ଆମେ ସୋସିଆଲ ମିଡ଼ିଆ ରେ ଅନେକ କିଛି ଘଟଣା ବିଷୟ ରେ ଅବଗତ ହୋଇ ଥାଉ ଯାହା ଦ୍ୱାରା ଆମେ ସତର୍କ ରହି ପାରୁ ଥାଉ, ଏଣୁ ସୋସିଆଲ ମିଡ଼ିଆ ଆଜି କାଲି ର ଯୁଗ ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି | କିନ୍ତୁ ବେଳେ ବେଳେ କିଛି ଏଭଳି ଖବର ବା ଦୃଶ୍ୟ ଦେଖିବାକୁ ମିଳେ ଯାହା ବହୁତ ଭୟଙ୍କର ଏବଂ ଆଶ୍ଚର୍ଯ୍ୟ ଜନକ ହୋଇ ଥାଏ, ଯାହାକୁ ସହଜ ରେ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ | ତେବେ ଆପଣ ମାନେ ତ ଜାଣନ୍ତି ଆମର ଏହି ଦୁନିଆଁ ରେ ମଣିଷ ସହିତ ଅନେକ ପଶୁ ପକ୍ଷୀ ଆଦି ମଧ୍ୟ ରହି ଥାଆନ୍ତି |
କେବଳ ସାଧାରଣ ଜୀବ ଜନ୍ତୁ ନୁହେଁ ବରଂ ଏହା ସହିତ ଅନେକ ଭୟଙ୍କର ଜୀବ ଜନ୍ତୁ ମାନେ ମଧ୍ୟ ରହି ଥାଆନ୍ତି | ତେବେ ବାଘ, ସିଂହ ଓ ଅନ୍ୟାନ୍ୟ ଭୟଙ୍କର ଜୀବ ଜନ୍ତୁ କୁ ନନ୍ଦନକାନନ ରେ ହିଁ ଆମେ ଦେଖି ଥାଉ ଯାହାକୁ ବନ୍ଦୀ ରୂପ ରେ ରଖା ଯାଇଛି | ଏହି ଜୀବ ଜନ୍ତୁ ଆଦି ମଣିଷ ଙ୍କର କ୍ଷତି କରିବେ ବୋଲି ସେମାନଙ୍କୁ ବାହାରକୁ ଛଡ଼ା ଯାଇ ନଥାଏ କି ମଣିଷ ମାନେ ମଧ୍ୟ ତାଙ୍କ ନିକଟକୁ ଯାଆନ୍ତି ନାହିଁ | ତେବେ ଆଜି ଏଭଳି ଏକ ଘଟଣା ବିଷୟ ରେ କହିବୁ ଯାହାକୁ ଜାଣିଲେ ଆପଣ ମଧ୍ୟ ଭୟ ରେ କମ୍ପି ଉଠିବ ଏବଂ ଆପଣଙ୍କ ରୁମ ଟାଙ୍କୁରୀ ଉଠିବ |
ତେବେ ଘଟଣା ଟି ହେଉଛି ଏକ ମଣିଷ ସିଂହ ହାବୁଡ଼ା ରେ ପଡି ଯାଇଛି ଯାହାକି ସେ ବଞ୍ଚିବା ପାଇଁ ବିକଳ ହେବାର ଦେଖିବାକୁ ମିଳିଛି | ଏଭଳି ଏକ ଭୟଙ୍କର ଦୃଶ୍ୟ ବିଶାଖାପାଟଣା ର ଏକ ଗୁମ୍ଫା ନିକଟସ୍ଥ ସ୍ଥାନ ରେ ଦେଖିବାକୁ ମିଳିଛି | ତେବେ ଦେଖିବାକୁ ମିଳି ଥିଲା ଯେ ଏକ ସିଂହ ହାବୁଡ଼ା ରେ ଜଣେ ବ୍ୟକ୍ତି ଫସି ରହିଛି | ଅବଶ୍ୟ ମଣିଷ ଟି ଉଚ୍ଚ ପଥର ଉପରେ ଥିବାରୁ ସିଂହ ଟି ତାର କୌଣସି କ୍ଷତି କରି ପାରୁ ନଥିଲା କିନ୍ତୁ ମଣିଷ ଟିକୁ ଆଘାତ ଦେବ ବୋଲି ସେ ତଳେ ଚାତକ ଭଳି ଚାହିଁ ରହି ଥିଲା |
ଅନେକ ସମୟ ଧରି ବ୍ୟକ୍ତି ଜଣଙ୍କ ସେଠାରେ ଫସି ରହି ଥିଲେ ଆଉ ସିଂହ ଟି ତଳେ ଘୁରି ବୁଲୁ ଥିବାର ଦେଖା ଯାଇଛି | କିନ୍ତୁ ଭାଗ୍ୟ ବଶତଃ ବ୍ୟକ୍ତି ଜଣଙ୍କ ବହୁତ ଚେଷ୍ଟା ପରେ ସେଠାରୁ କଳେବଳେ କୌଶଳେ ସେଠାରୁ ଖସି ପଳାଇ ଯାଇ ଥିଲେ ଏବଂ ତାଙ୍କର ଜୀବନ ବଞ୍ଚି ଯାଇ ଥିଲା | ତେବେ ଏହି ଦୃଶ୍ୟ ଟିକୁ କେହି ଜଣେ ମୋବାଇଲ ରେ ରେକର୍ଡ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଥିଲେ ଯାହାକି ଖୁବ ଭାଇରାଲ ହେବାରେ ଲାଗିଛି | ଆମେ ଆପଣ ଙ୍କୁ କହି ରଖୁଛୁ ଯେ ଏଭଳି ଭୟଙ୍କର ସ୍ଥାନ ରୁ ସବୁବେଳେ ସତର୍କ ରହିବା ଉଚିତ ନହେଲେ ଏହାର ପରିଣାମ ଆପଣ ଙ୍କୁ ହିଁ ଭୋଗିବାକୁ ପଡ଼ିବ |