ଓଃ..କି..ଡ୍ୟାନ୍ସ – ନାଚି ନାଚି ନିଆରା ଶୈଳୀରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଏହି ଦିଦି! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ସୋସିଆଲ ମିଡ଼ିଆ ରେ ଆମେ ଅନେକ ଭାଇରାଲ ଭିଡ଼ିଓ ଆଦି ଦେଖି ଥାଉ ଯାହା ବେଳେ ବେଳେ ଏତେ ହୃଦୟ ସ୍ପର୍ଶି ଭିଡ଼ିଓ ହୋଇ ଥାଏ ଆଖି ମଧ୍ୟ ଫେରାଇ ନେଇ ପାରନ୍ତି ନାହିଁ |ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

ଆଉ ଲୋକ ମାନେ ମଧ୍ୟ ଏହାକୁ ଦେଖି ଖୁବ ପସନ୍ଦ କରିଥାଆହୁରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ନିଜର ପ୍ରତିଭା ଦେଖାଇ ସୋସିଆଲ ମିଡିଆରେ ଉପଲୋଡ କରନ୍ତି କିନ୍ତୁ ତାହା ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗି ଥାଏ | ତେବେ ବର୍ତ୍ତମାନ ସମୟରେ ସେହିଭଳି ଏକ ଜବରଦସ୍ତ ଡ୍ୟାନ୍ସ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେ ନାହିଁ |

ତେବେ ଆପଣ ବେସ ଭଲ ଭାବରେ ଜାଣିଛନ୍ତି ସ୍କୁଲ ରେ ପାଠ ପଢିବା ସହିତ ଅନେକ କାର୍ଯ୍ୟକ୍ରମ ମଧ୍ୟ ହୋଇ ଥାଏ ଯେପରିକି ଗୀତ, ନାଚ ଏଭଳି ଅନେକ କିଛି | ସ୍କୁଲ ର ପିଲା ମାନେ କିଛି ପ୍ରତିଭା ଦେଖାଇ ଥିଲେ ତାହାକୁ ପୂର୍ବରୁ ସ୍କୁଲ ର ଶିକ୍ଷୟତ୍ରୀ ମାନେ ମଧ୍ୟ ପିଲା ମାନଙ୍କୁ ଶିଖାଇ ଥାଆନ୍ତି | ତେବେ ସେଭଳି ଭାବେ ଏକ ସ୍କୁଲ ର କ୍ଲାସ ରୁମ ଭିତରେ ଜଣେ ଶିକ୍ଷୟତ୍ରୀ ଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବା ପାଇଁ ମିଳିଛି | ତେବେ ଏହି ଦୃଶ୍ୟ ଟି ହେଉଛି ଏକ ଅଙ୍ଗନବାଡି ର ଦୃଶ୍ୟ ଯେଉଁଠି ଦେଖିବା ପାଇଁ ମିଳିଛି କି ସେହି ଅଙ୍ଗନବାଡି ର ଦିଦି ଛୋଟ ଛୋଟ ଛୁଆ ମାନଙ୍କୁ ନାଚ ଶିଖାଉଛନ୍ତି |

ତେବେ ଏହି ଦିଦି ଜଣଙ୍କ ଏକ ଛୋଟ ପିଲା ଙ୍କ ଗୀତ ରେ ଛୋଟ ଛୁଆ ଙ୍କ ଭଳି ଡ୍ୟାନ୍ସ କରି ଦେଖାଇଛନ୍ତି ଆଉ ଏହି କୁନି କୁନି ପିଲା ମାନେ ମଧ୍ୟ ଦିଦି ଙ୍କୁ ଦେଖି ଖୁବ ସୁନ୍ଦର ଭାବରେ ନାଚିବା ପାଇଁ ଚେଷ୍ଟା କରୁଛନ୍ତି | ଆଜିକାଲି ଗଛ କାଟି ଦେଉଛନ୍ତି ଆଉ ଏହାକୁ ନେଇ ହିଁ ଏକ ଗୀତ ରହିଛି ଆଉ ସେହି ଗୀତ ଟିରେ ଦିଦି ଜଣଙ୍କ ଖୁବ ସୁନ୍ଦର ଭାବେ ନାଚିବା ସହିତ ଭଲ ଅଭିନୟ ମଧ୍ୟ କରୁଛନ୍ତି | ତେବେ ଗୀତ ଟିରୁ ଜଣା ପଡ଼ିଛି ଏହା ଏକ ବହିର ଗୀତ ଯାହାକି ଦିଦି ନାଚି ନାଚି ହିଁ ପିଲା ମାନଙ୍କୁ ଖୁବ ସୁନ୍ଦର ଭାବରେ ପାଠ ପଢ଼ାଉଛନ୍ତି | ଆଉ କୁନି କୁନି ଛୁଆ ମାନେ ତାଙ୍କୁ ଗୋଲ ହୋଇ ଘେରି କରି ତାଙ୍କ ଅଭିନୟ ଦେଖି ତାଙ୍କୁ ଅନୁସରଣ କରୁଛନ୍ତି | ତେବେ ଏହି ଦୃଶ୍ୟ ଟି ଖୁବ ମନଲୋଭା ହୋଇଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ପ୍ରଶଂସା କରିବେ ଯାହାକି ଏବେ ସୋସିଆଲ ମିଡ଼ିଆ ରେ ମଧ୍ୟ ବେସ ଭାଇରାଲ ହୋଇଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment