ଛିଃ ଛିଃ କି ଲଜ୍ଜା।ବାହାଘର ର ମାତ୍ର ୧୭ ଦିନ ପରେ ଜନ୍ମ ହେଲା ସନ୍ତାନ।କାରଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ।

ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି।ଆଜି ମଣିଷ ହିଁ ମଣିଷ ର ଶତ୍ରୁ ପାଲଟିଛି।

ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ମଣିଷର ଅମାନୁଷିକତା କୁ ଦର୍ଶାଉଛି। ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ,ଯାହା ଦର୍ଶାଇ ଥାଏ କି ମଣିଷ କିପରି ନିଷ୍ଠୁର ଓ କୃର ହୋଇଥାଏ।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ ।

ବାହାଘର କେବଳ ଦୁଇ ଦେହର ମିଳନ ନୁହେଁ ବରଂ ଦୁଇ ଆତ୍ମାର ମିଳନ ଓ ଦୁଇ ପରିବାର ର ମିଳନ।କିନ୍ତୁ ଏବେ ଏହି ବାହାଘର ରେ ଲାଗିଛି କଳଙ୍କ।ବାହାଘର ର ଏକ ମାସ ଭିତରେ ସ୍ୱାମୀ ସ୍ତ୍ରୀ ହୋଇଛନ୍ତି ଅଲଗା।ଆଉ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।ସୂଚନା ଅନୁସାରେ, ଉତ୍ତରପ୍ରଦେଶରେ ଜଣେ ମହିଳା ବିବାହର ମାତ୍ର ୧୭ ଦିନ ପରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି ।

କିନ୍ତୁ ଏହି ସତ୍ୟ ଘଟଣା ପଛରେ ଥିବା ପ୍ରକୃତ କାରଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସି ଯିବ।ଉତ୍ତରପ୍ରଦେଶରେ ଜଣେ ଯୁବକ ୨୦୧୯ ମସିହା ସେପ୍ଟେମ୍ବର ୬ ତାରିଖରେ ଜଣେ ଯୁବତୀ ଙ୍କୁ ବିବାହ କରିଥିଲେ କିନ୍ତୁ ଯେତେବେଳେ ବିବାହର ୧୭ ଦିନରେ ମହିଳା ଜଣଙ୍କ ଏକ ପିଲା କୁ ଜନ୍ମ ଦେଇଥିଲେ ସେତେବେଳେ ଯୁବକ ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ତେଣୁ ନିଜ ପତ୍ନୀଙ୍କୁ ସନ୍ଦେହ କରି ପୋଲିସ ରେ ମଧ୍ୟ ଅଭିଯୋଗ କରିଥିଲେ। ପୋଲିସ ଘଟଣା ର ତଦନ୍ତ କରି ଯାହା କହିଥିଲା ତାହା ସମସ୍ତ ଙ୍କୁ ସ୍ତବ୍ଧ କରି ଦେଇ ଥିଲା।

ପୋଲିସ କହିଥିଲା ଝିଅ ଟିର ଏହି ଅବସ୍ଥା ପାଇଁ ତାର ପରିବାର ଲୋକ ତଥା ତାର ବାପା ଓ ଭାଈ ଦାୟୀ ଅଟନ୍ତି। ଝିଅ ଟି କହି ଥିଲା କି ତାକୁ ତାର ବାପା ଓ ଭାଈ କାମ ବାସନା ରେ ଅନ୍ଧ ହୋଇ ଜୋର ଜବରଦସ୍ତ ଦୁଷ୍କର୍ମ କରି ଥିଲେ।ସେମାନେ ତାକୁ ଅନେକ ଥର ଦୁଷ୍କର୍ମ କରିବା ପରେ ଟଙ୍କା ଲୋଭରେ ବେଶ୍ୟାଳୟ ରେ ମଧ୍ୟ ଛାଡ଼ି ଥିଲେ।ଝିଅଟି କାନ୍ଦି କାନ୍ଦି କହିଥିଲା କି ତାର ଏହି ପିଲାର ବାପା ତାର ନିଜ ବାପା ଓ ଭାଈ ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment