ତେବେ ସେଲିବ୍ରେଟି ମାନେ ଆମ ସହ ପରକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ରହିଥାନ୍ତି। ଆମେ ଯେ କେବଳ ତାଙ୍କର ସିନେମା ବା ଅଭିନୟ ଦେଖି ଖୁସି ହୋଇଥାଉ ତାହା ନୁହେଁ ବରଂ ସେମାନେ ଙ୍କ ଦ୍ଵାରା ଆମ ଜୀବନ ରେ ଅନେକ ପ୍ରଭାବ ପଡିଥାଏ ମଧ୍ୟ।ଏମାନେ ତାଙ୍କର ଅଭିନୟ ଜୀବନ ସହ ବାସ୍ତବ ଜୀବନ କୁ ମଧ୍ୟ ତାଙ୍କ ର ଦର୍ଶକ ଙ୍କ ସହ ସେୟାର କରିଥାନ୍ତି।ଲୋକ ମାନେ ମଧ୍ୟ ସେଲିବ୍ରେଟି ଙ୍କ କଳାକାର ଜୀବନ ସହ ତାଙ୍କର ବାସ୍ତବ ଜୀବନ ବିଷୟରେ ଜଣାଇବା କୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ସେମାନେ ତାଙ୍କର ଫୋଟ , ଭିଡିଓ ତଥା ବୈବାହିକ ସମ୍ପର୍କ ଆଦି ସେୟାର କରିଥାନ୍ତି ମଧ୍ୟ।
ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଆପଣଙ୍କ ପ୍ରିୟ ଅଭିନେତ୍ରୀ ଭୂମିକା ଦାସ ଭାଇର ବ୍ରତ ଘର ଦିନ ବିଷୟରେ କହିବି ।ଭୂମିକା ଦାସ ଓଲିଉଡ଼ ଜଗତର ଜଣେ ବହୁତ ଚର୍ଚିତ ଅଭିନେତ୍ରୀ ଅଟନ୍ତି, ସେ ଟାଙ୍କର ସୁନ୍ଦର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ମନରେ ଘର କରି ପାରିଛନ୍ତି ।ମୁଁ ଆଜି ଆପଣକୁ ଅଭିନେତ୍ରୀ ଭୂମିକା ଦାସ ନିଜର ପରିବାର ଲୋକଙ୍କ ସହିତ ତାଙ୍କର ଭାଇଙ୍କ ବ୍ରତଘର ଦିନ ସେ କିପରି ଧୂମଧାମରେ ପାଳନ କରୁଛନ୍ତି ସେ ବିଷୟରେ ସମ୍ପୂର୍ଣ୍ଣ କଥା ଜାଣିବା ।ତେବେ ଏହି ଘଟଣା ବିଷୟରେ ସମ୍ପୂର୍ଣ କଥା ଜାଣିବା ।
ତେବେ ଆମେ ଆଜି ଆପଣ ଙ୍କୁ ଆପଣ ମାନଙ୍କ ର ପ୍ରିୟ ଓଲିଉଡ ର ଅଭିନେତ୍ରୀ ଭୂମିକା ଦାସ ବିଷୟରେ ଜାଣିଥିବେ। ତେବେ ଭୂମିକା ଦାସ ଅଭିନେତ୍ରୀ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି, ତାଙ୍କର ଅଭିନୟ ଦ୍ୱାରା ସେ ସମସ୍ତ ଙ୍କୁ ନିଜର କରିପାରିଛନ୍ତି ଆଉ କଳାକାର ଦୁନିଆଁ ରେ ନିଜର ଏକ ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି।ସେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ। ଆଉ ଏବେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ଚର୍ଚ୍ଚିତ। ଆଉ ବର୍ତ୍ତମାନ ତାଙ୍କର ଭାଇଙ୍କ ବ୍ରତ ଘର ରେ ସେ ପରିବାର ସହିତ ବହୁତ ଧୁମଧାମରେ ପାଳନ କରିଛନ୍ତି। ବ୍ରତ ଘର ପାଳନ ପାଇଁ ସେ ତାଙ୍କ ଘରକୁ ବହୁତ ସୁନ୍ଦର ଭାବରେ ସାଜସଜ୍ଜା କରିଛନ୍ତି। ଆଉ ସେହି ସବୁକୁ ଭୂମିକା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।