ନାରୀର ବାମ ସ୍ତନରେ କଳାଜାଇ ରହିଥାଏ ସେମାନଙ୍କ ଚରିତ୍ର କିପରି ହୋଇଥାଏ |Ajira odia sadhubani

ତେବେ ଯେତେବେଳେ କୌଣସି ବ୍ୟକ୍ତି ଜନ୍ମ ନେଲେ ତାର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଆମେ ଜ୍ୟୋତିଷ ଶାସ୍ତ୍ର କୁ ଅନୁସରଣ କରିଥାଉ। ଏହା ବ୍ୟତୀତ ବ୍ୟକ୍ତିର ବା ମହିଳାଙ୍କ ତାର ଅଙ୍ଗ କିମ୍ବା କେଉଁ ସ୍ଥାନରେ କଳା ଜାଇ ରହିଛି ତାହାକୁ ଦେଖି ମଧ୍ୟ ତାର ଚରିତ୍ର ଏବଂ ସ୍ୱଭାବ ବିଷୟରେ ଜାଣିପାରିଥାଉ। ତେବେ ଆଜି ଜାଣିବା ସେହିପରି କଥା ବିଷୟରେ ,ଯେଉଁଥିରୁ ଆପଣ ଜାଣି ପାରିବେ ଯେ କିଏ କେଉଁ ସ୍ୱଭାବର ହୋଇଥିବେ।

୧- ଯେଉଁ ମହିଳା ମାନଙ୍କର ଆଖି ପାରା ଆଖି ଭଳି ସେହି ମହିଳା ମାନେ ଭାରି କପଟୀ ସ୍ୱଭାବର ହୋଇଥାନ୍ତି।

୨- ଯେଉଁ ମହିଳା ମାନଙ୍କର ଆଖି ରକ୍ତବର୍ଣ୍ଣି ସେହି ମହିଳାମାନେ ସ୍ୱଭାବରେ ଚିର ଦୁଃଖିନୀ ହୋଇଥାନ୍ତି।

୩- ଯେଉଁ ମହିଳା ମାନଙ୍କର ନାକ ଚେପଟା ସେହି ମହିଳା ମାନେ ବୁଦ୍ଧିମତି ଓ ଗୁଣବତୀ ହୋଇଥାନ୍ତି।

୪- ଯେଉଁ ମହିଳା ମାନଙ୍କର ଚାଲି ହାତୀ ଚାଲିଲା ପରି ଝୁଲି ଝୁଲି ଚାଲୁଥାନ୍ତି ସେହି ମହିଳାମାନେ ସୌଭାଗ୍ୟ ଲକ୍ଷ୍ମୀ ଓ ସୌଭାଗ୍ୟବତୀ ହୋଇଥାନ୍ତି।

୫- ଯେଉଁ ମହିଳା ମାନଙ୍କର ଆଖି ଟେରୀ ହୋଇଥାଏ ସେହି ମହିଳାମାନେ ଦୁନିଆରେ କିଛି ଖୋଜି ନଥାନ୍ତି।

୬- ଯେଉଁ ମହିଳାମାନଙ୍କର ଚକ୍ଷୁ ବିରାଡ଼ି ଆଖି ଭଳି ସେମାନେ ହତଭାଗିନୀ ହୋଇଥାନ୍ତି।

୭- ଯେଉଁ ମହିଳା ମାନଙ୍କର ମୁଖ ମଣ୍ଡଳ ଗୋଲାକାର ସେହି ମହିଳାମାନେ ଜୀବନରେ ବହୁତ ଧନବାନ ହୁଅନ୍ତି।

୮- ଯେଉଁ ମହିଳାର ମୁଖରେ କେତେବେଳେ ହସ ପ୍ରକାଶ ପାଏ ନାହିଁ ସେ ଦୁଃଖ ଓ ଦାରିଦ୍ର୍ୟ ଭୋଗ କରନ୍ତି।

୯- ଯେଉଁ ମହିଳା ମାନଙ୍କର ବାମ ସ୍ତନରେ ବାମ ଗଣ୍ଡରେ, ବାମ କଣ୍ଠରେ, ବାମ କରରେ, ବାମ କର୍ଣ୍ଣରେ ତିଳ ଚିହ୍ନ ବା ଭାତୁଡ଼ି ଥାଏ ସେ ମହିଳାମାନେ ବହୁତ ସୌଭାଗ୍ୟବତୀ ହୋଇଥାନ୍ତି।

୧୦- ଯେଉଁ ମହିଳାମାନଙ୍କର ସ୍ତନ ବଡ଼, ପିଚା ବଡ଼ ସେହି ମହିଳାମାନେ ସାରା ଜୀବନ ସୁଖିନୀ ହୋଇଥାନ୍ତି।

୧୧- ଯେଉଁ ମହିଳା ମାନଙ୍କର କଟି ସରୁ ଓ ସ୍ତନ ସରୁ ସେହି ମହିଳାମାନେ ଦୁଶ୍ଚରିତ୍ରା ହୋଇଥାନ୍ତି।

୧୨- ଯେଉଁ ମହିଳାଙ୍କ ସ୍ତନ ବଡ଼ ବଡ଼ ଓ ପିଚା ବଡ଼ ହୋଇଥାଏ ସେମାନେ ସ୍ୱାମୀ ସୁଖରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ ନିଜର ରକ୍ତ ସମ୍ପର୍କୀୟ ସହ ଯୌନକ୍ରିୟାରେ ଲିପ୍ତ ଥାଆନ୍ତି।

୧୩- ଯେଉଁ ମହିଳାଙ୍କ ପେଟ ସର୍ପ ସଦୃଶ ହୋଇଥାଏ ସେହି ମହିଳାମାନେ ବହୁତ ଭୋଜନ ପ୍ରିୟ ହୋଇଥାନ୍ତି।

୧୪- ଯେଉଁ ମହିଳାଙ୍କ ଜିଭ ଅତି ବଡ଼ ହୋଇଥାଏ ସେମାନେ ଦୁର୍ଭାଗିନୀ ସ୍ୱଭାବର ହୋଇଥାଏ।

୧୫- ଯେଉଁ ମହିଳାମାନଙ୍କର ଦାନ୍ତ ବଡ଼ ବଡ଼ ସେମାନେ ଭାରି ରାଗି ସ୍ୱଭାବର ହୋଇଥାନ୍ତି।

୧୬- ଯେଉଁ ମହିଳାମାନଙ୍କର ଓଠ ଲାଲା ପରି ଦିଶେ ସେହି ମହିଳାମାନେ ସୁଖ, ଶାନ୍ତି ଓ ବୈଭବ ପାଇ ଥାଆନ୍ତି।

୧୭- ଯେଉଁ ମହିଳା ମାନଙ୍କର ଆଖି କୋଇଲି ଆଖି ପରି ଦିଶେ ସେହି ମହିଳାମାନେ ବୁଦ୍ଧିମତି ହୋଇଥାନ୍ତି।

୧୮- ଯେଉଁ ମହିଳାମାନଙ୍କର ମୁହଁ ଗୋଲାକାର ହୋଇଥାଏ ସେହି ମହିଳାମାନେ ସୁଲକ୍ଷଣୀ ହୋଇଥାଏ।

Leave a Comment