ଏମିତି କୀର୍ତନ ଜୀବନରେ କେବେ ଦେଖି ନଥିବେ… ଥରେ ବଦଳରେ ୧୦ ଥର ଦେଖିବେ… 36 Million ରୁ ଅଧିକ ଲୋକ ଦେଖି ସାରିଲେଣି….

ଭଜନ, ଜଣାଣ, ସଂକୀର୍ତ୍ତନର ଭିଡିଓ ପ୍ରତିଦିନ ଆପଣ ସୋସିଆଲ ମିଡ଼ିଆରୁ ଦେଖିବାକୁ ପାଉଥିବେ। ପ୍ରତ୍ୟେକ୍ଷ ଭାବରେ ମଧ୍ୟ ଆପଣ ଏହିସବୁ ଭିଡିଓ ସଂସ୍ପର୍ଶରେ ଆସୁଥିବେ। ଏହିସବୁ କାର୍ଯ୍ୟକ୍ରମ ଯାହା ସତ୍ ସଙ୍ଗ ଦେଇଥାଏ ଏବଂ ସତ୍ ମାର୍ଗରେ ପରିଚାଳିତ କରାଇଥାଏ ତାହା ଅନେକଙ୍କୁ ବହୁତ୍ ଭଲ ଲାଗିଥାଏ। ଏହିସବୁ ର ଭିଡିଓ ଦୃଶ୍ୟ ଦେଖିବାକୁ ଅନେକଙ୍କୁ ବହୁତ୍ ଭଲ ଲାଗିଥାଏ। ସୋସିଆଲ ମିଡିଆରେ ବି ଏସବୁର ଭିଡିଓ ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଥାଏ। ତେବେ ସୋସିଆଲ ମିଡ଼ିଆ ରୁ ମନୋରଂଜନ ର ସୁରାକ୍ ତ ନିଶ୍ଚିତ ଭାବରେ ଆପଣ ପାଇ ଯାଉଥିବେ।


ରଣ ଆଜିର ଏହି ଡିଜିଟାଲ ଯୁଗରେ ଅନେକ ଘଟଣାର, କାର୍ଯ୍ୟକ୍ରମ ର ମଜାଦାର ଭିଡିଓ ଆପଣ ସ୍ମାର୍ଟ ଫୋନ୍ ରେ ଘରେ ବସି ଦେଖି ପାରୁଛନ୍ତି। ବେଳେବେଳେ ସୋସିଆଲ ମିଡିଆରେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ତାହା ଦେଖିଲେ ଆମକୁ ଟିକେ ଭିନ୍ନ ପ୍ରକାରର ଲାଗିଥାଏ।

ଏହା ଏତେ ମଜାଦାର ଏବଂ ମନୋରଂଜନ ପୂର୍ଣ୍ଣ ହୋଇଥାଏ ଯେ ଏହାକୁ ଦେଖିଲେ ହସକୁ ଅଟକାଇ ହୁଏ ନାହିଁ।କାରଣ ଏହିଭଳି କିଛି ଭିଡିଓ ଏମିତି ବି ଥାଏ ଯାହାକୁ ଦେଖିଲେ ଆପଣ ଅତ୍ୟଧିକ ଖୁସି ହୋଇ ଯାଆନ୍ତି।ସୋସିଆଲ ମିଡିଆରେ ଏହିଭଳି ସମୟକ୍ରମେ ଅନେକ ଭିଡିଓ ଭାଇରାଲ ହୋଇଥାଏ।

ଏହିଭଳି ଅନେକ ଭିଡିଓ ଆମେ ପ୍ରତିଦିନ ଦେଖିବାକୁ ପାଉଛୁ। ଆଉ ବର୍ତ୍ତମାନ ର ସୋସିଆଲ ମିଡିଆ ର ବ୍ଯବହାର ର ବହୁଲତା କାରଣରୁ ଅନେକ ଘଟଣା ଆମ ସମ୍ମୁଖକୁ କିଛି କ୍ଷଣ ମଧ୍ୟରେ ଆସି ଯାଉଛି। ତେଣୁ ଆପଣ ବି ସୋସିଆଲ ମିଡିଆରେ ପ୍ରତିଦିନ ଏପରି ଅନେକ କାର୍ଯ୍ୟକ୍ରମ ର ଭିନ୍ନ ଭିନ୍ନ ଭାଇରାଲ ଭିଡିଓ ଦେଖୁଥିବେ। ସେହିପରି ଆମେ କହିବାକୁ ଯାଉଥିବା ଏହି ଭିଡିଓ ରେ ଆପଣ ଦେଖିବାକୁ ପାଇବେ କିପରି ଭାବରେ ଏଠାରେ ସଂକୀର୍ତ୍ତନ ପରିବେଷଣ ହେଉଛି। ଜଣେ କୀର୍ତ୍ତନ ଗାୟିକା ବେଶ୍ ସୁନ୍ଦର୍ ଭାବରେ ଏଠାରେ କୀର୍ତ୍ତନ ପରିବେଷଣ କରୁଥିବା ଦେଖିବାକୁ ମିଳିଛି।

ଗାୟିକା ଜଣକ ହେଉଛନ୍ତି ସୁନିତା ସାହୁ। ସେ ପୌରାଣିକ ର ବିଷୟବସ୍ତୁ ଉପରେ ଆଲୋଚନା କରିଛନ୍ତି ଗୀତ ମାଧ୍ୟମରେ। ବେଶ୍ ସୁନ୍ଦର ଭାବରେ ସେ ଗୀତକୁ ପରିବେଷଣ କରିଛନ୍ତି। ଆଉ ତାଙ୍କ ଗୀତ ସହିତ ଅନ୍ୟ ଝିଅ ଓ ପୁଅ ମାନେ ସେହି ଗୀତର ତାଳେ ତାଳେ ନାଚୁଥିବାର ଦେଖିବାକୁ ମିଳିଛି। ଏହି କୀର୍ତ୍ତନ ପରିବେଷଣ ସାରା ଓଡ଼ିଶାରେ କୀର୍ତ୍ତନ ଜଗତରେ ଚହଳ ସୃଷ୍ଟି କରିଛି।ଏହି ପରିବେଷଣର ଦୃଶ୍ୟ କୁ ଥରେ ଦେଖିଲେ ଏବଂ ପରେ ଆପଣ ଜାଣି ପାରିବେ କୀର୍ତ୍ତନ କାହିଁକି ଏତେ ଲୋକପ୍ରିୟ। ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।

Leave a Comment