ଅମ୍ଲାନ ମୋତେ ପଚାରିଲା ଦାଦା ମୁଖାଗ୍ନି କିଏ ଦେବ ..ମୁଁ କହିଲି ତତେ ସବୁ କରିବାକୁ ପଡିବ
ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ବର୍ତ୍ତମାନ ଏଭଳି ଏକ ଦୁଃଖର ଘଟଣା ବେଶ ଚର୍ଚ୍ଚା ହେବାରେ ଲାଗିଛି ତାହା ହେଉଛି ଅକ୍ଲାନ୍ତ ଙ୍କ ମୃତ୍ୟୁ କୁ ନେଇକି କିଛି ଘଟଣା ବିଷୟରେ | ଆଉ ଯେଉଁଠି ଅମ୍ଲାନ ତାଙ୍କର ଦାଦା ଙ୍କୁ ପଚାରିଛନ୍ତି ସାନ ଭାଇର ମୁହଁରେ ମୁଖାଗ୍ନି ଦେବା କଥା କୁ ନେଇକି କିଛି କଥା ବିଷୟରେ |ଆଉ … Read more