ଆପଣ କ୍ରିକେଟ ଖେଳ ଦେଖିବାକୁ ନିଶ୍ଚିତ ପସନ୍ଦ କରୁଥିବେ। କେବଳ ଆମ ରାଜ୍ୟ ଓଡ଼ିଶାରେ ନୁହଁ ବରଂ ସାରା ଭାରତରେ କ୍ରିକେଟ ପ୍ରେମୀଙ୍କ ସଂଖ୍ୟା ଅନେକ। ଯଦିଓ ହକି ଆମର ଜାତୀୟ ଖେଳ କିନ୍ତୁ କ୍ରିକେଟ ଖେଳ ଦେଖିବାକୁ ଅନେକ ଲୋକ ବହୁତ୍ ଭଲ ପାଆନ୍ତି। ଭାରତରେ କ୍ରିକେଟ ପ୍ରେମୀଙ୍କ ସଂଖ୍ୟା ଏତେ ଅଧିକେ ଯେ ଏବଂ ସେମାନେ କ୍ରିକେଟ ଖେଳ ଦେଖିବାକୁ ଯେମିତି ପାଗଳପ୍ରାୟ ଅଟନ୍ତି। ଆପଣ ଯଦି ଏହି ଖେଳକୁ ଦେଖିଥିବେ ତେବେ ଏହା ନିଶ୍ଚିତ ଜାଣିଥିବେ ଯେ ଏହି ଖେଳରେ କିପରି ଭାବରେ ରୋମାଞ୍ଚକ ଭରି ରହିଛି। ଯାହାକୁ ଦେଖିଲେ ଏକ ପ୍ରକାର ନିଶା ଭଳି ଏହା ହୋଇ ଯାଇଥାଏ।
ତେବେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ କ୍ରିକେଟ କୁ ନେଇକି |ତେବେ ବର୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେବାକୁ ଲାଗୁଛି ତାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।ତେବେ କ୍ରିକେଟ ପଡିଆ2023 ବିଶ୍ୱକପ ପାଇଁ ଭାରତରେ 10 ଟି କ୍ରିକେଟ୍ ଷ୍ଟାଡିୟମ୍ ! ଦେଖନ୍ତୁ ଏଥିରେ କେତେ ନମ୍ବର ରେ ଅଛି ବାରବାଟୀ ଷ୍ଟାଡିୟମ ?ର ଅନେକ ଦୃଶ୍ୟ ଆପଣଙ୍କୁ ବେଶ୍ ଆକର୍ଷଣୀୟ ଲାଗୁଥିବ।
ଅନେକ ସମୟରେ ଆମେ ଦେଶ ଦେଶ ଭିତରେ ଯେଉଁ ଖେଳ ହୋଇଥାଏ ତାକୁ ଦେଖିବାକୁ ଉତ୍ସୁକତାର ସହ ଅନେଇ ରହିଥାଉ ଏବଂ ଯେତେବେଳେ ଖେଳ ସରିବା ସ୍ଥିତି କୁ ଆସିଥାଏ ସେତେବେଳେ ଏକ ରୋମାଂଚକ ସ୍ଥିତି ଦେଖିବାକୁ ମିଳିଥାଏ। କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଭାରତର 10 ବଡ଼ କ୍ରିକେଟ ଷ୍ଟାଡିୟମ ବିଷୟରେ ଜଣେଇବୁ ।ତେବେ 2023 ରେ ହେବାକୁ ଥିଵା କ୍ରିକେଟ ର ୱାଲଡ କପ ପାଇଁ ଆମ ଭାରତରେ କେଉଁ କେଉଁ କ୍ରିକେଟ ଷ୍ଟାଡିୟମ ମାନ ରହିଛି ସେ ସବୁ ବିଷୟରେ ଚାଲନ୍ତୁ ଜାଣିବା,
1. ୱାନ ଖେଡେ କ୍ରିକେଟ ଷ୍ଟାଡିୟମ ମୁମ୍ବାଇ-
ଏହାର ସ୍ଥାପନ 1974 ରେ ହୋଇଥିଲା |ଏହା ଗୋଟିଏ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ଅଟେ ଆଉ ଆରମ୍ଭ ରେ ଏହି ଷ୍ଟାଡିୟମ ରେ 55,000ଲୋକ ଖେଳ ଦେଖି ପାରୁଥିବା |
2. ଚିନ୍ନା ସ୍ୱାମୀ କ୍ରିକେଟ ଷ୍ଟାଡିୟମ –
ଏହା ବାଙ୍ଗାଲୋର ରେ ଅବସ୍ଥିତ ଅଛି |ଯାହାକୁ ଆମେ କର୍ଣ୍ଣାଟକ ଷ୍ଟେଟ କ୍ରିକେଟ ଆସୋସିଏଟେଡ଼ ଷ୍ଟାଡିୟମ ବୋଲି କହିଥାଉ , ଏହି ଷ୍ଟାଡିୟମ ରେ ସୋଲାର ସିଷ୍ଟମ କୁ ବ୍ୟବହାର କରାଯାଇଛି |ଆଉ ଏଠାରେ 39000 ଲୋକ ଏକାଠି କ୍ରିକେଟ ର ମଜା ନେଇ ପାରିବେ |
3- ଏମ. ଏ ଚିଦାମପରମ କ୍ରିକେଟ ଷ୍ଟାଡିୟମ-
ତାମିଲନାଡୁ ଚେନ୍ନାଇ ରେ ଏହା ଅବସ୍ଥିତ ଏଥିରେ 50,000 ଲୋକ ଏକା ସାଥିରେ ବସି ଖେଳ ଦେଖି ପାରିବେ |
4.ପିସିଏ କ୍ରିକେଟ ଷ୍ଟାଡିୟମ-
ମହାଲୀ ଯାହାକୁ ଆମେ ମାନେ ପଞ୍ଜାବ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଭାବରେ ଜାଣିଛୁ ଏହାଛଡ଼ା ଏହାକୁ ଇନ୍ଦ୍ରଜିତ ସିଂ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମ ନାମ ରେ ଜାଣିଛୁ । ଯେଉଁଠି 27000 ହଜାର ଲୋକ ଖେଳ ଦେଖି ପାରିବେ |
5. ଏସସିଏ କ୍ରିକେଟ ଷ୍ଟାଡିୟମ-
ଏହି କ୍ରିକେଟ ଷ୍ଟାଡିୟମ ଗୁଜରାଟର ରାଜକୋଟ ରେ ରହିଛି ଯାହାକୁ ଆମେ ଖାନଡେରି କ୍ରିକେଟ ଷ୍ଟାଡିୟମ ନାମ ରେ ଜଣାଶୁଣା ଏବଂ ଏଥିରେ ସୋଲାର ପାୱାର ସିଷ୍ଟମ ମଧ୍ୟ ରହିଛି |
6.ଏକାନା ଷ୍ଟାଡିୟମ-
ଲକ୍ଷନୌ ରେ ରହିଛି ଏହି ଷ୍ଟାଡିୟମ ଯାହା କୁ ଆମେ ଅଟଳବିହାରୀ ବାଜପାୟୀ ଷ୍ଟାଡିୟମ ଭାବରେ ଜାଣିଛୁ ତେବେ ଏଥିରେ 50,000 ଲୋକ ଖେଳ ଦେଖି ପାରିବେ |
7.ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମ –
ଏହି ଷ୍ଟାଡିୟମ ରେ ଅଧିକାଂଶ ସମୟରେ ବର୍ଷା ହେଉଥିବାରୁ ସବୁବେଳେ ଡ୍ରେନ ସିଷ୍ଟମ ମଧ୍ୟ ରହିଛି |
8. ଅରୁଣ ଜୟତିଲେ କ୍ରିକେଟ ଷ୍ଟାଡିୟମ-
ଅରୁଣ ଜୟତିଲେ କ୍ରିକେଟ ଷ୍ଟାଡିୟମ ଦିଲ୍ଲୀ ରେ ରହିଛି ଓ ସେଠାରେ 42000 ଦର୍ଶକ ମ୍ୟାଚ ଦେଖି ପାରିବେ ବୋଲି ସୂଚନା ରହିଛି |
9. ଇଡେନ ଗାର୍ଡେନ ଷ୍ଟାଡିୟମ କୋଲକାତା-
ଭାରତରେ ଇଡେନ ଗାର୍ଡେନ ଷ୍ଟାଡିୟମ କୋଲକାତାରେ ରହିଛି ଯେଉଁଠି 66,000 ଲୋକ ଦେଖି ପାରିବେ |
10. ନରେନ୍ଦ୍ର ମୋଦି ଷ୍ଟାଡିୟମ-
ଶେଷରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମଧ୍ୟ ୱାଲଡ କପ ମ୍ୟାଚ ପାଇଁକି ପ୍ରସ୍ତୁତ ଅଛି ବୋଲି କୁହାଯାଉଛି | ତେବେ ଏହା ଥିଲା 2023 ରେ ୱାଲଡ କପ ପାଇଁ ପ୍ରସ୍ତୁତ ଥିବା କ୍ରିକେଟ ଷ୍ଟାଡିୟମ ବିଷୟରେ ସମ୍ପୂର୍ଣ୍ଣ ସୂଚନା bi w