breaking news- ଦିଲ୍ଲୀର ଡାକ୍ତର କହିଦେଲେ ମୁଁ ଦୁଃଖିତ, ପିଣ୍ଟୁଙ୍କୁ ଶିଘ୍ର ନେଇଯାଅ ଏଠାରୁ । ନହେଲେ …ପୁରା ଖବର ପଢିଲେ କାନ୍ଦିପକାଇବେ…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର | ତେବେ ଅଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା କୁ ନେଇକି ଅନେକ କିଛି କଥା ଶୁଣିବାକୁ ମିଳୁଥିବା ବେଳେ ବର୍ତ୍ତମାନ ପିଣ୍ଟୁ ନନ୍ଦ ଙ୍କୁ ନେଇକି ଆସିଛି ଏକ ବଡ଼ ଦୁଃଖର କଥା ବୋଝ ଉପରେ ନଳିତା ବିଡା ପରି ବର୍ତ୍ତମାନ ପିଣ୍ଟୁ ଙ୍କର ଜୀବନରେ ଆସୁଛି ଦୁଃଖ ଉପରେ ଦୁଃଖ | ଆଉ ଯେଉଁଠି କୁହାଯାଉଛି କି ପିଣ୍ଟୁ ନନ୍ଦ ଙ୍କୁ ଦିଲ୍ଲୀ ରୁ ବର୍ତ୍ତମାନ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି ହାଇଦ୍ରାବାଦ |


ତେବେ ଦିଲ୍ଲୀରୁ ହାଇଦ୍ରାବାଦ ସ୍ଥାନାନ୍ତର ହେଲେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ । ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି । ହାଇଦ୍ରାବାଦ ଯଶୋଦା ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ । ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି ପିଣ୍ଟୁ ନନ୍ଦ ।

ଅଧିକ ଚିକିତ୍ସା ପାଇଁ ଓଡ଼ିଶାରୁ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ଏବେ ହାଇଦ୍ରାବାଦ ପଠାଯାଇଛି । ଲିଭର ସିରୋସିସ୍‌ରେ ପୀଡ଼ିତ ପିଣ୍ଟୁଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ହେବ । ତେବେ ଏଥିପାଇଁ କୌଣସି ଡୋନର ମିଳୁ ନାହାନ୍ତି । ତା ସହିତ ଅପରେସନ୍‌ ପାଇଁ ଅର୍ଥର ଅଭାବ ରହିଛି ।

ଭୁବନେଶ୍ୱର ର AIIMS , ରେ ପ୍ରଥମେ ଚିକିତ୍ସିତ ହେଉଥିଲେ ପିଣ୍ଟୁ ନନ୍ଦ | ଆଉ ତାହା ପରେ ତାଙ୍କର ଲିଭର ସିରାଶିର ରୋଗ ର ଚିକିତ୍ସା ସହିତ ତାଙ୍କର ନୂଆ ଲିଭର ଟ୍ରାନ୍ସ ପ୍ଲାଣ୍ଟ ପାଇଁକି ତାଙ୍କୁ ଦିଲ୍ଲୀ ର ଏକ ବେସରକାରୀ ହସ୍ପିଟାଲ କୁ ମଧ୍ୟ ନିଆଯାଇଥିଲା |

ତେବେ ସେଠାରେ ପିଣ୍ଟୁ ଙ୍କର ଅର୍ଥର ଅଭାବ ସାଙ୍ଗକୁ ଡନର ର ଆବଶ୍ୟକତା ଥିବା ବେଳେ ଦିଲ୍ଲୀ ର ଡାକ୍ତର ମଧ୍ୟ ପିଣ୍ଟୁ ଙ୍କର ଚିକିତ୍ସା ପାଇଁ ମନା କରି ଦେଇଛନ୍ତି |ତେବେ ଡାକ୍ତର ଜଣଙ୍କ ର କହିବା କଥା କି ପିଣ୍ଟୁ ନନ୍ଦ ଙ୍କ ପାଇଁକି ଅଧିକ ଉନ୍ନତ ମାନର ଚିକିତ୍ସା ବ୍ୟବସ୍ଥା ର ଆବଶ୍ୟକତା ରହିଛି |ତେବେ ଦିନ କୁ ଦେଢ଼ ଲକ୍ଷ୍ ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏଠାରେ ଚିକିତ୍ସା ହୋଇ ପାରିବ ନାହିଁ ଆଉ ତାଙ୍କୁ ଚେନ୍ନାଇ ଵା ହାଇଦ୍ରାବାଦ କୁ ନିଆଯିଵା କଥା ମଧ୍ୟ କୁହାଯାଉଛି | ଆଉ ଯାହା କୁ ନେଇକି ପିଣ୍ଟୁ ଦୁଃଖ କରିଛନ୍ତି ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |

ସୂଚନାଯୋଗ୍ୟ ଯେ, ଲିଭର ସିରୋସିସ୍‌ ରୋଗରେ ପୀଡିତ ଅଛନ୍ତି ଓଲିଉଡ୍‌ର ବରିଷ୍ଠ ଅଭିନେତା ପିଣ୍ଟୁ ନନ୍ଦ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଉଚ୍ଚତର ଚିକିତ୍ସା ପାଇଁ ଦିଲ୍ଲୀ ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ପରେ ଗତ 7 ତାରିଖ ଦିନ ଅଧିକ ଚିକିତ୍ସା ଲାଗି ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏବେ ପରିବାରର କାହା ସହିତ ପିଣ୍ଟୁଙ୍କର ଲିଭର ମ୍ୟାଚ୍‌ କରୁନାହିଁ । ଯାହାଫଳରେ ତାଙ୍କୁ କାଡ୍‌ଭ୍ରାରିକ୍‌ ଟ୍ରିଟ୍‌ମେଣ୍ଟ ପାଇଁ ହାଇଦ୍ରାବାଦ ସ୍ଥାନାନ୍ତରିତ କରାଯାଇଛି ।

Leave a Comment