Life Style – ଏଥିରୁ ବାଛନ୍ତୁ ଗୋଟିଏ ନାଭି ଓ ଜାଣନ୍ତୁ କଣ କହି ଥାଏ ଆପଣଙ୍କ ନାଭି ଆପଣଙ୍କ ବିଷୟରେ….
ଆପଣ ମାନେ ସମସ୍ତେ ଜାଣିଥିବେ ମଣିଷ ଜୀବନ ରେ ସବୁକିଛି ଭିନ୍ନ ହୋଇଥାଏ। ଆଉ ପ୍ରତ୍ୟେକ ବ୍ୟକ୍ତି ଏକାପରି ହୋଇ ନଥାନ୍ତି। ସବୁ ଦୃଷ୍ଟିରୁ ବିଚାର କରି ଦେଖିଲେ ସେମାନେ ଅଲଗା। ତେବେ ପ୍ରତ୍ୟେକ ବ୍ୟକ୍ତିର ଚାଲିଚଳନ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ , ସେମାନଙ୍କ ଚାଲି ତଳନରୁ ହିଁ ବ୍ୟକ୍ତିର ସ୍ୱଭାବ ବିଷୟରେ ଜାଣି ହୋଇଥାଏ । ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କଥା କୁହାଯାଏ ତେବେ ତାହା ମଧ୍ୟ ସମସ୍ତଙ୍କର ଅଲଗା ଅଲଗା ଆକୃତିର ହୋଇଥାଏ … Read more