ବିବାହ ହେଉଛି ଏକ ପବିତ୍ର ବନ୍ଧନ । ଯୋଉ ଥିରେ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣ ଦୁଇ ଜଣଙ୍କୁ ଭଲ ଭାରେ ଜାଣି ପାରନ୍ତି । ନିଜର ସୁଖ ଦୁଃଖର ସାଥି ହୋଇ ସବୁ ଦିନ ରହି ଥାନ୍ତି । କିନ୍ତୁ ଆଜି କାଲି ଦୁନିଆରେ ସ୍ତ୍ରୀ ମାନେ ଏମିତି କିଛି ଜିନିଷ ପିନ୍ଧୁ ଛନ୍ତି ଯାହା ଫୋଳରେ ଗୋଟେ ସ୍ୱାମୀ କୁ କାଙ୍ଗାଳ କରି ଦେଉ ଛନ୍ତି । ତେବେ ବନ୍ଧୁ ମାନେ ଜଣେ ଭାରତୀୟ ନାରୀ ହିସାବରେ ସ୍ୱାମୀ ତା ପାଇଁ ଇହ କାଳ ଓ ପର କାଳର ଦେବତା ହୋଇ ଥାଏ ।
ତେଣୁ ଜିବନରେ ଯେତେ ଝଡ଼ ଝଞ୍ଜା ଆସିଲେ ମଧ୍ୟ ଗୋଟେ ସ୍ତ୍ରୀ ତା ସ୍ବାମୀ କୁ ଛାଡି ଯିବା କଥା ନୁହେଁ । ତେବେ ଶାସ୍ତ୍ର ଅନୁସାରେ ଯେଉଁ ସ୍ତ୍ରୀ ଏହି ପାଞ୍ଚଟି ଜିନସ କୁ ପିନ୍ଧି ଥାଏ ତାର ସ୍ୱାମୀ କାଙ୍ଗାଳ ହୋଇ ଯାଇ ଥାଏ । ନହେଲେ ମୃତୁବରଣ କରିଥାଏ । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା କଣ ସେହି ଜିନିଷ ।
1, ପାଦରେ ସୁନା ର ପାଉଁଜି :-
ଯଦି ଆପଣ ପାଦରେ ସୁନାର ପାଉଁଜି ପିନ୍ଧୁ ଛନ୍ତି , ତାହାଲେ ଆପଣଙ୍କ ସ୍ୱାମୀ କାଙ୍ଗାଳ ହୋଇ ଯାଇ ଥାଏ । ପାଦର ଝୁଣ୍ଟିଆ ମଧ୍ୟ ପିନ୍ଧିଲେ ସ୍ୱାମୀ କାଙ୍ଗାଳ ହୋଇ ଯାଇ ଥାଏ ।ସୁନା ହେଉଛି ମାତା ଲଷ୍ମୀ ସହିତ ସମାନ ତେଣୁ ତାକୁ ଯଦି ଆମେ ପାଦରେ ନାଇବା ତାହାଲେ ସ୍ୱାମୀ କାଙ୍ଗାଳ ହୋଇ ଯିବ
2, ଧଳା ଶାଢ଼ୀ:-
ଦ୍ଵିତୀୟରେ ଧଳା ଶାଢ଼ୀ , ଧଳା ଶାଢ଼ୀ ପିନ୍ଧିବା ଦ୍ୱାରା ନିଜର ସ୍ୱାମୀ କାଙ୍ଗାଳ ମଧ୍ୟ ହୋଇ ଥାଏ , ଏବଂ ଆୟୁଷ ମଧ୍ୟ କମି ଯାଇ ଥାଏ । ଧଳା ଶାଢ଼ୀ କେବଳ ବିଧବା ସ୍ତ୍ରୀ ମାନେ ପିନ୍ଧନ୍ତି । ତେବେ ଯଦି ଆପଣ ସଧବା ହୋଇ ପିନ୍ଧୁଛନ୍ତି , ତାହାଲେ ଆପଣଙ୍କ ସ୍ୱାମୀ କାଙ୍ଗାଳ ହୋଇ ଯିବ ।
3, ସିନ୍ଦୁର ଫରୁଆ :-
ତୃତୀୟରେ ସିନ୍ଦୁର ଫରୁଆ । ଆଜି କାଲି ର ନାରୀ ମାନେ ସିନ୍ଦୁର କୁ ବହୁତ ଷ୍ଟାଇଲରେ ରେ ପିନ୍ଧୁ ଛନ୍ତି , ଯାହା ଫଳରେ ସେମାନେ ନାଲି ସିନ୍ଦୁର ବଦଳରେ ବିଭିନ୍ନ ପ୍ରକାର ର ସିନ୍ଦୁର ଶାଢ଼ୀକୁ ମେଚିଂ କରି ପିନ୍ଧୁ ଛନ୍ତି । ଏମିତି ସିନ୍ଦୁର ପିନ୍ଧିଲେ ସ୍ୱାମୀ ପୁରା ପୁରି ଆୟୁଷ ହୋଇବା ସହିତ କାଙ୍ଗାଳ ହୋଇ ଥାଏ ।
4, ମଙ୍ଗଳ ସୂତ୍ର :-
ଚତୁର୍ଥ ରେ ମଙ୍ଗଳ ସୂତ୍ର , ଗୋଟେ ଗୋଟେ ନାରୀ ଅଛନ୍ତି , ମଙ୍ଗଳ ସୂତ୍ର କୁ ବେକରେ ନ ପିନ୍ଧି ହାତରେ ନାଇ ଥାନ୍ତି ଯାହା ଫୋଳରେ ସ୍ୱାମୀ ଆୟୁଷ ହୀନ ହେବା ସହିତ କାଙ୍ଗାଳ ମଧ୍ୟ ହୋଇ ଥାଏ ।
5, ଶାଢ଼ୀର କାନି :-
ଶେଷରେ ଶାଢ଼ୀର କାନି ଯଦି ତଳେ ପଡି ଥାଏ , ତାହାଲେ ଜାଣିବେ ସ୍ୱାମୀ ସମ୍ପୂର୍ଣ କାଙ୍ଗାଳ ହୋଇ ଯିବ । ତେବେ ବନ୍ଧୁ ମାନେ ଏହି ସବୁ ଜିନିଷ କୁ ଧ୍ୟାନ ଦିଅନ୍ତୁ । ନହେଲେ ପୁରା କାଙ୍ଗାଳ ହୋଇ ଯିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।