OMG ! ଆଶ୍ଚର୍ଯ୍ୟ ଜନକ ପିଲା ଓଡ଼ିଶାର ଏହି 4 ବର୍ଷର ପିଲାର ବୁଦ୍ଧି ଦେଖିଲେ ଆପଣଙ୍କ ହୋସ ଉଡିଯିବ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଭିଡ଼ିଓ ସମ୍ପର୍କ ରେ ଅବଗତ ହୋଇ ଥାଉ ଯାହାକି ବେଳେ ବେଳେ ଖୁବ ଆଶ୍ଚର୍ଯ୍ୟ ଜନକ ହୋଇଥାଏ | ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି |

ତେବେ ସବୁଠାରୁ ଛୋଟ ଛୁଆ ମାନଙ୍କର ଭିଡ଼ିଓ ଦେଖିବା ପାଇଁ ନିଆଁରା ଲାଗି ଥାଏ | ଆଜିକାଲି ର ଟେକନୋଲୋଜି ମଧ୍ୟ ଏତେ ଆଗେଇଲାଣି ଯେ ଛୋଟ ଛୋଟ ଛୁଆ ବହୁତ ଚାଲାକ ହୋଇ ଗଲାଣି | ସେମାନଙ୍କ ର ଚୁଲବୁଲି କଥା ଓ କିଛି କାର୍ଯ୍ୟ କଳାପ ଏତେ ସୁନ୍ଦର ଥାଏ ଯେ ଯାହାକୁ ଥରେ ଦେଖିଲେ ବହୁତ ଥର ଦେଖିବା ପାଇଁ ଇଚ୍ଛା ହୋଇ ଥାଏ | ତେବେ ଆଜି ସେଭଳି ଏକ ଭିଡ଼ିଓ ସମ୍ପର୍କ ରେ କହିବୁ ଯେଉଁଠି ଏକ ଛୋଟ ଛୁଆର ଭିଡ଼ିଓ ଦେଖିଲେ ଆପଣ ହସି ହସି ଗଡ଼ି ଯିବେ |


ତେବେ ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଏକ କୁନି ପିଲା ଯାହାର ବୟସ ହେଉଛି ମାତ୍ର 4 ବର୍ଷ କିନ୍ତୁ ସେ ଏମିତି କିଛି ତା ବୁଦ୍ଧି ର କଥା କହିଛି ଯାହାକୁ ଯିଏ ବି ଶୁଣିବ ସେ କେବଳ ଆଶ୍ଚର୍ଯ୍ୟ ହୋଇ ଯିବ | ପିଲା ଟି 4 ବର୍ଷର ହୋଇ ଥିବା ବେଳେ ତାର ଘର ହେଉଛି କଟକ ଜିଲ୍ଲା ରେ ଏବଂ କଟକ ଜିଲ୍ଲା ର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ଏହି କୁନି ପିଲା ଟି ପାଠ ପଢୁଛି |

ଏକ ସମ୍ମିଳନୀ ଚାଲି ଥିବା ସମୟ ରେ ସେହି କୁନି ପିଲା ଟିକୁ କିଛି ପ୍ରଶ୍ନ ପଚରା ହୋଇ ଥିଲା ଆଉ ତାହାର ଉତ୍ତର ସେ ସଠିକ ଭାବରେ ଦେଇ ଥିଲେ, ଯାହାକି ଏହି ପ୍ରଶ୍ନ ର ଉତ୍ତର ଅନେକ ବଡ଼ ବଡ଼ ରାଜନେତା ଙ୍କ ସହିତ ବଡ଼ ବଡ଼ ଲୋକ ମଧ୍ୟ ମଧ୍ୟ ଏହି ପ୍ରଶ୍ନ ର ଉତ୍ତର ଦେଇ ପାରିବେ ନାହିଁ |


ନିଜ ଗାଁ ଠାରୁ ଆରମ୍ଭ କରି ସମସ୍ତ ରାଜ୍ୟ ଓ ପୃଥିବୀ ର ଜ୍ଞାନ କୁ ଏହି କୁନି ପିଲା ଟି ମନେ ରଖିଛି | ଏହା ସହିତ ଦେଖିବାକୁ ମିଳିଛି କବି ଙ୍କ ଠୁ ଆରମ୍ଭ କରିକି ବିଧାୟକ, ସାଂସଦ ଙ୍କ ନାଁ ତାହା ସହିତ ବହୁତ ପୌରାଣିକ ପ୍ରଶ୍ନ ର ମଧ୍ୟ ନିଃସନ୍ଦେହ ରେ ଉତ୍ତର ଦେବାକୁ ଲାଗିଛି ଯାହାକି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଅଟେ |

ତେବେ ପିଲା ଟିର ଜନ୍ମ ହେଉଛି ନବରଙ୍ଗପୁର ଠାରେ ଆଉ ତାଙ୍କର ଏହି ଜ୍ଞାନ କୁ ଦେଖି ସହଜ ରେ ମଧ୍ୟ କେହି ବିଶ୍ୱାସ କରି ପାରିବେ ନାହିଁ | ବର୍ତ୍ତମାନ ସମୟ ରେ ଏହି କୁନି ପିଲା ଟି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସା ର ପାତ୍ର ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment