ଦେଖନ୍ତୁ Socking Video.. ରାସ୍ତା ମଝିରେ ଝଗଡା ଲାଗିଲେ olywod ଅଭିନେତା ରାଜ ରେଜଶ ଓ ରିୟା …ଦେଖନ୍ତୁ ପୁରା video…

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ।ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ଖୁସି ଲାଗିଥାଏ ଆଉ କେତେକ ଭିଡ଼ିଓ ଆମ ମନରେ ଦୁଃଖ ଦେଇଥାଏ । ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି ।

ଆଉ ରାସ୍ତା ଉପରେ ଘଟୁଥିବା ଏଭଳି ଏକ ଘଟଣା କୁ ଦେଖି ଆପଣ ଙ୍କ ମନରେ ମଧ୍ୟ ଅନେକ ପ୍ରଶ୍ନ ଉଠିବ ଭଳି କୁହାଯାଉଛି । ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ରାସ୍ତା ଉପରେ ଅଭିନେତ୍ରୀ ରିୟା ଓ ହିରୋ ରାଜେଶ ଙ୍କ ମଧ୍ୟରେ ମାରପିଟ ଚାଲିଛି ।

ତେବେ ଯେତେବେଳେ ସେଲିବ୍ରେଟିଙ୍କ କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି ସେମାନଙ୍କ ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ।ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି ଫ୍ୟାନସ୍ ମାନେ। ତେବେ ଆପଣମାନେ ଓଲିଉଡ ଜଗତର ଚୁଲବୁଲି ନାୟିକା ରିୟା ଦେ ଙ୍କୁ ଜାଣିଥିବେ।

ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଜଣେ ଜଣାଶୁଣା ଫେମସ୍ ଅଭିନେତ୍ରୀ ଭାବେ ପରିଚିତ। ତାଙ୍କର ଚୁଲବୁଲି ଅନ୍ଦାଜ ର ଅଭିନୟକୁ ସମସ୍ତ ଦର୍ଶକ ବହୁତ ପସନ୍ଦ କରିଥାନ୍ତି। ଆଉ ତାହା ସହିତ ଆପଣ ମାନେ ସମସ୍ତେ ଓଲିଉଡ୍ ରେ କାମ କରୁଥିବା ହ୍ୟାଣ୍ଡସମ୍ ହିରୋ ଯାହାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି ,ଆଉ ସେ ହେଉଛନ୍ତି ଷ୍ଟାର ରାଜେଶ ।

ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ବୋଲି କୁହାଯାଉଛି । ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଛି କି ରାସ୍ତା ଉପରେ କାର କୁ ଛିଡା କରିକି କରିବାକୁ ଲାଗିଛନ୍ତି ମାରପିଟ ଆଉ ଗଣ୍ଡଗୋଳ ।

ଆଉ ଯେଉଁଠି ଦେଖିବାକୁ ମିଳିଛି କି ରାସ୍ତା ଉପରେ ଦୁଇଜଣ ବାଡିଆ ପିଟା ହେଉଛନ୍ତି ଆଉ ଯାହାକୁ ଦେଖିକି ରାସ୍ତା ଉପରେ ଯାଉଥିବା ଲୋକ ମାନେ ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି ।ତେବେ ଏହି ଭଳି ରାସ୍ତା ଉପରେ ଗଣ୍ଡୋଗୋଳ କରିବାର ଘଟଣା ଟି କେମେରା ରେ କଏଦ ହେବାରେ ଲାଗିଛି ।

ଆଉ ଯାହା କୁହାଯାଉଛି କି ଘଟଣା ଟି ରିଏଲ ନୁହଁ ଏକ ହେଉଛି ରିଲ । ରାଜେଶ ଓ ରିୟା ଙ୍କର ଆସିବାକୁ ଥିବା ଏକ ଫିଲ୍ମ ର ଏହା ପାର୍ଟ ଅଟେ ବୋଲି କୁହାଯାଉଛି । ତେବେ ସେହି ଫିଲ୍ମ ରେ ରାସ୍ତା ମଝିରେ ଦୁଇ ଜଣ ଝଗଡା କରିବା ର ସିନ ସମସ୍ତଙ୍କ ମନକୁ ପାଇଛି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ ।

Leave a Comment