ବାହାଘର ପୂର୍ବରୁ OLYWOD ହିରୋ ରାଜେଶ ଓ ଲୁମରାଇନା ( Rajesh ,Lumraina ) କିପରି ରୋମାନ୍ସ କରୁଛନ୍ତି – ଦେଖନ୍ତୁ ଭିଡିଓ.

ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ଓଡ଼ିଆ ସିନେମା ର ହିରୋ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି। ସେଥିପାଇଁ ଦର୍ଶକ ସେମାନଙ୍କୁ ବହୁତ ପସନ୍ଦ। ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରି ଚର୍ଚ୍ଚା ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି। ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ର ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତି ର ଏକ ରୂପ।

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଅଲିଉଡ ର ହ୍ୟାଣ୍ଡସମ ହିରୋ ରାଜେଶ ଙ୍କ ବିଷୟରେ । ଆଉ ଯିଏ କି ଏକ ଶୋ ରୁ ଆସିଥିଲେ ଫିଲ୍ମ ଜଗତକୁ । ସେଠାରେ ନିଜର ଅଭିନୟ ର ଯାଦୁ ଦେଖାଇ ଦର୍ଶକ ମାନଙ୍କ ର ପ୍ରିୟ ର ପାତ୍ର ମଧ୍ୟ ହୋଇଥିଲେ ।

ଆଉ ଯାହା କୁହାଯାଉଛି କି ରାଜେଶ ଅନେକ ଫ୍ଲିମ ରେ କାମ କରିବା ସହିତ ସିରିଏଲ ରେ ମଧ୍ୟ କାମ କରିଛନ୍ତି ଓ ୱେବ ସିରିଜ ମଧ୍ୟ କରିଛନ୍ତି । ଆଉ ସେ ଅଭିନୟ ସମୟରେ ଶ୍ରଦ୍ଧା ଙ୍କୁ ଭଲ ପାଉଥିଲେ । ଆଉ କୌଣସି କାରଣ ରୁ ବ୍ରେକପ ହୋଇଯିବା କଥା ମଧ୍ୟ ଆପଣ ମାନେ ଶୁଣିଥିବେ ।କିନ୍ତୁ ରାଜେଶ୍ ଏବେ ଅଭିନେତ୍ରୀ ଲୁମରାଇନା ଙ୍କୁ ଭଲ ପାଉଛନ୍ତି। ଆଉ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ହିରୋ ରାଜେଶ୍ ଓ ଲୁମରାଇନାଙ୍କ ଭିଡିଓ ଭାଇରାଲ ହେଉଛି।

ଆଉ ଯେଉଁଠି ସେମାନଙ୍କୁ ଏକାଠି ସାଙ୍ଗରେ ଦେଖିବା ପାଇଁ ମିଳିଛି ।ଶ୍ରଦ୍ଧା ଙ୍କ ସହିତ ବ୍ରେକପ୍ ହେବା ପରେ ବର୍ତ୍ତମାନ ରାଜେଶ ଲୁବରାଇନା ଙ୍କ ସହିତ ତାଙ୍କର ଲଭ ଲାଇଫ ଆରମ୍ଭ କରିଛନ୍ତି । ଆଉ ଯାହା କୁହାଯାଉଛି କି ୱେବ ସିରିଜ କରୁଥିବା ସମୟରେ ଲୁବରାଇନା ଙ୍କ ସହିତ ରାଜେଶ ଙ୍କର ଭଲ ପାଇବା ହୋଇ ଯାଇଥିଲା । ତେବେ ଦୁଇଜଣ ବର୍ତ୍ତମାନ ଲିଭିଂ ରିଲେସନ ରେ ରହିବା କଥା ମଧ୍ୟ କୁହାଯାଉଛି । ସେମାନେ ସାଙ୍ଗ ହୋଇ ଅନେକ ଫଟୋ ଓ ଭିଡ଼ିଓ ମାନ ମଧ୍ୟ ଉଠାଇଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି ଓ ଦର୍ଶକ ମାନେ ମଧ୍ୟ ସେମାନଙ୍କର ରିଲେସନ କୁ ପସନ୍ଦ କରୁଥିବା କଥା ମଧ୍ୟ କୁହାଯାଉଛି ।

ଆଉ କୁହାଯାଉଛି କି ସେମାନେ ବର୍ତ୍ତମାନ ଲିଭିଂ ରେ ରହୁଥିବା ବେଳେ ଆଗକୁ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓ ଏକାଠି ସାଙ୍ଗ ହୋଇ କାମ କରିବା କଥା ମଧ୍ୟ କହୁଛନ୍ତି । ତେବେ ବର୍ତ୍ତମାନ ସେମାନଙ୍କର ଅନେକ ଫୋଟ ଓ ଭିଡ଼ିଓ ମଧ୍ୟ ଭାଇରାଲ ହେବାକୁ ଲାଗିଛି ଯାହା ସେମାନେ ଉଠାଇଛନ୍ତି ସାଙ୍ଗ ହୋଇକି ରହୁଥିବା ସମୟରେ । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

Leave a Comment