ଭିଡିଓ ଦେଖେ ଏଇ ହେଉଛି ସେଇ ଝିଅ ,୩ଘଣ୍ଟା ଦେଖିଲେ ୪ହଜାର ..ରାତି ସାରା ରଖିଲେ ୬ହଜାର

ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ଲାଭ କରୁଛି । ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲୋକମାନେ ଏଠାକୁ ପାଠ ପଢ଼ିବା, ରୋଜଗାର ଆଶାରେ ଆସୁଛନ୍ତି । ଫଳରେ ରାଜଧାନୀରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ତେବେ ଏହି ପରିସ୍ଥିତିର ସୁଯୋଗ ନେଇ ବିଭିନ୍ନ ସମୟରେ ରାଜ୍ୟ ବାହାରର ଅପରାଧୀମାନେ ଏଠାରେ ଆଡ୍ଡା ଜମାଉଛନ୍ତି । ଅନେକ ସମୟରେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ରାଜ୍ୟ ବାହାରର ଅପରାଧୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଧରାପଡ଼ୁଛନ୍ତି ।

ଆପଣ ଜାଣିଥିବେ ନିଶ୍ଚିତ ଯେ ବର୍ତମାନ ଦୁନିଆରେ ଅନେକ ମହିଳା ଦେହ ବ୍ୟବସାୟ କରୁଛନ୍ତି, ସେମାନେ ନିଜେ ଖରାପ ହେବା ସହିତ ଆମ ସମାଜକୁ ଉପରେ ମଧ୍ୟ ବହୁତ ଖରାପ ପ୍ରଭାବ ପକାଇ ଥାନ୍ତି |ସୋସିଆଲ ମିଡିଆରେ ଆପଣ ଅନେକ ପ୍ରକାର ଭିଡିଓ ଦେଖୁଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଜଣେ ଦେହ ଯିବିଙ୍କ ବିଷୟରେ କହିବି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ |ଜଣେ ମହିଳା ଯେତେବେଳେ ବେସାହାରା ହୋଇଯାଏ ସେତେବେଳେ ସେ ନିଜର ପେଟ ପୋଷିବା ପାଇଁ ସମାଜ ବିରୋଧ କାର୍ଯ୍ୟ ହେଲେ ମଧ୍ୟ କରିଥାଏ |

ରାଜ୍ୟ ରାଜଧାନୀ ଭୂବନେଶ୍ବରରେ ଦେହ ବେପାର । ଦେହ ବେପାରରେ ଲାଗିଛି ଭିଡ ,ସୋସିଆଲ ମିଡିଆରେ ଚାଲିଛି ଫୋଟ ନେଣଦେଣ ଏମିତିକି ଭିଡିଓ ବି ଛଡା ଯାଉଛି । ଏ ହେଉଛି ସେହି ଯୁବତୀ ଯାହାର ରେଟ୍ ହେଉଛି ଏତିକି ଇଚ୍ଛା ହେଲେ ଏହି ନମ୍ବରରେ ଫୋନ ପେ କର ।

ହଁ ଆଜ୍ଞ ଏମିତି କିଛି ଖବର ଏବେ ରାଜ୍ୟ ରାଜଧାନୀ ଭୂବନେଶ୍ବରକୁ ଦୋହଲାଇ ଦେଇଛି । ଜଣେ ଦୋଲାଲଙ୍କ ପାଖକୁ ହ୍ବାଟସଆପ୍ ମେସେଜ୍ ଆସୁଛି । ହାୟ ସର୍ଭିସ ଏଭୋଲେବୁଲ୍ ,ଇଏସ୍ ୟୁଆର ଲୋକେସନ କେତେ ଦରକାର କେତେ ଘଣ୍ଟା ପାଇଁ ନେବେ 2 ଘଣ୍ଟା ପାଇଁ ନେଲେ 3 ହଜାର, 3 ଘଣ୍ଟା ପାଇଁ ନେଲେ 4 ହଜାର ଆଉ ଯଦି ରାତି ସାରା ରଖିବ 6 ହଜାର ଓକେ୍ ପିକ୍ ଟା ଦେବେ କି ଅରିଜିନାଲ ଦେବେ । ତାପରେ ଘନଘନ ହୋି ହ୍ବାଟସଆପ୍ କୁ ଆସୁଛି 2-4ଟା ଫୋଟ ।

ଆପଣଙ୍କ ଇଚ୍ଛା ୟେକୌଣସି ହେବ ତାହା ଉପରେ ଆପଣ କ୍ଲିକ କରିବେ ତାପରେ ଆପଣଙ୍କୁ ଦଲାଲ ଲେଖିଦେବ ରେଟ୍ ବାସ୍ ଫୋନ ପେ ନମ୍ବର ଆଉ ଆପଣ ପଠାଇ ଦେବେ ଟଙ୍କା । ସମୟ ଆଉ ସ୍ଥାନ ଅନୁସାରେ ଯୁବତୀ ବି ରେଡି ତେଣୁ ଆପଣ ସେଠି ଯାଇ ପହଞ୍ଚି ପାରିଲେ ହେଲା । ତେବେ ଏମିତି କିଛି ଢଙ୍ଗରେ ଚାଲିଛି ଭୂବନେଶ୍ବରରେ ଦେହ ବେପାର । ଆଉ ତାପରେ ଠିକଣା ସ୍ଥାନରେ ଯେତେବେଳେ ଯାଇ ଗ୍ରାହକ ପହଞ୍ଚିଛି ଟଙ୍କା ନେଲେ ମାଡ ମାରିଲେ ଆଉ ଫେରାର ହୋଇଗଲେ ,ଏମିତି କିଛି ଅଭିଯୋଗ ହୋଇଛି ବର୍ତ୍ତମାନ । ତେବେ ଆପଣ ଦେଖୁଥିବା ଏ ଭିଡିଓଟି ହେଉଛି ଏକ ଦଲାଲର ,ଯିଏ ବଙ୍ଗିୟ ଯୁବତୀ ମାନଙ୍କ ପାଇଁ ଗ୍ରାହକ ଯୋଗାଡ କରୁଛି ଏବଂ ନିଜର ଯେତେବେଳେ ଇଚ୍ଛା ହେଉଛି ନିଜ ଭାବନାକୁ ଚରିତାର୍ଥ କରୁଛି ।

ଏ ହେଉଛି ସେହି ସମୟର ଭିଜ୍ୟୁାଲ ଏବଂ ଏ ହେଉଛି ସେହି ଦଲାଲ ଯିଏକି ଯୁବକଙ୍କ ଠାରୁ ଟଙ୍କା ନେଉଛନ୍ତି ,ଭିଡିଓ ଦେଉଛନ୍ତି , ଫୋଟ ଦେଖାଉଛନ୍ତି ମାତ୍ର ଲୋକେସନକୁ ଆସିଲା ବେଳକୁ ମାଡ ମାରି ଫେରାର ହୋଇ ଯାଉଛନ୍ତି । 15 ହଜାର ଟଙ୍କା ନେଇ ଫେରାର ହୋଇଥିବା ଅଭିଯୋଗ ହୋଇଛି ଆଉ ସେପଟେ ଲଜ୍ଜା ଭୟରେ ମୁହଁ ଖୋଲୁ ନାହାଁନ୍ତି ଗ୍ରାହକ । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Comment