DR. ANU GANGADHARAN – ଝିଅଙ୍କର ପରିସ୍ରାରେ ରକ୍ତ କାହିଁକି ପଡ଼ିଥାଏ ? ଜାଣନ୍ତୁ କାରଣ ଏବଂ ଚିକିତ୍ସା ସମ୍ପର୍କରେ…
ଆମେ ଜାଣିଛୁ କି ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେବେ ଯଦି ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ର ସମସ୍ୟା ଲାଗି ରହିଥାଏ ଏବଂ ଅଶାନ୍ତି ମଧ୍ୟ ଲାଗି ରହିଥାଏ, ଆଉ ବହୁତ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ। ତେବେ ଆପଣମାନେ ସମସ୍ତେ ଜାଣିଥିବେ ପରିସ୍ରାରେ ରକ୍ତ ପଡ଼ିବା ଏକ ରୋଗ। ଏହା ଏକ ସାଧାରଣ ରୋଗ ନୁହଁ ଏହା କ୍ୟାନସର ମଧ୍ୟ ହୋଇପାରେ। ଯେଉଁ ବ୍ୟକ୍ତିଙ୍କ ପରିସ୍ରାରେ ରକ୍ତ ପଡ଼ିଥାଏ ସେମାନଙ୍କୁ କ୍ୟାନସର ହେଇଥାଏ ବୋଲି … Read more