ଦେଖନ୍ତୁ ଆଶ୍ଚର୍ଯ୍ୟ ଜନକ ଭିଡ଼ିଓ ! ଅଟୋରେ ବସିଲେ…….ଉଡିଗଲା ପ୍ରାଣବାୟୁ ପୁରା ଭିଡିଓ ଦେଖିବା ପରେ ଆପଣ ମଧ୍ୟ କହିଲେ ମୃତ୍ୟୁ ବି ଏମିତି ଆସେ ?

ତେବେ ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଘଟଣା ବିଷୟରେ ଅବଗତ ହେଇ ଥାଉ, କିନ୍ତୁ ଏହି ମିଡ଼ିଆ ଦ୍ୱାରା କିଛି ଏହିଭଳି ଘଟଣା ଆମକୁ ଦେଖିବାକୁ ମିଳି ଥାଏ ଯାହା ବହୁତ ଆଶ୍ଚର୍ଯ୍ୟ ଜନକ ହୋଇଥାଏ | ତେବେ ଆମ ସମାଜ ରେ କରୋନା କୁ ନେଇ ଏବେ ବହୁତ ବଡ଼ ସମସ୍ୟା ଆସିଛି, ଏହି ମହାମାରୀ କରୋନା ରେ ଅନେକ ଲୋକଙ୍କର ମୃତ୍ୟୁ ହେଲାଣି ଯାହା କଳ୍ପନା ମଧ୍ୟ କରାଯାଇ ପାରିବ ନାହିଁ | ତେବେ ଏହି ସମୟରେ ଯଦି କୌଣସି ଅଲଗା ସମସ୍ୟା ଆସିଥାଏ ତେବେ ଏହା ଦିନ କୁ ଦିନ ବହୁତ ବଡ଼ ସମସ୍ୟା ହୋଇ ଯିବ |

ତେବେ ଏହି ସମସ୍ତ ଘଟଣା ଭିତରେ ସୋସିଆଲ ମିଡ଼ିଆ କୁ ଆଉ ଏକ ଆଶ୍ଚର୍ଯ୍ୟ କର ଘଟଣା ସାମ୍ନା କୁ ଆସିଛି, ଯାହାକୁ ଶୁଣିଲେ ଆପଣ ମାନେ ମଧ୍ୟ ଭୟଭୀତ ଏବଂ ଆଶ୍ଚର୍ଯ୍ୟ ହୋଇ ଯିବେ | ତେବେ ଏକ ସ୍ଥାନ ରେ ଦେଖିବାକୁ ମିଳିଛି ଯେ ଏକ ବ୍ୟକ୍ତି ଅଟୋ ରେ ବସିବା ପରେ ତାଙ୍କର ପ୍ରାଣ ଚାଲି ଯାଇଛି, ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ |

ତେବେ ଏକ ବ୍ୟକ୍ତି ଅଟୋ ରେ ବସିଲା ପରେ ହଠାତ ତାଙ୍କର ମୃତ୍ୟୁ ହୋଇ ଯାଇଛି | ଘଟଣା ଟି ଦେଖିବାକୁ ମିଳିଛି, ସୁନ୍ଦରଗଡ଼ ଜିଲ୍ଲା ରେ ବୀରମିତ୍ରପୁର ପୌରାଞ୍ଚଳ ସ୍ଥିତ ପୁରୁଣା ଥାନା ନିକଟସ୍ଥ ଅଟୋ ଷ୍ଟାଣ୍ଡ ରେ ଘଟିଛି ଏଭଳି ଅଭାବନୀୟ ଘଟଣା |

ଏହି ବ୍ୟକ୍ତି ଜଣଙ୍କ ନାମ ହେଉଛି ଅଶୋକ ଦାସ ଓ ଏହି ବ୍ୟକ୍ତି ଜଣଙ୍କ ଘର ହେଉଛି ରାଉରକେଲା ର ବାସନ୍ତୀ କଲୋନୀ ରେ ବୋଲି ଜଣା ପଡ଼ିଛି | ତେବେ ସୂଚନା ଅନୁଯାଇ, ଜଣେ ବ୍ୟକ୍ତି ଅଟୋ ରେ ଆସି ବସିବା ପରେ ହଠାତ ଅଚେତ ହୋଇ ପଡ଼ି ଥିଲେ | ଏହା ପରେ ସେହି ଅଟୋ ଡ୍ରାଇଭର ଏବଂ ସେଠାରେ ଥିବା ସ୍ଥାନୀୟ ଲୋକ ମାନେ ବ୍ୟକ୍ତି ଜଣଙ୍କୁ ପାଖ ସରକାରୀ ଡାକ୍ତର ଖାନା କୁ ନେଇ ଯାଇ ଥିଲେ |

ଏହା ପରେ ସେହି ହସ୍ପିଟାଲ ରେ ଡାକ୍ତର ପରୀକ୍ଷା କରି ଦେଖିବା ପରେ ବ୍ୟକ୍ତି ଜଣଙ୍କ ମୃତ ବୋଲି ଘୋଷଣା କରି ଥିଲେ | ତେବେ ଏହି ବ୍ୟକ୍ତି ଜଣଙ୍କ କେଉଁ କାରଣ ରୁ ମୃତ ହୋଇଛି ତାହା ସ୍ପଷ୍ଟ ଜଣା ପଡି ନାହିଁ | ତେବେ ଏହି ବ୍ୟକ୍ତି ଜଣଙ୍କର ଏପରି ଭାବେ କାହିଁକି ମୃତ୍ୟୁ ହୋଇଛି ଏବଂ ଏହା ପଛର କାରଣ କଣ, ଏହାକୁ ନେଇ ପୋଲିସ ଏବେ ତଦନ୍ତ ଜାରି ରଖିଛି |

Leave a Comment