା ଏମିତି ରହିଥାଏ ଯାହା ଜାଣିବା ପରେ ସାଧାରଣରେ ଏହା ଚର୍ଚ୍ଚା ର ବିଷୟ ପାଲଟିଯାଏ।
ତେବେ ସମୟ କ୍ରମେ ଏମିତି କିଛି ଘଟଣା ସଂସ୍ପର୍ଶରେ ଆମେ ଆସିଥାଉ ଯାହା ସହଜରେ ବିଶ୍ୱାସ ଯୋଗ୍ୟ ହୋଇ ପାରି ନଥାଏ ଏବଂ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଏହା ବାସ୍ତବିକ୍ ଭାବରେ ଏମିତି କିଛି ଦିଗକୁ ଇଙ୍ଗିତ କରିଥାଏ ଯେ ଆମେ ଏହାକୁ ସହଜରେ ଗ୍ରହଣ କରି ପାରି ନଥାଉ।
ତେବେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି କି ଜଣେ ମା ହୋଇ ଜନ୍ମ କଲା ପୁଅ ଓ ଝିଅ କୁ ଛାଡ଼ି ଆଉ କାହା ସାଙ୍ଗରେ ରହୁଛନ୍ତି। ତେବେ ଏ ସମାଜରେ ପ୍ରତ୍ୟେକ ବାପା ମା ଙ୍କ ପାଇଁ ତାଙ୍କ ସନ୍ତାନ ସବୁ କିଛି ହୋଇଥାଏ। କିନ୍ତୁ ଏଠାରେ ତାର ଓଲଟା ଦୃଶ୍ୟ ଦେଖିବା ପାଇଁ ମିଳିଛି। ତେବେ ଘଟଣାଟି ହେଉଛି ଜଣେ ମହିଳା ତାର ପ୍ରଥମ ସ୍ୱାମୀ ତାକୁ ଛାଡ଼ି ଦେବା ପରେ ତାର ୫ ବର୍ଷର ପୁଅ ଓ ବର୍ଷକର ଝିଅ ସହିତ ରହୁଥିଲା। ତାପରେ କିଛି ଦିନ ପରେ ମା ଜଣକ ମଧ୍ୟ ପିଲା ମାନଙ୍କୁ ଛାଡ଼ି ଅନ୍ୟ ଏକ ପୁରୁଷଙ୍କୁ ବିବାହ କରିଥିଲେ।
ଆଉ ଏହି ଅସହାୟ ଭାଇ ଭଉଣୀ ଦୁଇ ଜଣ ଷ୍ଟେସନରେ ଭୋକ ଉପାସରେ ବସିଛନ୍ତି। ଭାଇ ତା ଭଉଣୀ ପାଇଁ କିଛି କରି ପାରୁଛି ନା ତା ପାଟିରେ କିଛି ଦାନା ମୁଠାଏ ଖାଇବାକୁ ଦେଇ ପାରୁଛି। ତେବେ ଏହି ଘଟଣାଟି କେଉଁଠିକାର ତାହା ଏଠାରେ ସ୍ପଷ୍ଟ କରାଯାଇଛି ନାହିଁ। ଆପଣ ସେହି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। ଆଉ ଭାବିବେ ସତରେ କଣ ଦୁନିଆରେ ଏମିତି ବାପା ମା ଥାନ୍ତି ଜନ୍ମ ଦେଇଥିବା ପିଲାକୁ ଏମିତି ଦଣ୍ଡ ଦେଉଛି।