ଦେଖନ୍ତୁ EXCLUSIVE : ଭିଡିଓ ରାତିରେ ବୋହୂ ସହ ଧରାପଡ଼ିଗଲା ପ୍ରେମିକ । ମୋ ଘରକୁ କେତେ ଥର ଆସିଛୁ ଆଉ କେତେଥର କରିଛୁ କହ, ପଚାରିଲା ଶ୍ୱଶୁର…

ସୋସିଆଲ ମିଡ଼ିଆରେ ଆପଣ ମାନେ ଅନେକ ସମୟରେ ଓଲିଉଡ଼ ଇଣ୍ଡଷ୍ଟ୍ରି କଳାକାର ମାନେ କୌଣସି କାରଣ ପାଇଁ ଭାଇରାଲ ହେଉଥିବାର ଦେଖିବାକୁ ପାଉଥିବେ । ତେବେ ଫିଲ୍ମ ଗୋଟିଏ ଏମିତି ଜିନିଷ ଯେଉଁଥିରେ କଳାକାର ମାନେ ଲୋକ ମାନଙ୍କ ସାମ୍ନା ରେ ରହି ଅଭିନୟ କରିବାକୁ ଲାଗିଥାନ୍ତି । ଆଉ ତାଙ୍କର ସେହି ଅଭିନୟ ରେ ଦର୍ଶକ ମାନଙ୍କର ହୃଦୟ ଆଉ ମନକୁ ମଧ୍ୟ କିଣିବାର ପ୍ରୟାସ କରିଥାନ୍ତି ବୋଲି କୁହାଯାଉଛି ।

ତେବେ ସେହି ଭଳି ବର୍ତ୍ତମାନ ଏକ ଓଲିଉଡ୍ ଜଗତର ଓଡ଼ିଶାରେ ବହୁତ ପ୍ରଶଂସିତ ଓ ପ୍ରସିଦ୍ଧ ଅଭିନେତା ଭାବରେ ଅଭିନୟ କରିଥିବା ସିଦ୍ଧାନ୍ତ ମହାପାତ୍ର ଏବେ ଚର୍ଚ୍ଚା ରେ ଅଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଆଉ ଯାହା ସମସ୍ତଙ୍କର ମନକୁ ବେଶ ଆକୃଷ୍ଟ କରେଇଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ଟିକିଏ ନଜର ପକାଇବା ।


ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଆଜି କାଲି ଫିଲ୍ମ ଇଣ୍ଡୋଷ୍ଟ୍ରି କେତେ ଉପରକୁ ଯିବାକୁ ଲାଗିଲାନି ।ଫିଲ୍ମ କୁ ଲୋକ ମାନେ ଅଧିକ ପସନ୍ଦ କରୁଛନ୍ତି । ତେବେ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର ବରିଷ୍ଠ ଅଭିନେତା ଭୂମିକାରେ ଅଭିନୟ କରୁଥିବା ସିଦ୍ଧାନ୍ତ ମହାପାତ୍ର ଙ୍କୁ ଜାଣିଥିବେ।

ଆଉ ତାଙ୍କର ଅଭିନୟର ଯାଦୁ ଦର୍ଶକ ମାନଙ୍କର ମନକୁ ଆକୃଷ୍ଟ କରେଇବା ସହିତ ଓଡ଼ିଶା ର ଘରେ ଘରେ ବେଶ ଭଲ ଭାବରେ ପରିଚିତ ।ଏମିତିରେ ସିଦ୍ଧାନ୍ତ ନିଜ ଲାଇଫ ଷ୍ଟାଇଲ ଆଉ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।ହେଲେ ସିଦ୍ଧାନ୍ତ ମହାପାତ୍ର ତାଙ୍କର ଏକ ସାକ୍ଷାତକାର ଭିଡିଓ ପାଇଁ ଚର୍ଚ୍ଚା ରେ ଅଛନ୍ତି।

ସେ ସାକ୍ଷାତକାରରେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ମୋର ଗୋଟେ ଭିଡିଓ ଭାଇରାଲ ହେଇଥିଲା ମୁଁ ଜଣେ ବ୍ୟକ୍ତିଙ୍କୁ ପାଟି କରୁଥିଲି ।ତେଣୁ କଣ ଗୋଟେ ଭୁଲ ହେଇଥିବ ବୋଲି ତ ମୁଁ କହିଲି । ଆମର ଅଭ୍ୟାସ ହେଉଛି ଆମ ସମୟ ପଳେଇ ଯିବ ମୁଁ ଜେବ୍ରା କ୍ରସିଂ କ୍ରଶ କରିଯିବି ଦୁଇ ଫୁଟ ଆଗରେ ରହିଗଲେ ମୁଁ ଆଗୁଆ ପଳେଇ ଯିବି ହେଲେ ଆଗକୁ ଯାଇ କରିବା କଣ ଗୋଟେ ସେକେଣ୍ଡର କଥା ଏଇଟା ।

ଗୋଟେ ସେକେଣ୍ଡରେ ବି କେତେ କଣ ଘଟି ଯାଏ ତେଣୁ ଆମ ସମସ୍ତଙ୍କୁ ନିୟମ ମାନି ଚଳିବା ଉଚିତ ।ତେଣୁ ଆମେ ସମସ୍ତେ ଏସବୁରେ ସାବଧାନ ହେବା ଦରକାର । ମୋର ନୂଆ ଲୁକ୍ସ ଉପରେ ମୋ ସ୍ତ୍ରୀଙ୍କ ହାତ ରହିଛି ତାଙ୍କ ହାତ ବିନା ତ ମୋର ଗତି ନାହିଁ । ମୋ ସ୍ତ୍ରୀ ସବୁବେଳେ ମୋ ସହ ଛାଇ ପରିକା ରହିଛନ୍ତି । ମୋ ମେକ ଅପ୍ ମୁଁ ନିଜେ କରେ ମୋତେ ଅଧିକ ରୁ ଅଧିକ ୨୦ ମିନିଟ ୨୫ ମିନିଟ ଲାଗେ । ଏଥର ଟିକେ ବ୍ୟତିକ୍ରମ ହେଇଗଲା ନୂଆ ବର୍ଷରେ ମୁଁ ମୋ ଘରେ ନଥିଲି ମୁଁ ଟିକେ ବାହାରେ ଥିଲି ।

Leave a Comment