ରଙ୍ଗିଲା ସ୍ୱାମୀ ଙ୍କ ର ରଙ୍ଗିଲା କାମ । ଦୁଇଟି ସ୍ତ୍ରୀ ଥାଇ ମଧ୍ୟ ତୃତୀୟ ତୃତୀୟ ଜଣକୁ ବିବାହ କରିଲେ ବ୍ୟକ୍ତି ଜଣକ । ତେବେ ଘଟଣା ଟି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ । ଖର୍ଦ୍ଧା ଜିଲ୍ଲା ର ବାଣ ପୁର ଥାନାରେ ଏହି ଅଭିଯୋଗ ହୋଇଥିଲା । ଅଭିଯୋଗ କରି ଥିଲେ ପତ୍ନୀ ସୁଲେଖା ସାହୁ ଏବଂ ଭାଗ୍ୟ ବତୀ ସାହୁ । ତେବେ ଘଟଣା ଟି ହେଉଛି ଖର୍ଦ୍ଧା ଜିଲ୍ଲା ର ବାଣ ପୁରା ଥାନା ଅନ୍ତର୍ଗତ ସାଲ ଗ୍ରାମ । ତେବେ ବ୍ୟକ୍ତି ର ନାମ ଦୀନବନ୍ଧୁ ସାହୁ । ଦିନ ବନ୍ଧୁ ଜଣେ ଜୁଆ ଖେଳାଳି , କିନ୍ତୁ ସେ ଦେଖି ବାକୁ ବହୁତ ସୁନ୍ଦର ।
ସେ ପ୍ରତେକ ଦିନ ଜୁଆ ଖେଳି ବହୁତ ଟଙ୍କା କମାଇ ଥାନ୍ତି । କିନ୍ତୁ ସେ ସବୁବେଳେ ମଦ ଖାଇ ଥାନ୍ତି । ଯାହା ଫଳରେ ତାଙ୍କ ପାଖରେ ପଇସା ସରିବାକୁ ଲାଗିଲା । ଯେତେବେଳେ ତାଙ୍କର ପଇସା ସରି ବାକୁ ଲାଗିଲା ସେ ଆଉ ଖାଇ ବାକୁ ପାଇଲେ ନାହିଁ ।
ଭୋକ ଥିଲେ ସତ କିନ୍ତୁ ସେ ଦେଖିବାକୁ ବହୁତ ସୁନ୍ଦର । ଯାହା ଫଳରେ ସେ ପ୍ରଥମେ ସୁଲେଖା କୁ ପଟେଇ ଥିଲେ । ସୁଲେଖା କୁ ପଟେଇ ସାରି ତାଙ୍କୁ ମଧ୍ୟ ବିବାହ କରି ଥିଲେ । ସୁଲେଖା ଘର ଛାଡ଼ି ପଳାଇ ଆସିବା ପରେ ତାଙ୍କୁ ତାଙ୍କ ବାପା ମା ପୁଣି ଥରେ ନିଜର କରି ନେଇ ଥିଲେ । କିନ୍ତୁ ସୁଲେଖା ବହୁତ କଷ୍ଟ ରେ ଥିବା ଜାଣି ତାଙ୍କ ବାପା ମା ତାଙ୍କୁ ବହୁତ ପଇସା ମଧ୍ୟ ଦେଇ ଥିଲେ ।କିନ୍ତୁ ସବୁଦିନ ପଇସା ଦେବା ପାଇଁ ତାଙ୍କ ପାଖରେ ପଇସା ନ ଥିଲା ଯାହା ଫୋଳରେ ତାଙ୍କୁ ଆଉ ପଇସା ଦେଇ ନ ଥିଲେ । ସେଇଥି ପାଇଁ ଦିନ ବନ୍ଧୁ ସାହୁ ପୁଣି ଥରେ ତାଙ୍କ ସ୍ତ୍ରୀ କୁ ନ ଜଣେ ଆଉ ଜଣକୁ ମଧ୍ୟ ବିବାହ କରି ଥିଲେ ଯାହାଙ୍କ ନାମ ଥିଲା ଭାଗ୍ୟବତୀ ।
ଭାଗ୍ୟବତୀ କୁ ମଧ୍ୟ ପଟେଇ ଥିଲେ ଦିନବନ୍ଧୁ । ପୁଣି ଭାଗ୍ୟ ବତୀ ପାଖରୁ ବହୁତ ଟଙ୍କା ଆଣି ଥିଲେ । ଟଙ୍କା ନ ଦେଲେ ବାପ ଘରେ ଛାଡ଼ି ଦେବେ ବୋଲି କହି ଥିଲେ ତାଙ୍କ ସ୍ୱାମୀ । ଏତିକି ରେ ଖେଳ ସରି ନ ଥିଲା । ସେହି ଭୟ ରେ ଭାଗ୍ୟବତୀ ତାଙ୍କୁ ପ୍ରତେକ ମାସ ରେ 13 ଟଙ୍କା ଦେଉ ଥିଲେ ।
ଦୀନବନ୍ଧୁ ଏବେ ପୁଣି ଥରେ ତୃତୀୟ ବିବାହ କରିବା ପାଇଁ ଯାଉ ଛନ୍ତି । ଏହା ସହି ନ ପାରି ତାଙ୍କର ଦୁଇ ପତ୍ନୀ ଏବେ ଥାନାରେ ଏତଲା ଦେଇ ଛନ୍ତି । ଏବେ ଦିନ ବନ୍ଧୁ ତାଙ୍କ ତୃତୀୟ ସ୍ତ୍ରୀ କୁ ନେଇ ଫେରାର ଥିବା ବେଳେ ପୋଲିସ ଏବେ ଦିନ ବନ୍ଧୁ କୁ ଖୋଜି ବାରେ ଲାଗିଛି । ଦେଖି ବାକୁ ଗଲେ ଦିନ ବନ୍ଧୁ ର ଏବେ ସମ୍ପତି ବାଡ଼ି କିଛି ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।