ମୃତ ସିରିଏଲ୍ ଅଭିନେତା ଲିଟୁ ଙ୍କ ପୁରା ପରିବାର Somadutta das – ଦେଖନ୍ତୁ ଭିଡିଓ

ତେବେ ଆମେ ସିନେମା ଦେଖିବା ପାଇଁ ଖୁବ ଭଲ ପାଇଥାଉ କାରଣ ଏହାର ଆମର ମନରଞ୍ଜନ କରାଇବା ସହିତ ଥିବା ଟେନ୍ସନ ମଧ୍ୟ କିଛି ସମୟ ପାଇଁ ଦୂରେଇ ଦେଇ ଥାଏ | ତେବେ କଳା ଜଗତ ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ କି ତାଙ୍କର ଅଭିନୟ ମାଧ୍ୟମ ରେ ଦର୍ଶକ ଙ୍କର ପ୍ରିୟର ପାତ୍ର ହୋଇ ପାରିଛନ୍ତି | ଦର୍ଶକ ଙ୍କର ମଧ୍ୟ ନିଜ ନିଜର ଏକ ପ୍ରିୟ କଳାକାର ରହିଥାନ୍ତି ଯାହାଙ୍କର ଫିଲ୍ମ ହେଉ କି ବ୍ୟକ୍ତିଗତ ଜୀଵନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ଖୁବ ଆଗ୍ରହ ପ୍ରକାଶ କରି ଥାଆନ୍ତି | କିନ୍ତୁ ଏହା ମଧ୍ୟ ସତ କି ସେ ସାଧାରଣ ବ୍ୟକ୍ତି ହେଉ କି କେତେ ବଡ଼ ଷ୍ଟାର ହେଉ ନା କାହିଁକି ସମସ୍ତ ଙ୍କର ମୃତ୍ୟୁ ରହିଛି, ଏହି ମୃତ୍ୟୁ କେତେ ବେଳେ ଯେ ଆସିବ ତାହା କେହି କଳ୍ପନା ମଧ୍ୟ କରି ପାରିବେ ନାହିଁ |

ନିକଟରେ ଆମେ ଅନେକ ବଡ଼ ବଡ଼ ଷ୍ଟାର ଙ୍କୁ ମଧ୍ୟ ହରାଇଛନ୍ତି, ପୂର୍ବରୁ କରୋନା ରୋଗ ରେ ପୀଡିତ ହୋଇ ଅନେକ ଷ୍ଟାର ଙ୍କର ଅକାଳ ରେ ମୃତ୍ୟୁ ଘଟି ଥିଲା ଆଉ ପ୍ରାୟ ଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଯୋଗୁଁ ମୃତ୍ୟୁ ଘଟିଛି ଏଭଳି ଭାବରେ ଅନେକ ବଡ଼ ବଡ଼ କଳାକାର ଆମ ସମସ୍ତ ଙ୍କୁ ପର କରି ଦେଇ ଚାଲି ଯାଇଛନ୍ତି | ସେଭଳି ଭାବରେ ଆଉ ଏକ ଜଣାଶୁଣା କଳାକାର ଆଜି ଆଉ ଆମ ଗହଣ ରେ ନାହାଁନ୍ତି ଯାହାଙ୍କୁ ନେଇ ଏବେ ଓଲିଓଡ଼ ଇଣ୍ଡଷ୍ଟ୍ରି ରୁ ଆରମ୍ଭ କରି ଦର୍ଶକ ପର୍ଯ୍ୟନ୍ତ ସେହି କଳାକାର ଙ୍କୁ ମନେ ପକାଉଛନ୍ତି |

ତେବେ ଏହି ଅଭିନେତା ଜଣଙ୍କ ହେଉଛନ୍ତି ସୋମୁଦତ୍ତ ଯାହାଙ୍କୁ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ଯିଏ କି ତାଙ୍କ ଅଭିନୟ ମାଧ୍ୟମ ରେ ସମସ୍ତ ଙ୍କ ହୃଦୟ କୁ କିଣି ପାରିଛନ୍ତି | ନିଜ ଅଭିନୟ ଜୀବନୀ ମଧ୍ୟ ରେ ସେ ବହୁ ସାରା ଚଳଚ୍ଚିତ୍ର ଓ ଧାରାବାହିକ ରେ ଅଭିନୟ କରି ଛନ୍ତି ଆଉ ଦର୍ଶକ ମାନଙ୍କ ଠାରୁ ବହୁତ୍ ସାରା ଭଲ ପାଇବା ପାଇ ଥିଲେ | ବର୍ତ୍ତମାନ ଠାରୁ ଆପଣ ମାନେ ଆଉ ଅଭିନେତା ସୋମୁଦତ୍ତ ଙ୍କ ଅଭିନୟ ଆଉ ଦେଖିବାକୁ ପାଇବେ ନାହିଁ କାରଣ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ସମ୍ପୂର୍ଣ ଭାବେ ଦୂରେଇ ଯାଇଛନ୍ତି ଏମିତି କି ଆପଣ ଙ୍କ ପାଖ ରୁ ମଧ୍ୟ ଦୂରେଇ ହୋଇ ରହିଛନ୍ତି |

ଅଭିନେତା ସୋମୁଦତ୍ତ ଆଜି ଆମ ଗହଣ ରେ ନାହାଁନ୍ତି କାରଣ ସେ ହୃଦଘାତ ଜନିତ ରୋଗରେ ପୀଡିତ ହୋଇ ଶେଷ ନିଶ୍ୱାସ ତ୍ୟାଗ କରି ଥିଲେ | ଆଉ ତାଙ୍କ ମୃତ୍ୟୁ ବେଳକୁ ମାତ୍ର ତାଙ୍କୁ 48 ବର୍ଷ ହୋଇ ଥିଲା ଆଉ ଆଜି ବି ତାଙ୍କୁ ଦର୍ଶକ ମାନେ ମନେ ପକାଉଛନ୍ତି | ଯିଏ ଦିନେ ନିଜ ଅଭିନୟ ମାଧ୍ୟମ ରେ ଓଡ଼ିଶା ର ଘରେ ଘରେ ପରିଚିତ ଥିଲେ ଏବଂ ଦର୍ଶକ ଙ୍କ ହୃଦୟ ରେ ରାଜ କରୁଥିଲେ ସେ ଆଜି ଚିର ନିଦ୍ରାରେ ଶୋଇ ପଡ଼ିଛନ୍ତି |

Leave a Comment