ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡିଓ ମାନ ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ।ତେବେ ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହା ଏକ ଲଜ୍ୟା ଜନକ କଥା ଅଟେ ।ଆଉ ଯେଉଁଠି ଶିକ୍ଷାନୁଷ୍ଠାନ କୁ ମନ୍ଦିର ବୋଲି ଆମେ ମାନିଥାଉ ଆଉ ସେଠାକୁ ପିଲାମାନେ ନିଜର ଭବିଷ୍ୟତ ଗଢିବା ପାଇଁ ଯାଇଥାନ୍ତି ।ସେହି କଲେଜ ଭିତରେ ଅଧ୍ୟାପକ ଆଉ ଅଧ୍ୟାପିକା ମାନେ କରିବାକୁ ଲାଗିଛନ୍ତି ରାସ ଲୀଳା ।ଆଉ ଯାହା ଭାଇରାଲ ହେବା ପରେ ଲୋକ ମାନଙ୍କ ଭିତରେ ଓ ଛାତ୍ର ଛାତ୍ରୀ ଙ୍କ ଭିତରେ ଦେଖିବାକୁ ମିଳିଛି ପ୍ରତିକ୍ରିୟା ।ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା ।
ତେବେ ମିଳିଥିବା ସୂଚନା ଅନୁସାରେ ଯାହା କୁହାଯାଉଛି କି କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ଏକ ସରକାରୀ କଲେଜ ରେ ଦେଖିବାକୁ ମିଳିଛି ଏକ ଲଜ୍ୟା ଜନକ ଘଟଣା ।ଆଉ ଯେଉଁଠି କୁହାଯାଉଛି କି ଏହି କଲେଜ ରେ ପ୍ରିନ୍ସିପାଲ ସାର ଜଣଙ୍କ କଲେଜ ଭିତରେ କରିବାକୁ ଲାଗିଛନ୍ତି ରାସ ଲୀଳା ।ଯାହା କୁହାଯାଉଛି କି କଲେଜ କୁ ନିଜର ପୋରସନାଲ ରୁମ ଭଳି ଭାବି କରିବାକୁ ଲାଗିଛନ୍ତି ବିଭିନ୍ନ ପ୍ରକାରର କାମ । ଆଉ ଯାହା ଦେଖିବାକୁ ମିଳିଥିଲା ମିଳିଥିଲା CCTV ର କୋଏଦ ହୋଇଥିବା ରିପୋର୍ଟ ଅନୁସାରେ ଅଧ୍ୟାପକ ଜଣଙ୍କ କଲେଜ ରେ ବସିକି ମଦ ପିଇବାକୁ ଲାଗିଛନ୍ତି ।
ତାହା ସହିତ ଅଧ୍ୟାପିକା ମାନଙ୍କ ସହିତ ଖରାପ କାମ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ଭାଇରାଲ ହେଉଥିବା ଭିଡ଼ିଓ ଟିରେ ବୋଲି କୁହାଯାଉଛି । ଆଉ ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ ଅଭିଭାବକ ଙ୍କ ସହିତ ଛାତ୍ର ଛାତ୍ରୀ ଙ୍କ ମନରେ ସୃଷ୍ଟି ହୋଇଛି ଉତ୍ତେଜନା ।ଆଉ ସେହି ଅଧ୍ୟାପକ ଜଣଙ୍କୁ ସ୍କୁଲ ରୁ ବାହାର କରିବା ପାଇଁ ଜୋର ସୋର ରେ ପାଟି ତୁଣ୍ଡ ଚାଲିଥିବା ସମୟରେ ପୋଲିସ ଘଟଣା ସ୍ଥଳରେ ପହଂଚିଛି ।ଆଉ ସମ୍ପୂର୍ଣ୍ଣ ଘଟଣା ର ତଦନ୍ତ ମଧ୍ୟ ଆରମ୍ଭ କରିଛି ବୋଲି କୁହାଯାଉଛି । ଆଉ ସେପରେ ପିଲାମାନେ ରାଗିବ ସହିତ କଲେଜ ର ଗେଟ କୁ ବନ୍ଦ କରି ଦେଇଛନ୍ତି ।
ତାହା ସହିତ ଅଧ୍ୟାପକ ଜଣଙ୍କୁ କଲେଜ ରୁ ବାହାର କରିବା କଥା କହିବା ସହିତ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ଦାବି କରିଛନ୍ତି ।ଆଉ ପୋଲିସ ଏହି ଘଟଣା ର ଖବର ପାଇବା ପରେ ତାଙ୍କୁ ନେଇ ଥାନା କୁ ଯାଇଛନ୍ତି । ଆଉ କଲେକ୍ଟର ଘଟଣା ର ତଦନ୍ତ ନ କରିବା ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ ବୋଲି କହିଛନ୍ତି ଅଭିଭାବକ । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।