ରକ୍ଷା ପାଇବନି, ରକ୍ଷକ ସାଜିଥିବା ଭକ୍ଷକ । ବଡ଼ଦାଣ୍ଡରେ ଭିଡ଼ ଭିତରେ ଯୁବତୀଙ୍କୁ ଅସଦାଚରଣ, ଭିଡିଓ ହେଲା ଭାଇରାଲ…viral ହେଲା ଭିଡିଓ
ଚାଲିଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରଥ ଉପରେ ରଥାରୂଢ ହୋଇ ବସିଛନ୍ତି ତିନି ଠାକୁର। ଆଉ ବଡ଼ ଦାଣ୍ଡରେ ମହାପ୍ରଭୁ ଙ୍କ ଦର୍ଶନ ଲାଗି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଛି। କାହିଁ କେତେ ଦୂରରୁ କିଏ କେତେ ମାନସିକ ନେଇ ଆସିଛନ୍ତି କାଳିଆ ଦର୍ଶନ ପାଇଁ। ଆଜି କାହିଁ କାଳିଆର ଦୌଡ଼ି ଛୁଇଁ ଦେଲେ ପାପ କଣ ସବୁଦିନ ପାଇଁ ପୁଣ୍ୟ ହେଇଯାଏ। ଯେତେବେଳେ ବଡ଼ ଦାଣ୍ଡରେ ମହାପ୍ରଭୁ ଙ୍କ ରଥ ଗଡ଼ୁଛି, ଠିକ୍ … Read more