ଦେଖନ୍ତୁ Shocking ଭିଡ଼ିଓ : ମୁଁ ଅର୍ଚ୍ଚନା , ଜେଲରେ ରହିବି ଯଦି ମୋତେ ମେକଅପ୍ କିଟ୍ ଆଉ ରାତିରେ ରାତିରେ ଜଣେ… ନହେଲେ ରହିବି ନାହିଁ

ମତେ ଜେଲରେ ବି ମେକପ କିଟ ଦରକାର, ମେକପ, ଲିପିସ୍ଟିକ, ଆଇଲାଇନର ମତେ ସବୁ ଦରକାର ନଚେତ ମୁଁ ବାହାରକୁ ଯିବି ନାହିଁ | ଦରକାର ପଡିଲେ ତମେ ମତେ ଖାଇବା ରେ ଗୋଟେ ରୁଟି କମେଇ ଦେଇ ଦିଅ କିନ୍ତୁ ମତେ ମେକପ କିଟ ଦରକାର | ଏବେ ଚର୍ଚ୍ଚା ହେଉଛି ବିନା ମେକପ ରେ କୁଆଡେ ଜେଲ ଭତରୁ ବାହାରକୁ ବାହାରିବେ ନାହିଁ ବୋଲି ଅର୍ଚନା କହିଛନ୍ତି | ଆଉ ଆଜି ସତକୁ ସତ ଦେଖିବା ପାଇଁ ମିଳିଛି ଅର୍ଚନା ଙ୍କ ମୁହଁରେ ମେକପ ସାଙ୍ଗକୁ ଲିପିସ୍ଟିକ ଆଉ ଆଇଲାଇନର ଲଗାଇ ସଜବାଜ ହୋଇଛନ୍ତି |

ଆଉ ଠିକ ନିଜ ଘରେ ଯେମିତି ସଜବାଜ ହୋଇ ବାହାରନ୍ତି ଠିକ ସେମିତି ଆଜି ପୋଲିସ ସୁରକ୍ଷା ବଳରେ ବାହାରକୁ ଆସିଛନ୍ତି ଜେଲରୁ କୋର୍ଟ ରେ ପହଞ୍ଚିଛନ୍ତି | ଏହି ଦୃଶ୍ୟ ଦେଖିଲେ ଆପଣ ମାନେ ଆକଳନ କରୁ ଥିବେ ଯେ ଅର୍ଚନା ଜେଲରେ ରହି କଳା କାଠ ପଡ଼ି ଯାଇ ଥିବେ ତାଙ୍କ ଆଖି ଶୁଖି ଯାଇ ଥିବ ମୁହଁରେ ଚମକ ନଥିବ କିନ୍ତୁ ଆପଣ ଭୁଲ ଆକଳନ କରୁ ଥିଲେ |

ଅର୍ଚନା ନାୟକ ଆଜିବି ସେତିକି ଆଉ ସେମିତି ସୁନ୍ଦର ଦେଖା ଯାଉଛନ୍ତି ଯାହାକୁ ଦେଖିବା ପାଇଁ କେମିତି ଭିଡ଼ ଲାଗିଛି ତାହା ଆପଣ ଭାଇରାଲ ଭିଡ଼ିଓ ମାଧ୍ୟମ ରେ ଜାଣି ପାରୁ ଥିବେ | ଅର୍ଚନା ଏବେ ବି ସେତିକି ସୁନ୍ଦରୀ ଆଉ ମୁହଁରେ ସେତିକି କନଫିଡେନ୍ସ ଅଛି ଆଉ ସେତିକି କନଫିଡେନ୍ସର ସହ କହୁଛନ୍ତି ମୋ ନାଁ ରେ ମିଛ ଖବର ପ୍ରସାରଣ କର ନାହିଁ ତଦନ୍ତ ଚାଲିଛି ସତ ସାମ୍ନାକୁ ଆସିବ | ରାଜପ୍ରାସାଦ ର ମଉଜ ହୁଏତ ଜେଲ ଭିତରେ ଅର୍ଚନା ଙ୍କୁ କେହି ଦେଇ ପାରିବେ ନାହିଁ କିନ୍ତୁ ଆଜିବି ସେହି ଜେଲ ଭିତରେ ଅର୍ଚନା ନିଜକୁ ମେଣ୍ଟେନ କରି ରଖିଛନ୍ତି | ନା ଦେହ ଶୁଖି ଯାଇଛି ନା ମୁହଁ କଳା ପଡ଼ି ଯାଇଛି ଆଜି ବି ଅର୍ଚନା ସେହିଭଳି ଚମକୁଛନ୍ତି |

ତେବେ ଆଜି ସିଧାସଳଖ ଅର୍ଚନା କୋର୍ଟ ରେ ହାଜର ହୋଇ ଯାଇଛନ୍ତି ଆଉ ଯିବା ସମୟରେ ମିଛ ଖବର ପ୍ରସାରଣ କର ନାହିଁ ବୋଲି ଏଭଳି କିଛି ପ୍ରତିକ୍ରିୟା ରଖି ଥିଲେ | ତେବେ ଭୁବନେଶ୍ୱର ଝାରପଡା ଜେଲ ରୁ ତାଙ୍କୁ କଡ଼ା ସୁରକ୍ଷା ରେ ଆଣି କୋର୍ଟ ରେ ହାଜର କରା ଯାଇଛି ଯାହାକି ଏତେ ଦିନ ପରେ ପ୍ରଥମ ଥର ପାଇଁ ଅର୍ଚନା ଦେଖା ଦେଇଛନ୍ତି ଏବଂ କୋର୍ଟ ରେ ସେ ଜାମିନ ପାଇଁ ଆବେଦନ ମଧ୍ୟ କରିଛନ୍ତି | ତେବେ ଅନେକ ସମୟରେ ଅନେକ ଅଭିଯୋଗ ଅର୍ଚନା ଙ୍କ ନାଁ ରେ ଆସି ଥିଲା ଯାହାଦ୍ୱାରା ସେ ଗିରଫ ହୋଇ ଥିଲେ ଆଉ ଏବେ ତାଙ୍କୁ ଜେଲ ରୁ କୋର୍ଟ ନିଆ ଯାଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment