ଅଭିନୟ ଛାଡି ଶେଷରେ ରାସ୍ତାରେ ରିକ୍ସା ଟାଣୁଛନ୍ତି ହିରୋଇନ୍ ଶ୍ରଦ୍ଧା ଦେଖିଲେ ଆଖିରେ ଲୁହ ରହିବନି।ଗୋଟିଏ ଦିନରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…ଯାତ୍ରା ବିଗ୍ ସିନ୍..

ଯେତେବେଳେ ଓଡ଼ିଆ ସିନେମା ବା ଅଭିନୟ ଜଗତର କଥା ଆସେ ସେତେବେଳେ ସମସ୍ତେ ଖୁସି ହୋଇ ଯାନ୍ତି। କାରଣ ଓଡ଼ିଆ ସିନେମା ର ହିରୋ ବା ହିରୋଇନ୍ ସମସ୍ତଙ୍କ ଅଭିନୟ ଅନୁସାରେ ସମସ୍ତଙ୍କୁ ବେଶ୍ ଆକର୍ଷିତ କରିଥାନ୍ତି। ସେଥିପାଇଁ ଦର୍ଶକ ସେମାନଙ୍କୁ ବହୁତ ପସନ୍ଦ। ସେମାନଙ୍କ ପ୍ରତିଦିନ କାର୍ଯ୍ୟକଳାପ କୁ ୟୁ ଟୁବ୍, ଫେସବୁକ ଏବଂ ଇନଷ୍ଟାଗ୍ରାମ୍ ରେ ଅପଲୋଡ଼ କରି ଚର୍ଚ୍ଚା ରେ ରହିବା ପାଇଁ ଇଛା ପ୍ରକାଶ କରିଥାନ୍ତି। ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ର ଦୈନନ୍ଦିନ ଜୀବନରେ କଣ ସବୁ ଘଟୁଛି ତାହା ସବୁ ଜାଣିବା ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଆକ୍ଟିଭ ରହିଥାନ୍ତି। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶ ହେଉଛି କଳା ଓ ସଂସ୍କୃତି ର ଏକ ରୂପ।

କଳାକାର ହେଉଛନ୍ତି କଳା ର ପ୍ରେମୀ। ଆଉ ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ମାନଙ୍କୁ କରିଥାନ୍ତି ପାଗଳ। ଆଉ ଯାହା ପାଇଁ ଦର୍ଶକ ମାନେ ଚାହିଁ ବସିଥାନ୍ତି ସେହି କଳାକାର ମାନଙ୍କର ଅଭିନୟ ର ଯାଦୁ କୁ ଟିକିଏ ଦେଖିବା ପାଇଁ ଆଉ ମନର କ୍ଳାନ୍ତି କୁ ସବୁଦିନ ପାଇଁ ଦୂର କରି ଦେବା ପାଇଁ।

ତେଣୁ ସେହିଭଳି ଜଣେ କଳାକାର ଯିଏକି ନିଜର ନୂଆ ସିରିଏଲ ପାଇଁ ଚାଲିଥିବା ସୁଟିଂ ର ଏକ ପାର୍ଟ କୁ ନେଇ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଆଉ ସେ ହେଉଛନ୍ତି ସିରିଏଲ ଜଗତର ହିରୋଇନ୍ ଶ୍ରଦ୍ଧା ପାଣିଗ୍ରାହୀ । ସେ ସିରିଏଲ ରେ ବହୁତ କାମ କରିଛନ୍ତି। ତାଙ୍କର ପ୍ରତିଟି ଅଭିନୟ କୁ ଦର୍ଶକ ବହୁତ ପସନ୍ଦ କରନ୍ତି।

ଏହା ବ୍ୟତୀତ ସେ ଫିଲ୍ମ ଜଗତରେ ମଧ୍ୟ ବହୁତ କାମ କରିଛନ୍ତି। ଆଉ ତାଙ୍କର ଅଭିନୀତ ଫିଲ୍ମ ହେଉ ବା ସିରିଏଲ ସମସ୍ତ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି। ଆଜି ତାଙ୍କ ନିଜର ସୁନ୍ଦର ଅଭିନୟ ପାଇଁ ଆଜି ଏତେ ବାଟ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି, ଆଉ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଛନ୍ତି। ତେବେ ବର୍ତ୍ତମାନ ଶ୍ରଦ୍ଧା ପାଣିଗ୍ରାହୀ ରିକ୍ସା ଟାଣୁଛନ୍ତି।

ତେବେ ତାଙ୍କର ଜୀ ସାର୍ଥକ ଟିଭି ଚ୍ୟାନେଲ୍ ରେ ଏକ ନୂଆ ଧାରାବାହିକ ଆସି ଯାଇଛି, ଯାହାର ନାମ ହେଉଛି ଖୁସିର ଛୁଙ୍କ। ତେବେ ଏହି ସିରିଏଲ ରେ ଶ୍ରଦ୍ଧା ଙ୍କର ରିକ୍ସା ଚଲା ସିନ୍ ରହିଛି ଏବଂ ଏହାକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ। ତେବେ ଏହି ଭିଡିଓ ରେ ଆପଣ ଦେଖିବାକୁ ପାଉଥିବେ ଶ୍ରଦ୍ଧା କେମିତି ରିକ୍ସା ଚଳାଉଛନ୍ତି।

Leave a Comment