ମକର ସଂକ୍ରାନ୍ତି (14 January)ଏହି ୧ ଜିନିଷ ଖାନ୍ତୁ ଧନର ବର୍ଷା ହେବ,ଏହି ଜିନିଷ ଦାନ କରନ୍ତୁ
ତେବେ ଆଜି ଆମେ ଜାଣିବା ମକର ସଂକ୍ରାନ୍ତି ଦିନ କେଉଁ ସବୁ ଜିନିଷ ଦାନ କରିବା ଦ୍ୱାରା ଆମକୁ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ | ପ୍ରତିବର୍ଷ ସୂର୍ଯ୍ୟ ଙ୍କର ମକର ରାଶିକୁ ଗୋଚର କରିବାର ଦିନକୁ ମକର ସଂକ୍ରାନ୍ତି ର ପର୍ବ ବୋଲି ମାନା ଯାଇଥାଏ | ଏହା ପଛରେ ଏକ କାରଣ ରହିଅଛି ଯାହାକି ସୂର୍ଯ୍ୟଙ୍କ ପୁତ୍ର ଶନିଙ୍କ ସହିତ ସାକ୍ଷାତ କରିବା ପାଇଁ ସ୍ୱୟଂ ମକର ରାଶିକୁ ଯାଇଥାନ୍ତି ତେବେ ଏଥିପାଇଁ ମକର … Read more