ଦେଖନ୍ତୁ shoking vedio କ୍ୟାମେରାରେ ରେକର୍ଡ ହେଲା ପୋଲିସ କର୍ମୀଙ୍କ ଲଜ୍ୟାଜନକ ଘଟଣା, Video ଦେଖିବା ପରେ ଆପଣଙ୍କ ହୋସ ରହିବନି ଛିଃ ଛିଃ…

ତେବେ ସୋସିଆଲ ମିଡ଼ିଆ ଦ୍ୱାରା ଆମେ ଅନେକ ଘଟଣା ବିଷୟରେ ଜାଣି ଥାଉ, କିନ୍ତୁ ଏଥିରେ ବେଳେ ବେଳେ ଏମିତି ଘଟଣା ଦେଖି ଥାଉ ଯାହା ବହୁତ ଆଶ୍ଚର୍ଯ୍ୟକର ଏବଂ ଲଜ୍ୟା ଜନକ ଘଟଣା ହୋଇ ଥାଏ | ଯାହା ଦ୍ୱାରା ଆମେ ସଚେତନ ହୋଇ ପାରୁ, ଏଣୁ ସୋସିଆଲ ମିଡ଼ିଆ ଆମ ସମାଜ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି | ତେବେ ଆମ ସମାଜ ର ଶୃଙ୍ଖଳା ପାଇଁ ପୋଲିସ ମାନେ ରହିଥାନ୍ତି ଏବଂ ଜନ ସେବା ର ଦାୟିତ୍ୱ ଓ କର୍ତ୍ତବ୍ୟ ପାଇଁ ସରକାର ପୋଲିସ କୁ ପ୍ରତିମାସ ରେ ଦରମା ମଧ୍ୟ ଦେଉଛନ୍ତି | ତେବେ ଆଜି କାଲି ର ସମାଜ ରେ ଯଦି ପୋଲିସ ହିଁ ରକ୍ଷକ ବଦଳ ରେ ଭକ୍ଷକ ସାଜିବ ତେବେ ଏକ ମନୁଷ୍ୟ ସାହାଯ୍ୟ ପାଇଁ ଯିବ ତ ଯିବ କୁଆଡେ |

ତେବେ ଆଜି କାଲି ର କେତେକ ପୋଲିସ ଅଛନ୍ତି ଯେଉଁ ମାନେ ଅପବ୍ୟବହାର କରୁଛନ୍ତି, ବର୍ଦୀ ର କୌଣସି ସମ୍ମାନ ମଧ୍ୟ ରଖୁ ନାହାଁନ୍ତି | ତେବେ କେଉଁଠି ପୋଲିସ ନିଜର କାମ ପାଇଁ ପ୍ରଂଶସା ପାଇ ଥାଏ ତ ପୁଣି କେଉଁଠି ନିଜର ଅପବ୍ୟବହାର ପାଇଁ ଗାଳି ମଧ୍ୟ ଶୁଣିଥାଏ ଏବଂ ଲଜ୍ଜିତ ମଧ୍ୟ ହୋଇ ଥାଏ |

ତେବେ ଆଜି ପୋଲିସ ମାନଙ୍କର କିଛି ଏମିତି ଘଟଣା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ | ତେବେ ଏକ ସ୍ଥାନ ରେ ସିସି ଟିଭି ରେ ରେକର୍ଡ ହୋଇ ଥିଲା ଯେ, ଦୁଇ ଜଣ ପୋଲିସ କର୍ମୀ ଡିୟୁଟି ସମୟରେ ପରସ୍ପର ସହ ଅଶ୍ଳୀଳ ବ୍ୟବହାର କରିଥିଲେ, ଯାହାକି ଏବେ ଭାଇରାଲ ହୋଇ ସାରିବା ପରେ ଦୁଇ ଜଣ ବହୁତ ଲଜ୍ଜିତ ହୋଇଛନ୍ତି |

ଆଉ ଏକ ସ୍ଥାନ ରେ ଦେଖିବାକୁ ମିଳି ଥିଲା ଯେ, ଏକ ମହିଳା ନିଜର ଖର୍ଚ୍ଚ ଉଠାଇବା ପାଇଁ ପୋଲିସ ଡ୍ରେସ ପିନ୍ଧି ମାର୍କେଟ ରେ ଚାଲାଣ କାଟୁ ଥିଲା ଯାହାକି ସେ ଏବେ ପୋଲିସ ହାତ ରେ ଧରା ପଡ଼ିଛି | ସେହିଭଳି ଆଉ ଏକ ସ୍ଥାନ ରେ ଏକ ପୋଲିସ ଅଫିସର ଟଙ୍କା ଲୋଭ ରେ ଚାଲାଣ କାଟିବା ପାଇଁ ଏକ ଟ୍ରକ ରେ ଚଢି ଡ୍ରାଇଭର କୁ ଟଙ୍କା ମାଗିବା ସହ ବହୁତ ଖରାପ ବ୍ୟବହାର ଦେଖାଇ ଧମକ ମଧ୍ୟ ଦେଇ ଥିଲେ |

ତେବେ ଆଉ ଏକ ସ୍ଥାନ ରେ ଦେଖିବାକୁ ମିଳି ଥିଲା ଯେ, ଇନିସପେକ୍ଟର ଆଶିଷ କୁମାର ଦାଦୋ କ୍ଷେତ୍ରରେ ଗଙ୍ଗା ନଗରରେ 22 ବର୍ଷର ଜଣେ ଯୁବକଙ୍କୁ ପାଣିରେ ବୁଡି ଯାଉଥିବା ସମୟରେ ନିଜ ଜୀବନକୁ ବାଜି ଲଗାଇ ରକ୍ଷା କରିଥିଲେ | ଏଥିପାଇଁ ତାଙ୍କୁ 50000 ଟଙ୍କା ସହପ୍ରଶ୍ବସ୍ତି ପତ୍ରରେ ସମ୍ନାନ କରାଯାଇଥିଲା | ତେବେ କେଉଁଠି ପୋଲିସ ତାର କାର୍ଯ୍ୟ ପାଇଁ ପ୍ରଂଶସା ପାଇ ଥାଏ ତ ପୁଣି କେଉଁଠି ପୋଲିସ ତାର କାର୍ଯ୍ୟ ପାଇଁ ଲଜ୍ଜିତ ହୋଇ ଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment