ଦେଖନ୍ତୁ ollywood ଭିଡିଓ ! ଏକାଥରେ ଦୁଇଟି ସନ୍ତାନ କୁ ଜନ୍ମ ଦେବା ପରେ ଏବେ ନୂଆଘର ପ୍ରତିଷ୍ଠା କଲେ ଅଭିନେତ୍ରୀ ଝିଲିକ୍

ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ଓଡ଼ିଆ ସିନେମା ର ହିରୋ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି। ସେଥିପାଇଁ ଦର୍ଶକ ସେମାନଙ୍କୁ ବହୁତ ପସନ୍ଦ। ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରି ଚର୍ଚ୍ଚା ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି।

ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ର ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତି ର ଏକ ରୂପ। କଳାକାର ହେଉଛନ୍ତି କଳା ର ପ୍ରେମୀ। ଆଉ ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ।

ଆଉ ଯାହା ପାଇଁ ଦର୍ଶକ ମାନେ ଚାହିଁ ବସିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରି ଦେବା ପାଇଁ। ତେଣୁ ସେହିଭଳି ଜଣେ କଳାକାର ଯିଏକି ନିଜର ନୂଆ ଘର ପ୍ରତିଷ୍ଠା କରୁଛନ୍ତି ଯାହାକୁ ନେଇ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଆଉ ସେ ହେଉଛନ୍ତି ଓଲିଉଡ୍ ଜଗତର ହିରୋଇନ୍ ଝିଲିକ୍ ଭଟ୍ଟାଚାର୍ଯ୍ୟ । ସେ ବହୁତ ଫିଲ୍ମ କରିଛନ୍ତି।

 

ତାଙ୍କର ପ୍ରତିଟି ସିନେମା କୁ ଦର୍ଶକ ବହୁତ ପସନ୍ଦ କରିଥାନ୍ତି। ଝିଲିକ୍ ଭଟ୍ଟାଚାର୍ଯ୍ୟ ପ୍ରଥମେ ଟାର୍ଗେଟ ଫିଲ୍ମ ରେ ଅମ୍ଳାନ ଙ୍କ ବିପକ୍ଷରେ କାମ ଆରମ୍ଭ କରିଥିଲେ ।ଆଉ ଆଜି ଓଡ଼ିଆ ସିନେମା ର ଜଣେ ଭଲ ହିରୋଇନ୍ ହୋଇ ପାରିଛନ୍ତି। ଝିଲିକ୍ ବହୁତ ଫିଲ୍ମ ରେ ଅଭିନୟ କରି ସମସ୍ତଙ୍କର ହୃଦୟକୁ ଛୁଇଁ ପାରିଛି। ତାଙ୍କ ଅଭିନୀତ ଫିଲ୍ମ କୁ ଦର୍ଶକ ବେଶ୍ ଖୁସି ରେ ଉପଭୋଗ କରିଥାନ୍ତି।

ତେବେ ହିରୋଇନ୍ ଝିଲିକ୍ ଭଟ୍ଟାଚାର୍ଯ୍ୟ ଯିଏକି ସୁଖ୍ୟାତି ଅର୍ଜନ କରି ଜଣେ ଭଲ ହିରୋଇନ୍ ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତେବେ ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ବର୍ତ୍ତମାନ ସମୟରେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ବହୁତ ସଂଘର୍ଷ କରିଛନ୍ତି।

 

ଝିଲିକ୍ ଅନେକ ସୁପରହିଟ୍ ଫିଲ୍ମ ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି। ତେବେ ବର୍ତ୍ତମାନ ଝିଲିକ୍ ତାଙ୍କର ନୂଆ ଘରକୁ ସିଫ୍ଟ ହୋଇଛନ୍ତି। ଆଉ ସେହି ନୂଆ ଘରର ପ୍ରତିଷ୍ଠା ଝିଲିକ୍ ଏବଂ ତାଙ୍କ ସ୍ୱାମୀ ଡେନି ମିଶି କରୁଛନ୍ତି, ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଦେଖି ପାରିବେ। ଆଉ ପୂଜାରେ ସମସ୍ତେ ବହୁତ ମଜା ମସ୍ତି କରିବା ସହିତ ନୂଆ ଘର ବୁଲି ବୁଲି ଦେଖୁଥିବାର ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି। ଆଉ ଯାହାକୁ ଦର୍ଶକ ବହୁତ ଅଧିକ ପସନ୍ଦ ମଧ୍ୟ କରିଛନ୍ତି।

Leave a Comment