Viral ଭିଡ଼ିଓ – ବୁଢା ହେଉକି ଟୋକା ସମସ୍ତଙ୍କ ସହିତ ମୁଁ ରୋମାନ୍ସ କରିବାକୁ ପ୍ରସ୍ତୁତ : ଏମିତି କହିଲେ Hot ଅଭିନେତ୍ରୀ ନମ୍ରତା ! ଦେଖନ୍ତୁ ଭିଡ଼ିଓ ଟିକୁ ।

ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଭରି ରହିଛନ୍ତି ଯାହାକି ସେଥି ମଧ୍ୟରୁ ଆମର ପ୍ରିୟ କଳାକାର ମଧ୍ୟ ରହିଛନ୍ତି ଯାହାଙ୍କର ଫିଲ୍ମ ହେଉ କିମ୍ବା ବ୍ୟକ୍ତିଗତ ଜୀଵନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ଆମେ ଚାତକ ଭଳି ଚାହିଁ ରହି ଥାଉ | ଏହା ମଧ୍ୟ ସତ ଯେ ସେଲିବ୍ରେଟି ଙ୍କ ଜୀଵନ ଶୈଳୀ ସାଧାରଣ ଭାବରେ ଭିନ୍ନ ହୋଇ ଥାଏ ଯାହାକି ଷ୍ଟାଇଲିସ ହୋଇ ଥାଏ |

ଏମାନେ ପ୍ରାୟ ସମୟରେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ ହୋଇ ରହି ଥାଆନ୍ତି ଯାହାକି ତାଙ୍କର ଯେ କୌଣସି ଭିଡ଼ିଓ ହେଉ ସେ ତାହାକୁ ନିଜ ଆକାଉଣ୍ଟ ରେ ପୋଷ୍ଟ କରି ଥାଆନ୍ତି | ତେବେ ଆଜି ସେଭଳି ଏକ ଅଭିନେତ୍ରୀ ଙ୍କ କଥା କହିବୁ ଯିଏ କି ଅନେକ ବର୍ଷ ପରେ ପୁଣି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି ଆଉ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଫେରି ସେ କେତେ ଖୁସି ଅଛନ୍ତି ତାହା ମଧ୍ୟ ଏକ ସାକ୍ଷାତକାର ରେ ପ୍ରତିକ୍ରିୟା ରଖିଛନ୍ତି |


ତେବେ ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ନମ୍ରତା ଥପା ଯିଏ କି ଅନେକ ବଡ଼ ବଡ଼ ଷ୍ଟାର ଙ୍କ ସହିତ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଛନ୍ତି | ଅରିନ୍ଦମ ହେଉ କି ସେ ସିଦ୍ଧାନ୍ତ ମହାପାତ୍ର ସମସ୍ତ ଙ୍କ ସହ ହିଟ ଫିଲ୍ମ ରେ ଦେଖିବା ପାଇଁ ମିଳିଛନ୍ତି ଏହା ସହିତ ସେ ଅଧିକ ସିଦ୍ଧାନ୍ତ ମହାପାତ୍ର ଙ୍କ ସ୍ତ୍ରୀ ଭୂମିକା ରେ ହିଁ ଦେଖିବା ପାଇଁ ମିଳି ଥାଆନ୍ତି | ସେ ଓଡ଼ିଆ ସହିତ ଅନେକ ଭାଷା ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରିଛନ୍ତି ଆଉ ଏବେ 9 ବର୍ଷ ପରେ ପୁଣି ସେ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି |

 

ତେବେ ନମ୍ରତା ଥପା ପ୍ରଥମେ ଓଡ଼ିଶା ବାସୀ ଙ୍କୁ ହୋଲି ର ଅଭିନନ୍ଦନ ଜଣାଇ ଥିଲେ ଆଉ ଏହାପରେ ସେ କହି ଥିଲେ କି, ମୁଁ ପ୍ରାୟ ସମୟରେ ସିଦ୍ଧାନ୍ତ ମହାପାତ୍ର ଙ୍କ ସ୍ତ୍ରୀ କ୍ୟାରେଟର ରେ ଅଭିନୟ କରି ଆସିଛି, ଏଥିରେ କିଛି ଅସୁବିଧା ନାହିଁ କାରଣ ଗୋଟେ ଆକ୍ଟର ପାଇଁ ତା ଅଭିନୟ ହେଉଛି ସବୁଠାରୁ ଅଧିକ ମୁଲ୍ଯ ବାନ୍ | କଣ ଚରିତ୍ର ତାହା ଏଠି ଦେଖାଯାଏ ନାହିଁ, ସେ ମଧ୍ଯ କହିଛନ୍ତି ବର୍ଷ ବର୍ଷ ଧରି ଯଦି ରୋମାନ୍ସ କରିବାକୁ ପଡେ ତାହେଲେ ମୁଁ କରିବି |


ସେ ବୁଢା ହେଉ କି ଟୋକା ସହ ଯାହା ସହ ହେଲେ ବି ମୁଁ ରୋମାନ୍ସ କରିବି ବୋଲି ସେ କହିଛନ୍ତି | ଆଉ ଏହା କହିଛନ୍ତି କି କାରଣ ମୁଁ ଗୋଟେ ଭୁକିଲା ଅଭିନେତ୍ରୀ ଲୋକ ମାନଙ୍କ କୁ ମୋ ଅଭିନୟ ମାଧ୍ଯମ ରେ କିଛି ଶିଖିବାକୁ ଚେଷ୍ଟା କରେ ଏବଂ ଲୋକ ମାନଙ୍କ ର ମନ କୁ ଆନନ୍ଦିତ କରେ | ଆଉ ଅଶୋକ ପତି ମୋର ପ୍ରିୟ ଡାଇରେକ୍ଟର, ମୁଁ ୯ ବର୍ଷ ପରେ ପୁଣି ଓଡିଶା କୁ ଆସିଛି ମତେ ବହୁତ ଖୁସି ଲାଗୁଛି ଆଉ ମୁଁ ଓଡିଶା ବାସୀ ଙ୍କୁ ବି ଭୁଲି ନିଜ ସେମାନେ ମତେ ମଧ୍ଯ ଭୁଲି ନାହାଁନ୍ତି ବୋଲି ନମ୍ରତା ଥପା କହିଛନ୍ତି |

Leave a Comment