ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆମ ଭାରତୀୟ ମାନେ ବିଶେଷ କରିକି ଜ୍ୟୋତିଷ ଶାସ୍ତ୍ର ଉପରେ ଅଧିକ ବିଶ୍ୱାସ କରିଥାନ୍ତି | ଆଉ ସେହି କଥା କୁ ମଧ୍ୟ ମାନିକି ବିଭିନ୍ନ ପ୍ରକାରର କାର୍ଯ୍ୟ ମଧ୍ୟ କରିଥାନ୍ତି ବୋଲି କୁହାଯାଏ | ତେବେ ଆଜି ଆମେ ଯାହା ବିଷୟରେ ଆଲୋଚନା କରିବାକୁ ଯାଉଛୁ ତାହା ହେଉଛି 3 ଟି ସଂଖ୍ୟା ର ଅଶ୍ବତଥ ପତ୍ର ବିଷୟରେ ।
ଏଥି ମଧ୍ୟରୁ ଯେ କୌଣସି ଗୋଟିଏ ସଂଖ୍ୟା କୁ ବାଛିକି ଆପଣ ମାନେ ଜାଣି ପାରିବେ କି ଆପଣଙ୍କ ଭବିଷ୍ୟତ ସମୟ ଆପଣଙ୍କ ପାଇଁ କିପରି ରହିବ.କଣ ସବୁ ଖୁସିର ଖବର ମିଳିବାକୁ ଅଛି ,କଣ ରହିବ ଭବିଷ୍ୟତ । ଆସନ୍ତା କାଲିଠାରୁ ତାହା ଜାଣିବା । ତେବେ ଆପଣ ବାସ୍ ଏହି ତିନୋଟି ସଂଖ୍ୟା 1,2,3 ର ଅଶ୍ବତଥ ପତ୍ରରୁ ଗୋଟିଏ ବାଛନ୍ତୁ ।
1ନମ୍ବର ଲେଖାଥିବାର ଅଶ୍ବତଥ ପତ୍ର-
ଯଦି ଆପଣ ଏହାକୁ ବାଛିଛନ୍ତି ତାହେଲେ ଆପଙ୍କର ବର୍ତ୍ତମାନ ସର୍ବସୌଭାଗ୍ୟର ଯୋଗ ପ୍ରାପ୍ତି ରହିଛି । ମାନ,ସମ୍ମାନ.ଯଶ ମିଳିବାକୁ ଯାଉଅଛି ଏବଂ ଇଚ୍ଛା ଅନୁସାରେ ଫଳ ନିଶ୍ଚିତ ଭାବରେ ପାଇବେ । କିନ୍ତୁ କେଉଁ ଶୁଭ ଫଳ ଆପଣଙ୍କୁ ପ୍ରାପ୍ତ ହେବାକୁ ଯାଉଅଛି ତାହା ଆପଣ ଆଉ ମାତ୍ର କିଛି ଦିନ ଭିତରେ ନିଜେ ହିଁ ଜାଣିପାରିବେ । ଯାହାର କି ଭୋଗ ଏବେ ମଧ୍ୟ ପ୍ରାପ୍ତ କରୁଛନ୍ତି ଏବଂ ଆଗକୁ ଆହୁରି ଅଧିକ ଲାଭବାବ ହେବେ । ବର୍ତ୍ତମାନ ଆପଣଙ୍କ ଜୀବନରେ ବହୁତ କିଛି ଶୁଭ ହେବାକୁ ଯାଉଚି । ହଠତ୍ ଧନପ୍ରାପ୍ତି,ଶୁଭ ସମ୍ବାଦ, ଅଟକି ଯାଇଥିବା କାମ ଆରମ୍ଭ ହେବ ଏବଂ ଶରୀର ସୁସ୍ଥ ରହିବ ।
2 ନମ୍ବର ଲେଖାଥିବାର ଅଶ୍ବତଥ ପତ୍ର-
ବର୍ତ୍ତମାନ ଯାଏଁ ଆଫଣ ବହୁତ ଚିନ୍ତାରେ ସମୟ ଅତିବାହିତ କରିଛନ୍ତି .ବର୍ତ୍ତମାନ ଅତ୍ୟନ୍ତ ଦୁଷ୍ଟଗ୍ରହ ଆପଣଙ୍କୁ ଶାସନ କରିବାରେ ଲାଗିଛନ୍ତି ବିଶ୍ରାମ କରିବାକୁ ସମୟ ନାହିଁ ,ଅକାରଣରେ ଧନବ୍ୟୟ ହେଉଛି । ଧନର ଘୋର ଅଭାବ ହେବା ସହିତ ସମସ୍ତଙ୍କ ସହିତ ଶତୃତା ବଢିବାକୁ ଲାଗିଛି୍ କାହାରି ସହିତ ପ୍ରିତି ନାହିଁ ।
ସମସ୍ତ ପ୍ରକାର ସମସ୍ୟା ଜୀବନକୁ ଘାରି ରହିଛି ତ ଏବେ ଚିନ୍ତା ଦୂର କରନ୍ତୁ ଆପଣଙ୍କର ଦୁଃଖ ମୋଚନର ସମୟ ଆସିଯାଇଛି । ଆଜିଠାରୁ ଆପଣ ବହୁ ସୁନାମ ଅର୍ଜନ କରିବେ, ଯଶପ୍ରାପ୍ତି ଯୋଗ ଦେଖାଯିବ । ଶୁଭତ୍ବର ପ୍ରବେଶ ହେଉଛି ଏବଂ ଅଶୁଭତ୍ବ ଆପଣଙ୍କ ଠାରୁ ଦୂରେଇ ଯାଉଛି । ଆପଣ ପ୍ରତ୍ୟହପ୍ରାପ୍ତ ସମୟରେ ମାତା ପାର୍ବତୀଙ୍କୁ ପ୍ରାର୍ଥନା କରନ୍ତୁ ।
3 ନମ୍ବର ଲେଖାଥିବାର ଅଶ୍ବତଥ ପତ୍ର-
ଆପଣଙ୍କ ଭାଗ୍ୟ ଖୁବ୍ ଶୁଭମୟ ହେବାର ସମୟ ଆସି ଯାଇଛି ।ପୂର୍ବରୁ ଆପଣଙ୍କ ଲାଗି ଯେଉଁ ପାପଦଶା ଭୋଗ ହେଉଥିଲା ଆପଣ ସେଥିରେ ମନ୍ଦଫଳ ଭୋଗ କରିଥିଲେ ତାର ଚିନ୍ତା ଦୂର କରି ଶୁଭଫଳ ଆଗମନର ଅପେକ୍ଷାରେ ରୁହନ୍ତୁ । ଆପଣ ନବଗ୍ରହ ହୋମ କରନ୍ତୁ । ସଂକ୍ରାନି ଦିନରେ ହୋମ କରି ଗୋଟିଏ ଷଣ୍ଢକୁ ଖାଇବାକୁ ଦିିନ୍ତୁ ଏହାଦ୍ବାରା ଆପଣଙ୍କର ଗ୍ରହରେ ଯାହା ବି କିଛି ଶୁଭଫଳ ମିଳିବାର ଅଛି ତାହାର ଯୋଗ ଶିଘ୍ର ଆସିଯିବ । ତୀର୍ଥ ଗମନେ ଯାଆନ୍ତୁ ଏହାଦ୍ବାରା ମଧ୍ୟ ଆପମ ଶାନ୍ତି ଲାଭ କରିବେ ଏବଂ ଆପଣଙ୍କର ଦୁଃସମୟ ଦୂର ହୋଇଯିବ ।