ତେବେ 101 ବର୍ଷ ପରେ ଏଥର ଏକ ମହାସଂଯୋଗ ପଡୁଅଛି ଯାହାକି 5 ଗୋଟି ରାଶି ପାଇଁ ଅତ୍ୟନ୍ତ ଶୁଭ ଫଳ ମିଳିବ | ମହା ଶିବରାତ୍ରି ପରଦିନ ଠାରୁ ଏହି 5 ଗୋଟି ରାଶିଙ୍କର ଭାଗ୍ୟ ବଦଳିବା ପାଇଁ ଯାଉଅଛି | ଭଗବାନ ମହାଦେବ ଙ୍କୁ ଦେବର ଦେବ ମହାଦେବ, ଭୋଳାନାଥ, ଶଙ୍କର, ନୀଳକଣ୍ଠ, ଭୋଳାବାବା, ଭୋଳା ଭଣ୍ଡାରୀ, ବିଶ୍ୱନାଥ, ମହେଶ୍ୱର ଏଭଳି ଅନେକ ନାମରେ ଜଣାଯାଏ | କୁହାଯାଏ କି ମନ, ଶରୀର ଏବଂ ପୁରା ଶ୍ରଦ୍ଧା ରେ ଯିଏ ବି ପୂଜା ଆରାଧନା କରିଥାଏ ତାଙ୍କୁ ମନ ବାଂଛିତ ଫଳ ପ୍ରାପ୍ତି ହୋଇଥାଏ |
ଭଗବାନ ଭୋଳାନାଥ ନିଜ ଭକ୍ତଙ୍କୁ ଦୁଃଖ କଷ୍ଟ ଓ ସମସ୍ୟା ରୁ ସଂହାର କରିଥାନ୍ତି | ତେବେ କେତେ ବର୍ଷ ପରେ ଗ୍ରହ ନକ୍ଷତ୍ର ଙ୍କର ଦୁର୍ଲଭ ସଂଯୋଗ ବନୁଅଛି କାରଣ ଜାଗର ଦିନ ଶିବାଳୟ ରେ ମହାଦେବ ଙ୍କର ବିଶେଷ ପୂଜା କରାଯାଏ | ତେବେ ଏହି ବର୍ଷ ଶିବରାତ୍ରି ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ତିଥି ରେ ପଡୁଅଛି, ଆଉ ଯାହାକି ଏହି ଦିନ ଠାରୁ 5 ଗୋଟି ରାଶିଙ୍କର ଭାଗ୍ୟ ରେ ଚମତ୍କାର କିଛି ହେବାକୁ ଯାଉଅଛି |
1. ବୃଷ ରାଶି :- ଭୋଳାନାଥ ଙ୍କର କୃପା ମହା ଶିବରାତ୍ରି ପରଠାରୁ ଆପଣଙ୍କ ଉପରେ ବନୁଅଛି, ଆପଣ ଧନ ପ୍ରାପ୍ତି କରିବେ ଏବଂ ଇନକମ ରେ ଜବରଦସ୍ତ ବୃଦ୍ଧି ଦେଖିବା ପାଇଁ ମିଳିବ | ଧନରେ ମାଲାମାଲ ହେବାକୁ ଆପଣ ଙ୍କୁ କେହି ମଧ୍ୟ ରୋକି ପାରିବେ ନାହିଁ, କୌଣସି ବିଜନେସ ବେପାର ଯଦି ଚାଲୁଅଛି ତେବେ ଆପଣଙ୍କୁ ଦୁଇ ଗୁଣ ଧନ ପ୍ରାପ୍ତି ହେବ | ମହାଦେବ ଙ୍କ କୃପାରୁ ଆପଣଙ୍କ ବୈବାହିକ ଜୀବନରେ ଖୁସି ଦେଖିବା ପାଇଁ ମିଳିବ, ବିବାହ ରେ ଯଦି ଡେରି ହେଉ ଥାଏ ତେବେ ଆପଣଙ୍କୁ ବିବାହରେ ଯୋଗ ମଧ୍ୟ ବନିଯିବ |
2. ସିଂହ ରାଶି :- ଶିବରାତ୍ରି ପରଠାରୁ ଆପଣ ଧନରେ ମାଲାମାଲ ହେବେ ଯାହାକି ମହାଦେବଙ୍କ କୃପାରୁ ଏବେ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଅଛି | ଯଦି ଆପଣ ଏହି ସମୟରେ ନୂଆ ବିଜନେସ ସ୍ଥାପନ କରିବା ପାଇଁ ଚାହୁଁଛନ୍ତି କିମ୍ବା ଚାକିରୀ ରେ ପ୍ରମସନ ଚାହୁଁଛନ୍ତି ତ ସେଥିରେ ବୃଦ୍ଧି ଦେଖିବା ପାଇଁ ମିଳିବ | ମହାଦେବ ଙ୍କ କୃପାରୁ ଆପଣଙ୍କୁ ଅନେକ ଜାଗାରେ ଧନର ଲାଭ ହେବ ଏବଂ ମହତ୍ୱପୂର୍ଣ ଅବସର ପ୍ରାପ୍ତ ହେବ |
3. କନ୍ୟା ରାଶି :- ମହାଦେବ ଙ୍କ କୃପାରୁ ଆପଣଙ୍କୁ ଶିବରାତ୍ରି ପରଠାରୁ ବଡ଼ ଖୁସି ଖବର ମିଳିବାକୁ ଯାଉଅଛି, ଆପଣଙ୍କ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଦେଖିବା ପାଇଁ ମିଳିବ | ଅଧୁରା କାର୍ଯ୍ୟ ପୂରଣ କରିବା ପାଇଁ ଆପଣ ପ୍ରୟାସ କରିବେ ଯାହାକି ମହାଦେବ ଙ୍କର କୃପା ଆପଣଙ୍କ ଉପରେ ବର୍ଷିବ | ଜମିବାଡ଼ି ମାମଲା ରେ ଆପଣଙ୍କୁ ଲାଭ ମିଳି ପାରେ |
4. ତୁଳା ରାଶି :- ଏହି ରାଶିର ବ୍ୟକ୍ତି ମାନଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ପ୍ରାପ୍ତି ହେବ ଏମାନେ ନିଜ ଭାଗ୍ୟ ବଳରେ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ | ଏହି ରାଶିର ବ୍ୟକ୍ତି ମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସେମାନଙ୍କୁ ଉନ୍ନତି ପ୍ରାପ୍ତି ହେବ | ଏହି ରାଶିର ବ୍ୟକ୍ତି ମାନଙ୍କୁ ଆସନ୍ତା ସମୟରେ ଧନର କୌଣସି ଅଭାବ ରହିବ ନାହିଁ ଏବଂ ଏମାନଙ୍କ ଜୀଵନରେ ସୁଖ ଓ ଶାନ୍ତି ପ୍ରତିଷ୍ଠା ହେବ |
5. କୁମ୍ଭ ରାଶି :- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀଵନରେ ଖୁବ ଶୀଘ୍ର ଶୁଭ ସମୟର ଆଗମନ ହେବା ପାଇଁ ଯାଉଅଛି | ଏହି ରାଶିର ବ୍ୟକ୍ତି ମାନେ ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବେ ସେଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ | ଭୋଳାନାଥ ଙ୍କ କୃପାରୁ ଏମାନଙ୍କ ଜୀଵନରେ କୌଣସି ଆର୍ଥିକ ସମସ୍ୟା ରହିବ ନାହିଁ | ବ୍ୟାପାର ଏବଂ ବାଣିଜ୍ୟ ଉଭୟ କ୍ଷେତ୍ରରେ ଏମାନଙ୍କୁ ଲାଭ ପ୍ରାପ୍ତି ହେବ, ବ୍ୟାପାରୀ ମାନେ ନିଜ ବ୍ୟାପାର କ୍ଷେତ୍ରରେ ଦୁଇ ଗୁଣ ଲାଭ ପାଇବେ |