ନିଶ୍ଚିତ ଭାବରେ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ସ୍ୱାଭାବିକ ଭାବରେ ଆମେ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। କିଛି ଘଟଣା ଆମେ ହଠାତ୍ ଦେଖି ଭୟଭୀତ ହୋଇ ଯାଇଥାଉ ଏବଂ ବିଶ୍ବାସ କରି ପାରି ନଥାଉ।
ସେହିପରି ଏକ ଘଟଣା ସମ୍ପର୍କରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଘଟଣା ଟି କିଛି ଏପରି ରହିଛି କି ସହର ଭିତର କୁ ଏକ କଲରା ପତରିଆ ବାଘ ପଶି ଆସି ଲୋକ ଙ୍କ ଉପରେ ଆକ୍ରମଣ କରୁ ଥିବା ର ନଜର ଆସିଛି । ତେବେ ଚାଲନ୍ତୁ ଜାଣିବେ କଣ ରହିଛି ସଂମ୍ପୂର୍ଣ୍ଣ ଘଟଣା ବିଷୟ,
ତେବେ ରାସ୍ତା ଉପରେ ବାଘ । ଦୋଡିଲା, ଦୌଡାଇଲା ଆଉ ଆକ୍ରମଣ କଲା । ଏଭଳି କିଛି ଘଟଣା ଘଟିଛି କର୍ଣ୍ଣାଟକ ମହୀଶୂର ରେ । ସହର ଭିତରକୁ କଲରାପତରିଆ ବାଘ ପଶି ଆସି ଥିଲା । ଏହାକୁ ଦେଖିବା ପରେ କିଛି ସମୟ ପାଇଁ ଆତଙ୍କିତ ହୋଇ ପଡି ଥିଲେ ଲୋକେ । ବାଘକୁ ଘୌଡାଇବାକୁ ଲାଗିଥିଲେ ହେଲେ ବାଘ ଯିବ କଣ ଓଲଟା ଲୋକ ଙ୍କ ଉପରକୁ ଆକ୍ରମଣ କରିଥିଲା । କିଛି ସମୟ ପାଇଁ ଲୋକେ ଏହାକୁ ନେଇ ଆତଙ୍କିତ ହୋଇ ପଡିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହେଉଛି ।
ଯେଉଁଥିରେ ଦେଖିବାକୁ ମିଳିଛି ବାଘ ଲୋକ ଙ୍କୁ ଗୋଡାଇଛି ,ଆକ୍ରମଣ କରୁଛି ଏବଂ କିଭଳି ବ୍ୟକ୍ତି ଜଣଙ୍କ ତଳେ ପଡି ଯାଇଛନ୍ତି ତାହାର ଚିତ୍ର ବି ଦେଖିବାକୁ ମିଳିଛି । ତେବେ ସହର ଭିତରକୁ ଏଭଳି କଲରା ପତରିଆ ବାଘଟିଏ ପଶି ଆସି ଥିଲା ଯାହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡି ଥିଲେ । ଆଉ ବାଇକ୍ ରେ ଯାଉ ଥିବା ଜଣେ ବ୍ୟକ୍ତି ଙ୍କୁ ବାଘ କିପରି ଆକ୍ରମଣ କରିଛି ତାହାର ଚିତ୍ର ଆପଣ ଏହି ଭିଡିଓ ଦେଖିଲେ ନିଶ୍ଚିତ ଭାବରେ ଜାଣି ପାରିବେ ।
ତେବେ ବାଇକ ରେ ଯାଉ ଥିବା ବ୍ୟକ୍ତି ଜଣଙ୍କ ଉପରେ ବାଘ ଆକ୍ରମଣ କରିବା ଫଳରେ ବ୍ୟକ୍ତି ଜଣଙ୍କ ବାଇକ୍ ରୁ ତଳକୁ ପଡି ଯାଇଥିଲେ ଏହାପରେ ବାଘ ତାଙ୍କର କୌଣସି କ୍ଷତି କରିବା ସମୟ ରେ ଅନ୍ୟତ୍ର ଲୋକଙ୍କୁ ଆକ୍ରମଣ କରିବା ପାଇଁ ଦୋଡିଥିଲା । ଏହାପରେ ଉକ୍ତ ବ୍ୟକ୍ତି ଜଣଙ୍କ ସେଠାରୁ ପଲାଇ ଯାଇଥିଲେ।
ସୌଭାଗ୍ୟ ବଶତଃ ତାଙ୍କର କୌଣସି କ୍ଷତି ଘଟିନାହିଁ।ସେ ସୁରକ୍ଷିତ ଭାବରେ ବାଘ ମୁହଁରୁ ଉଦ୍ଧାର ପାଇ ଯାଇଥିଲେ।ତେବେ ସେଠାରେ ଉପସ୍ଥିତ କୌଣସି ବ୍ୟକ୍ତି ଙ୍କ ର କୌଣସି ବି କ୍ଷତି ଘଟାଇ ନଥିଲା ଏହି କଲରାପତରିଆ ବାଘଟି। କିନ୍ତୁ ଏଥିରେ କାହାର ଜୀବନ ଯିବାର ସମ୍ଭାବନା ୟେ ବହୁତ ଅଧିକ ରହିଥିଲା ଏଥିରେ ସନ୍ଦେହ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।