ସୋସିଆଲ ମିଡ଼ିଆ ରେ ପ୍ରତିଦିନ ଭିନ୍ନ ଭିନ୍ନ ପ୍ରକାର ର ଖବର ଭାଇରାଲ ହେବାରେ ଲାଗୁଛି ଯାହାକି ବେଳେ ବେଳେ ଖୁବ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରି ଦେଇ ଥାଏ | ତେଣୁ କରି ଆଜିକାଲି ର ସମାଜ ରେ ସୋସିଆଲ ମିଡ଼ିଆ ହିଁ ଏକ ଗୁରୁତ୍ୱପୂର୍ଣ ସ୍ଥାନ ଗ୍ରହଣ କରିଛି କାରଣ ଏହା ଦ୍ୱାରା ହିଁ ଆମେ ସମସ୍ତ ଘଟଣା ସମ୍ପର୍କ ରେ ଅବଗତ ହୋଇ ପାରି ଥାଉ | ତେବେ ବର୍ତ୍ତମାନ ସମୟରେ ଗୋଟିଏ ଖବର ଖୁବ ଚର୍ଚ୍ଚା ର ବିଷୟ ପାଲଟି ଥିଲା ଯାହାକି ଏସଆଇ ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଙ୍କୁ ଗୁଳି କରି ହତ୍ୟା କରି ଦେଇଛନ୍ତି |
ଏହାପରେ ପରେ ଗୋପାଳ ଦାସଙ୍କୁ ଜେଲ ହୋଇ ଥିଲା ଆଉ ଅନେକ ଦିନ ଧରି ତଦନ୍ତ ପରେ ହିଁ ଜଣା ପଡିଥିଲା କି ନିଜ ବ୍ୟକ୍ତିଗତ ମାମଲା ପାଇଁ ସେ ମନ୍ତ୍ରୀ ନବ ଦାସ ଙ୍କୁ ହତ୍ୟା କରିଛନ୍ତି | ତେବେ ଜେଲ ରେ ଥିବା ବେଳେ ଗୋପଳ ଦାସ ଆଜି ଖବର କାଗଜ ପଢୁ ପଢୁ କହିଥିଲେ କି ତାଙ୍କର ପରିବାର କୁ ସୁରକ୍ଷା ଦେବା ପାଇଁ ଆଉ ତାଙ୍କର ପରିବାର ଲୋକ ଙ୍କର ଯଦି କିଛି ବି ହେଇଗଲା ତାହେଲେ ସେ କାହାକୁ ଛାଡ଼ିବେନି ବୋଲି ମଧ୍ୟ କହିଥିଲେ, ଆସନ୍ତୁ ପୁରା ଘଟଣା ଟି କଣ ସେହି ସମ୍ପର୍କ ରେ ଆଲୋଚନା କରିବା |
ତେବେ ଗତ ଫେବୃଆରୀ 20 ରେ ଗୋପାଳ ଙ୍କୁ କଡ଼ାକୋଡ଼ି ସୁରକ୍ଷା ଦେବା ସହିତ ତାଙ୍କର ପରିବାର କୁ ସୁରକ୍ଷା ଦେବା ପାଇଁ କୋଟ ରେ ଏକ ଦଲିଲ ଦିଆଯାଇଥିଲା | କୁହାଯାଏ କି ଗୋପାଳ ଦାସ ଜଣେ ଲୋକ ପ୍ରିୟ ନେତା ଥିଲା ଆଉ ସେ ଜଣେ ବହୁତ ଭଲ ପୋଲିସ ଅଫିସର ମଧ୍ୟ ଥିଲେ | ଆଗରୁ ତାଙ୍କ ନାଁ ରେ କୌଣସି ମାମଲା ମଧ୍ୟ ଶୁଣିବାକୁ ମିଳି ନଥିଲା ଆଉ ମନ୍ତ୍ରୀ ହତ୍ୟା କରିବା ଏକ ସାଙ୍ଘାତିକ ମାମଲା ଅଟେ ଆଉ ଏଥିପାଇଁ ରାଜନୈତିକ ତରଫରୁ ତାଙ୍କ ଉପରକୁ ଏବଂ ତାଙ୍କ ପରିବାର ଉପରକୁ ବିପଦ ମଧ୍ୟ ଆସି ପାରେ |
ଆଉ ଗୋପାଳ ଙ୍କ ପରିବାର ର ସୁରକ୍ଷା କୁ ନେଇକି ହାଇକୋଟ ବର୍ତ୍ତମାନ ହସ୍ତାନ୍ତର କରିବନି ବୋଲି କହିଛି | ତେବେ ଯାହା କହିଛି କି ହାଇକୋଟ ଯଦି ଗୋପାଳ ଵା ତାଙ୍କର ପରିବାର ଲୋକ ନିଜ କୁ ଅସୁରକ୍ଷିତ ବୋଲି ଭାବନ୍ତି ତାହେଲେ ସେମାନେ ପୋଲିସ ପାଖରେ ଯାଇ ଆବେଦନ କରି ପାରିବେ | ଆଉ ଏହି ସବୁ ଭିତରେ ଆଜି ଗୋପାଳ ଜେଲ ରେ ଖବର କାଗଜ ପଢୁ ଥିଲେ ଆଉ ପରେ କହିଛନ୍ତି କି ତାଙ୍କ ପରିବାର ରେ ଯଦି କିଛି ହୁଏ ତେବେ ସେ କାହାରିକୁ ମଧ୍ୟ ଛାଡ଼ିବେ ନାହିଁ | ଯାହାକି ଏହି କଥାଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |