Baby – ପୁଅ ହେବ ନା ଝିଅ ସେ ପାଇଁ ପୁରୁଷ ଦାୟୀ ! Dr.arati gupta
ବିବାହ ପରେ ପ୍ରତ୍ୟେକ ବାପା ଓ ମା ସନ୍ତାନ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ତେଣୁ ମାଆ ହେବା ନାରୀ ଜୀବନରେ ସାର୍ଥକତା ଆଣି ଦିଏ କିନ୍ତୁ କିଛି କିଛି ନାରୀ ମାନଙ୍କ ପାଇଁ ମାଆ ହେବା ଏକ ଅଭିଶାପ ବି ହେଇଥାଏ ।ପ୍ରତ୍ୟେକ ବାପ ମାଆଙ୍କ ଜୀବନରେ ସନ୍ତାନ ସୁଖ ଏକ ନୂଆ ମୋଡ଼ ଆଣିଦେଇ ଥାଏ ।ସବୁଠୁ ବଡ଼ ପରିବର୍ତ୍ତନ ହେଇଥାଏ।ମାଆ ଜୀବନରେ ଜଣେ ମାଆ ପିଲା ସହ ୯ ମାସ ଅଧିକା ଯୋଡି … Read more