ଆଗ କାଳ ରେ ଲୋକ ମାନେ ପଞ୍ଚମ ଶ୍ରେଣୀ ରେ ପାଠ ପଢି ଗମେଣ୍ଟ ଚାକିରୀ କରୁ ଥିଲେ । କିନ୍ତୁ ଏବେ ଲୋକ ଯେତେ ପାଠ ପଢିଲେ ମଧ୍ୟ ଚାକିରୀ ତା ପାଇଁ ସ୍ୱପ୍ନ ହୋଇ ପଡୁଛି । ତେବେ ଆଗ କାଳରେ ପାଠ ନ କରିଲେ ସିକା ର ବସେଇକି ପିଟୁ ଥିଲେ । ଯାହା ଫଳରେ ଆଗ କାଳ ରେ ପାଞ୍ଚ ଶ୍ରେଣୀ ପାଠ ପଢି ଯେମିତି ଇଂଲିଶ କହୁ ଥିଲେ । ଏବେ ଗ୍ରାଜୁଏସନ ପାସ କରି ମଧ୍ୟ ସେତିକି ଇଂଗଲିସ କହି ପାରିବେ ନାହିଁ । କାରଣ ସେତେବେଳେ ଥିଲା ପାଠ ନ କରିଲେ ମାଡ଼ କିନ୍ତୁ ଏବେ ଦଣ୍ଡ ମୁକ୍ତ ଅଞ୍ଚଳ ।
ତେବେ ଆଜି ଆମେ ଆପଣଂକୁ ଯେଉଁ କଥା କହିବୁ ଶୁଣିଲେ ଆପଣ ଡରି ଯିବେ । ଜଣେ ଶିକ୍ଷକ ଗୋଟେ ଛାତ୍ର କୁ ଦୁଇ ମହଲା ଉପରୁ ଗୋଟେ ପିଲା କୁ ଗୋଟେ ଗୋଡ଼ ଧରି ଉପରୁ ଝୁଲାଇ ଦେଇଛି । ତେବେ ବନ୍ଧୁ ମାନେ ଆସନ୍ତୁ ପୁରା ଘଟଣା ଟି ଜାଣିବା ।
ତେବେ ଘଟଣା ଟି ହେଉଛି ଉତ୍ତରପ୍ରଦେଶର ମିର୍ଜାପୁର ସ୍କୁଲ ର ଘଟଣା । ତେବେ ପିଲାଟି ବହୁତ ବଦମାସ ହେଉ ଥିଲା । ଶିକ୍ଷକ ଏହାକୁ ସହି ନ ପାରି । ପିଲାଟିର ଗୋଡ଼ ଧରି ଦୁଇ ମହଲା ଉପରୁ ଝୁଲାଇ ଦେଇ ଥିଲେ । ଆଉ ସବୁ ସ୍କୁଲ ର ପିଲା ମାନେ ଏହାକୁ ଦେଖି ମଜା ଉଠାଉ ଥିଲେ । ତେବେ ଗୁରୁ ହେଉଛି ପିଲାଙ୍କ ପାଇଁ ମାର୍ଗ ଦର୍ଶିକା । କିନ୍ତୁ ଶିକ୍ଷକ ଏଠି ରାକ୍ଷସ ପାଲଟି ଯାଇଛି ।
ସବୁ ଗୁରୁ ସମାନ ନୁହନ୍ତି । କିନ୍ତୁ ଏଭଳି ଗୁରୁ ଙ୍କୁ ଚାକିରୀ ରୁ ବାହାର କରି ଦେବା କଥା । କିନ୍ତୁ ଏହି କଥା ଟି ସତ ଯେ ଏହି ଶିକ୍ଷକ କୁ ସ୍କୁଲ ରୁ ବାହାର କରି ଦିଆ ଯାଇଚି । ଏଭଳି କାମ କରିବା ଦ୍ୱାରା ଥରେ ସେହି ଶିକ୍ଷକ କୁ ଭାବି ବାର ଥିଲା । ଯଦି ପିଲାଟି ତାଙ୍କ ହାତରୁ ଖସି ଯାଇ ଥାନ୍ତା ତାହାଲେ କଣ ହେଇ ଥାନ୍ତା ।
ଯଦି ପିଲାଟିର ହାଟ ଚକ କରି ଯାଇଥାନ୍ତ ତାହାଲେ କଣ ହୋଇ ଥାନ୍ତା । ସେ ପିଲାର ବାପା ମା କୁ ଆଉ ଗୋଟେ ପିଲା ଆଣି ଦେଇ ଥାନ୍ତା ସେହି ଶିକ୍ଷକ । ତେବେ ସରକାର ତାକୁ ଚାକିରୀ ରୁ ବାହାର କରି ସମ୍ପୂର୍ଣ ଠିକ କରି ଛନ୍ତି । ପିଲାଙ୍କୁ ପାଠ ପଢ଼ାଓ କିନ୍ତୁ ଯେମିତି ପିଲା ପାଠ ପଢିବ ସେମିତି ପଢ଼ାନ୍ତୁ । କିନ୍ତୁ ପିଲା ବଦମାସ ହେଲା ତାହାଲେ ତାକୁ ବାଡ଼ିରେ ସାବାଡ଼ କରନ୍ତୁ । ଏମିତି କାମ କରିବା ଶିକ୍ଷକ ଜାତି ପାଇଁ ଗୋଟେ କଳଙ୍କ । ପିଲାଙ୍କ ସହ ଏମିତି ଖେଳିବା ନିହାତି ଭୁଲ କଥା । ତେବେ ବନ୍ଧୁ ମାନେ ଏହା ଥିଲା ଉତ୍ତରପ୍ରଦେଶ ର ଶିକ୍ଷକ କଥା । ପିଲାଙ୍କୁ ଭଲରେ ରଖନ୍ତୁ ଉଚିତ ଶିକ୍ଷା ଦିଅନ୍ତୁ ଭଲ ବାଟରେ ନିଅନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।