Joint pain – ମାତ୍ର ୧୫ ମିନିଟ୍ ରେ ( ହାତ,ଗୋଡ଼,ଅଣ୍ଟା ) ବିନ୍ଧା ଭଲ ହୋଇଯିବ,,କରନ୍ତୁ ଏହି ଘରୋଇ ଉପଚାର…..
ତେବେ ଅନେକ ସମୟରେ ଅନେକ କାରଣ ଯୋଗୁଁ ଆମକୁ ଜଏଣ୍ଟ ପେନ ବା ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟା ହୋଇଥାଏ, ସାଧାରଣତଃ ବୟସ ଅଧିକ ହେଲେ ଆମ ଜଏଣ୍ଟ ବା ଆଣ୍ଠୁରେ କଷ୍ଟ ହେବାକୁ ଲାଗିଥାଏ | କେବଳ ଆଣ୍ଠୁ ନୁହେଁ ଆମ କାନ୍ଧ, ବେକ ଏମିତି ଅନେକ ଜାଗାରେ ଯନ୍ତ୍ରଣା ଅନୁଭବ ହୋଇ ଥାଏ | ବୟସ ଅଧିକ ହେବା ମାତ୍ରେ ଏମିତି ସବୁ ସମସ୍ୟା ଦେଖିବା ପାଇଁ ମିଳିଥାଏ କିନ୍ତୁ ଆଜିକାଲି ଛୋଟ … Read more