ଦେଖନ୍ତୁ ଭିଡ଼ିଓ – ମଦ ନିଶାରେ ଦୁଇ ଯୁବତୀ ଙ୍କର ଧୁମ ଧଡାକା ଡ୍ୟାନ୍ସ ଭିଡ଼ିଓ ମୋବାଇଲ ରୁ ମୋବାଇଲକୁ ନିଆଁ ପରି ଭାଇରାଲ ହେଉଛି….

ଆଜିକାଲି ର ସମାଜରେ ଲୋକମାନେ ପ୍ରତ୍ୟେକେ ସୋସିଆଲ୍ ମିଡିଆ ସହିତ ଜଡିତ ଅଛନ୍ତି । ସୋସିଆଲ୍ ମିଡିଆରେ ସବୁଦିନ ବିଭିନ୍ନ ପ୍ରାକର , ଫୋଟ, ଭିଡିଓ ସମସ୍ତେ ପୋଷ୍ଟ କରି ଥାନ୍ତି । ତେବେ କିଛି ଏମିତି ଲୋକ ଥାନ୍ତି କି ସୋସିଆଲ୍ ମିଡିଆରେ ଅଶ୍ଳୀଳ ଫୋଟ କୁ ମଧ୍ୟ ପୋଷ୍ଟ କରିବାରେ ପଛାନ୍ତି ନାହିଁ । ପ୍ରତିଦିନ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହୋଇଥାଏ । ଏହି ଭିଡିଓ ମାଧ୍ୟମରେ ଅନେକ ଘଟଣାବଳୀ ଦେଖି ଥାଉ । ତେବେ ଏହ୍ ସୋସିଆଲ୍ ମିଡିଆକୁ ପ୍ରାୟତଃ ଅଧିକାଂଶ ଯୁବପିଢି ମାନେ ବ୍ୟବହାର କରିଥାନ୍ତି ।ତେବେ ଆଜିକାଲି ଯୁବପିଢିମାନଙ୍କର ଭିଢିଓ ସୋସିଆଲ୍ ମିଡିଆରେ ଅଧିକ ମାତ୍ରାରେ ଚର୍ଚ୍ଚା ହେବାରେ ଲାଗିଛନ୍ତି ।

ସୋସିଆଲ୍ ମିଡିଆରେ ପ୍ରସିଦ୍ଧ୍ ହେବା ପାଇଁ ଆଜାକାଲିର ଏହି ଯୁବ ପିଢିମାନେ ଅନେକ ବିଭିନ୍ନ ପ୍ରକାରର ଭିଡିଓ କରି ପୋଷ୍ଟ କରିଥାନ୍ତି । କିନ୍ତୁ ଏହି ଭିଡିଓ ପାଇଁ କିଛି କିଛି ପ୍ରସିଦ୍ଧ ହୋଇଥାନ୍ତି ଆଉ କିଛି ଲୋକମାନେ ଏତେ ତଳକୁ ଖସି ଯାଆନ୍ତି ଯେ ଯାହାକୁ କେବେ ଆମେ ମାନେ ଭାବି ନ ଥାଉ । ତେବେ ଏମିତି ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ୍ ହେବାରେ ଲାଗିଛି । ତେବେ ସେ ଭିଡିଓ ଟି ଦୁଇ ଯୁବତୀଙ୍କର ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଘରର ବେଡ୍ ରୁମ୍ ରେ ଦୁଇ ଯୁବତୀ ମଦ ନିଶାରେ ଏଭଳି ଜୋର ସାଉଣ୍ଡରେ ଗୀତ ଲଗାଇ ଡ୍ୟାନ୍ସ କରୁଥିଲେ ଯେମିତି ସେଇତା ବେଡ୍ ରୁମ୍ ନୁହେଁ ତ ବରଂ ଗୋଟିଏ ଡ୍ୟାନ୍ସ ବାର । ଛୋଟ ଛୋଟ ଡ୍ରେସ୍ ପିନ୍ଧିବା ସହିତ ଲଗାତାର ଭାବେ ମଦ ପିଇବା ଆଉ ତା ସହିତ ଡ୍ୟାନ୍ସ କରିବା ଆଉ ଲାଉଡି ମ୍ୟୁଜିକ୍ ରେ ଗୀତ । ମଦ ନିଶାରେ ମାତି ଦୁଇ ଯୁବତୀ ଙ୍କର ନାଚ ର ଭିଡିଓ ସୋସିଆଲ୍ ମିଡିଆରେ ବର୍ତ୍ତମାନ ଭାଇରାଲ୍ ହେଉଛି ଓ ତାହା ଖୁବ୍ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

 ତେବେ ଏହି ଭିଡିଓଟି କଟକ ବିଡାନାସୀ ଠାରେ ସୁଟିଂ ହୋଇଛି ବୋଲି ଜଣା ପଡିଛି । ତେବେ ଏହି ଦୁଇ ଜଣେ ମଦ ପିଇ ଏତେ ନିଶା ଶକ୍ତ ହୋଇ ପଡିଛନ୍ତି ଯେ , ଏମାନଙ୍କର ଭିଡିଓ ସେମାନେ ନିଜେ ସୁଟିଂ କରି ସୋସିଆଲ୍ ମିଡିଆ ରେ ଅପଲୋଡ କରିଛନ୍ତି । ଭିଡିଓ ଅପଲୋଡ କରିବାର ଏକ ମାତ୍ର ଲକ୍ଷ ହେଉଛି ସୋସିଆଲ୍ ମିଡଆରେ ପ୍ରସିଦ୍ଧ୍ ହେବା । ଏହି ଭିଡିଓ ବର୍ତ୍ତମାନ ମୋବାଇଲ୍ ରୁ ମୋବାଇଲ୍ କୁ ଭାଇରାଲେ ହାବରେ ଲାଗିଛି ।

ତେବେ ସୂଚନା ଅନୁସାରେ ଯୁବତୀ ଦୁଇ ଜଣ ଏୟାର ହୋଷ୍ଟେସ ହେବା ପାଇଁ ବର୍ତ୍ତମାନ ଟ୍ରେନିଂ ନେଉଛନ୍ତି । ତେବେ ତାଙ୍କର ଏହି ଭିଡିଓ କୁ କେହି କେହି ପସନ୍ଦ କରିବା ସହିତ କେହି କେହି ମଧ୍ୟ ଏହାକୁ ନିନ୍ଦା କରିଛନ୍ତି ।ଅନେକ ଲୋକ ତାଙ୍କର ଏହି ଭିଡିଓ କୁ ଦେଖି ଭିନ୍ନ ଭିନ୍ନ ମତ କମେଣ୍ଟ ଦେଇଛନ୍ତି ଏବଂ କହିଛନ୍ତି ସେମାନଙ୍କୁ ଓଲିଉଡ୍ ରେ ରହିବା ଆବଶ୍ୟକ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment