ଦେଖନ୍ତୁ Shocking ଭିଡ଼ିଓ… ନାଗ ସାପକୁ କିସ୍ କରିବା ପଡ଼ିଲା ମହଙ୍ଗା… ଆଉ ତାପରେ ଯାହା ହେଲା ଦେଖିଲେ ଆପଣ ବି ଚମକି ଉଠିବେ…..

ତେବେ ସାପକୁ ଦେଖିଲା ମାତ୍ରେ ଭୟ ସୃଷ୍ଟି କରିଥାଏ। କିନ୍ତୁ ନାଗ ସାପ କେତେ ଭୟଙ୍କର ଆଉ କେତେ ବିଷଧର ତାହା ତ ଆପଣ ଜାଣିଥିବେ। ଯେଉଁ ସାପ କାମୁଡିବା ମାତ୍ରେ ଖୁବ୍ ଅଳ୍ପ ସମୟ ମଧ୍ୟରେ ମଣିଷର ଜୀବନ ଚାଲିଯିବାର ସମ୍ଭାବନା ରହିଥାଏ। ଆପଣ ତ ଅନେକ ପ୍ରକାରର ଅନେକ ଆକୃତିର ସାପକୁ ଦେଖିଥିବେ। କିନ୍ତୁ ଆଜି ଏକ ଏମିତି ସାପକୁ ଆମେ ଆପଣଙ୍କୁ ଦେଖାଇବୁ ଯାହାକୁ ହୁଏତ ଆପଣ ଆଗରୁ କେବେ ଦେଖି ନଥିବେ। କାରଣ ଏହା ଏକ ଦୁର୍ଲଭ ସାପ ଅଟେ।ଏହା ଯେତିକି ଲମ୍ବା ସେହିପରି ଭୟଙ୍କର।ଏହି ସାପଟିର ନାମ ଚନ୍ଦ୍ର ନାଗ ସାପ।ଏହି ସାପଟିକୁ ଦେଖିଲେ ଆପଣ ଡରରେ ଥରି ଉଠିବେ।

କାରଣ ଏହି ସାପଟି ସେହିଭଳି ଭାବରେ ଚଞ୍ଚଳ ଏବଂ ରାଗି ସାପ।ଏହି ସାପଟି ଦେଖିବାକୁ ଯେମିତି ଭୟଙ୍କର ସେମିତି ବିଷଧର ମଧ୍ୟ। ଆପଣ ଜାଣିଛନ୍ତି ଅନେକ ସାପ ଏମିତି ରହିଛନ୍ତି ଯେ ସେମାନେ ବହୁତ ବିଷଧର ହୋଇ ଥାଆନ୍ତି ଏବଂ ଆଉ କିଛି ସାପ ଏମିତି ରହିଛନ୍ତି ଯେଉଁମାନେ ଏତେ ମାତ୍ରାରେ ବିଷଧର ନୁହଁନ୍ତି।

 


କିନ୍ତୁ ବହୁତ୍ ଅଜିବ ପ୍ରେୋକାରର ହୋଇଥାନ୍ତି।ତେବେ ଭାରତରେ ଏମିତି ଦେଖିବାକୁ ଗଲେ ଅନେକ ପ୍ରଜାତି ର ସାପ ରହିଛନ୍ତି। ଯଦି ଆମ ଓଡ଼ିଶା କଥା କହିବା ତେବେ ଏଠାରେ ଅନେକ ପ୍ରଜାତି ର ସାପ ଦେଖିବା ପାଇଁ ମିଳିଥାନ୍ତି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଷଧର ଅଟନ୍ତି ଏବଂ ସେମାନେ ଦଂଶନ କରିବା ମାତ୍ରେ ହିଁ ଲୋକଙ୍କ ଜୀବନ ଯିବାର ସମ୍ଭାବନା ରହିଥାଏ।ତେବେ ଆମ ଓଡ଼ିଶାରେ ଅନେକ ସମୟରେ ଅନେକ ବିଷଧର ସାପ ଦେଖିବାକୁ ମିଳିଥାଏ।ଯାହାର ଅନେକ ଭିଡ଼ିଓ ମଧ୍ଯ ଆପଣ ମାନେ ଦେଖିଥିବେ।

ଏହି ସାପ ଗୁଡ଼ିକୁ ଯେଉଁଭଳି ଭାବରେ ଭୟଙ୍କର ରୂପ ଦେଖାଇ ଥାଆନ୍ତି ତାକୁ ଦେଖିଲେ ଛାତି ଥରି ଉଠିଥାଏ।ତେବେ ସାପ ଯେମିତି ହୋଇ ଥାଉ ନା କାହିଁକି ଏହାକୁ ଦେଖିଲେ ମନ ଭିତରେ ଏକ ଭୟ ସୃଷ୍ଟି ହୋଇଥାଏ।ସାପର ଦଂଶନ କାରଣରୁ ଘଟୁଥିବା ମୃତ୍ୟୁ ଆମ ମନରେ ସାପ ପ୍ରତି ଏକ ବଡ଼ ଭୟ ସୃଷ୍ଟି କରିଥାଏ।ସାପ ଯେମିତି ହେଇଥାଉ ନା କାହିଁକି ସାପକୁ ଦେଖିବା ମାତ୍ରକେ ହିଁ ଭୟ ଲାଗେ।

ତେବେ ସାପ କୁ ନେଇ ଅନେକ ପ୍ରକାରର ଭିଡିଓ ସମୟ କ୍ରମେ ଦେଖିବାକୁ ମିଳିଥାଏ ସୋସିଆଲ ମିଡିଆରେ।ସାପ କେତେବେଳେ କାହାକୁ ଦଂଶନ କରିବ ତାହା କହିହେବ ନାହିଁ।ତେବେ ବର୍ତ୍ତମାନ ଏକ ଘଟଣାଟି କର୍ଣ୍ଣାଟକ ରେ ଘଟିଛି। ଗୋଟିଏ ନାଗ ସାପ କୁ ଦୁଇ ଜଣ ସାପ ଧରାଳି ଆସିଥିଲେ।

ସେହି ଦୁଇ ଜଣ ଯୁବକ ମଧ୍ୟରୁ ଜଣେ ଯୁବକ ସାପ ସହ ଖେଳୁଥିଲେ, ଆଉ ଖେଳିବା ସହିତ ସାପକୁ କିସ୍ କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସାପଟି ଓଲଟାଇ ତାର ଓଠକୁ ଚୋଟ ମାରିଥିଲେ। ତାପରେ ସେ ଯୁବକଙ୍କୁ ହସପିଟାଲ ରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ଜଣାପଡ଼ିବାରୁ ଡାକ୍ତର ତାଙ୍କୁ ଡିସଚାର୍ଜ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment