ମିହିର ଦାସଙ୍କ ସ୍ମୃତିରେ ମଲା ପରେ ମୁହଁରେ ନିଆଁ ଦବ…Best Scene ମାତ୍ର 4 ଘଣ୍ଟାରେ 228k ରୁ ଅଧିକ ଲୋକ ଦେଖି ସାରିଲେଣି…ଭିଡିଓ ଦେଖିଲେ ମିହିର ଭାଈ ଙ୍କ କଥା ମନେପଡିବ…
ଜଣେ ସାଧାରଣ ମଣିଷ ଠାରୁ କଳାକାର ମାନଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ସାଧାରଣ ଲୋକ ମାନେ କଳାକାରଙ୍କର ତାଙ୍କ ଜୀବନରେ ପ୍ରତିଦିନ କଣ ସବୁ ଘଟି ଚାଲିଛି ତାହା ଜାଣିବା ପାଇଁ ଉତ୍କଣ୍ଠାର ସହିତ ଚାତକ ପରି ଚାହିଁ ରହି ଥାଆନ୍ତି। ଦର୍ଶକ ମାନଙ୍କର ପ୍ରିୟ ଅଭିନେତ୍ରୀ ବା ଅଭିନେତାଙ୍କ ବିଷୟରେ ଅନେକ ନୂଆ ନୂଆ କିଛି ବିଷୟରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ ସବୁବେଳେ ପାଇଁ କରି ଥାଆନ୍ତି। ଜଣେ ସାଧାରଣ … Read more