ନିଜ ପ୍ରେମିକା ଓ ପ୍ରେମିକ ଙ୍କ ନାମ ନେଇ ବାଛନ୍ତୁ ଗୋଟିଏ ରଙ୍ଗର ଗୋଲାପ ( ROSE ) ଏବଂ ଜାଣନ୍ତୁ ନିଜର ପ୍ରେମର ଭବିଷ୍ୟତ ବିଷୟରେ ଗୋଟେ ଖାସ କଥା – LIFE STYLE
ଆପଣମାନେ ସମସ୍ତେ ଜାଣିଥିବେ ପ୍ରେମ କରୁଥିବା ଯୁବପିଢ଼ି ମାନେ ଫେବୃଆରୀ ମାସକୁ ବହୁତ ଗୁରୁତ୍ୱ ଦେଇଥାନ୍ତି। କାହିଁକିନା ଫେବୃଆରୀ ୭ ତାରିଖରୁ ଭାଲେଣ୍ଟାଇନ୍ ୱିକ୍ ବା ପ୍ରେମ ସପ୍ତାହ ଆରମ୍ଭ ହୋଇଥାଏ। ଯାହାକି ତାହା ଆଜିଠାରୁ ଆରମ୍ଭ ହୋଇଛି। ଆଉ ଆଜି ଭାଲେଣ୍ଟାଇନ୍ ୱିକ୍ ର ପ୍ରଥମ ଦିନ ବା ଯାହାକୁ ରୋଜ୍ ଡେ ବୋଲି କହିଥାଉ। ଆଉ ଯାହାକୁ ପ୍ରେମିକ ପ୍ରେମିକା ମାନେ ଏହି ଦିବସକୁ ପାଳନ କରିଥାନ୍ତି। ଏହା କେବଳ ପ୍ରେମୀ ଯୁଗଳଙ୍କ ପାଇଁ … Read more