ଗୋଟିଏ ଝିଅ ଜନ୍ମ ହେଲା 1950 ରେ ଆଉ ମଲା 1950 ରେ, ଯେତେବେଳେ ସେ ମଲା ସେତେବେଳେ ତା ବୟସ ଥିଲା 20 ବର୍ଷ କୁହ କେମିତି ହେଲା |
ଆଗ କାଳରେ ଜ୍ଞାନ ଆହରଣ ପାଇଁ ପୁସ୍ତକ ଟିଏ ଦରକାର ହେଉ ଥିଲା କିନ୍ତୁ ଏବେକା ସମୟରେ ପୁସ୍ତକ ସହିତ ଆମେ ସୋସିଆଲ ମିଡ଼ିଆ ମାଧ୍ୟମ ରେ ଅନେକ ଶିକ୍ଷା ପାଇ ପାରୁଛୁ | ତେବେ ଯେତେ ବେଳେ ଗୋଟେ ବ୍ୟକ୍ତି ପଢା ସାରି ସାରେ ତେବେ ସେ ଚାକିରୀ ପାଇଁ ଅନେକ ଇଣ୍ଟରଭ୍ୟୁ ଓ ପରୀକ୍ଷା ଦେଇ ଥାଏ | ସାଧାରଣ ଭାବରେ କୌଣସି ଇଣ୍ଟରଭ୍ୟୁ ହେଉ କି କୌଣସି ପରୀକ୍ଷା ହେଉ ସେଥିରେ ଦେଶ … Read more