Dr Sudha madhuri – କେଉଁ ବୟସରେ ପୁରୁଷ ଓ ମହିଳାଙ୍କ ଶୁକ୍ରାଣୁ ଓ ଅଣ୍ଡା ସଂଖ୍ୟା କମିବା ଆରମ୍ଭ କରେ ?

ମଣିଷ ଜନ୍ମ ହୋଇ ବଡ଼ ହେବା ପରେ ସମସ୍ତେ ଚାହିଁ ଥାନ୍ତି କି ନିଜ ଭଳି ଗୋଟିଏ ଜେନେରେସନ କୁ ସୃଷ୍ଟି କରିବା ପାଇଁ ଆଉ ବାପା ଆଉ ମା ହେବା ପାଇଁ ତେବେ ଗୋଟିଏ ନାରୀ ଜୀବନ ସେତେ ବେଳେ ସାର୍ଥକ୍ୟ ହୋଇଥାଏ ଯେତେ ବେଳେ ସେ ମାତୃତ୍ୱ ପ୍ରାପ୍ତ କରିଥାଏ । ତେବେ ଆଜି କାଲି ମହିଳା ମାନଙ୍କ ର ଗର୍ଭ ଧରଣ ରେ ବିଭିନ୍ନ ପ୍ରକାର ର ସମସ୍ୟା ମାନ ଦେଖା ଯାଉଛି । ଆଉ ତାହାର କାରଣ କେବଳ ମହିଳା ନୁହନ୍ତି ପୁରୁଷ ମାନେ ମଧ୍ୟ ଦାୟୀ । ତାହା ସହିତ ଶୂକ୍ରାଣୁ ଜନିତ ଅସୁବିଧା ମଧ୍ୟ ଅନେକ ସମୟ ରେ ଦେଝିବା କୁ ମିଳୁଛି । ଆଉ ଯେଉଁଥି ପାଇଁ ଗର୍ଭବତୀ ହେଇ ପାରୁ ନାହାନ୍ତି ମହିଳା ମାନେ ଦେଖନ୍ତୁ ତାହେଲେ ସେ ବିଷୟ ରେ ।

ପୁରୁଷ ଓ ମହିଳା ମାନଙ୍କ ର ଡିମ୍ବାଣୁ ଓ ଶୂକ୍ରାଣୁ ର ମିଳନ ଘଟିଲେ ନୂଆ କୋଷ ଜାତ ହୁଏ । ତେବେ ଶୂକ୍ରାଣୁ ରେ ଅଣ୍ଡା ର ପରିମାଣ ଯଦି କମିବ ତେବେ ଗର୍ଭବତୀ ହେବା ରେ ସମସ୍ୟା ଦେଖା ଯାଇଥାଏ । ତେବେ ଏହାର ନିର୍ଦିଷ୍ଟ ସମୟ ମଧ୍ୟ ରହିଛି ଉଭୟ ପୁରୁଷ ଆଉ ମହିଳା ମାନଙ୍କ ର କେତେ ବୟସ ରେ ଉଭୟ ପୁରୁଷ ଓ ମହିଳା ଙ୍କର ଶୂକ୍ରାଣୁ ଜନିତ ସମସ୍ୟା ଦେଖା ଯାଇଥାଏ ।ସାଧାରଣତଃ ପୁରୁଷ ମାନଙ୍କ ର 50 ବର୍ଷ ରେ ଶୂକ୍ରାଣୁ ସଂଖ୍ୟା କମି ଯାଉଥିବା ବେଳେ ମହିଳା ମାନଙ୍କ ର 60 ବର୍ଷ ରେ ଶୂକ୍ରାଣୁ ସଂଖ୍ୟା କମି ଯାଇଥାଏ । ତେବେ ଏହି ଶୂକ୍ରାଣୁ ଜନିତ ସମସ୍ୟା ଗୁଡିକ ଅନ୍ୟ କାରଣ ରୁ ମଧ୍ୟ ହୋଇଥାଏ ।

ତେବେ ପୁରୁଷ ମାନଙ୍କ ର ଯଦି ଜନ୍ମ ରୁ ଜେନେଟିକ ସମସ୍ୟା ରହିଛି ତାହେଲେ ମଧ୍ୟ ଶୂକ୍ରାଣୁ ଜନିତ ସମସ୍ୟା ଦେଖା ଯାଇଥାଏ । ତାହା ସହିତ ପୁରୁଷ ମାନଙ୍କ ର ସେହି ଅଙ୍ଗ ରେ ଆଘାତ ଲାଗି ଥିଲେ ମଧ୍ୟ ଶୂକ୍ରାଣୁ ପ୍ରଡ଼କ୍ସ ନ କମି ଯାଏ ବୋଲି କୁହାଯାଉଛି ଠିକ ସେହି ଭଳି ମହିଳା ମାନଙ୍କ ର 30 ବର୍ଷ ବୟସ ରେ ଯେତିକି ଫଟିଲାଇଜ ର କ୍ଷମତା ରହି ଥାଏ ଓ 35 ବର୍ଷ ପରେ ବର୍ଷ ରେ ଶିଗ୍ନିଫିକାଲି କମି ଯାଏ ବୋଲି କୁହାଯାଉଛି ତେବେ 40 ବର୍ଷ ବୟସ ରେ ସମ୍ପୂର୍ଣ୍ଣ କମି ଯାଏ ବୋଲି ସୂଚନା ମିଳିଛି । ଆଉ ଯାହା ଫଳରେ ମହିଳା ମାନେ ସନ୍ତାନ ହୀନତା ର ଶିକାର ହୋଇଥାନ୍ତି ବୋଲି କୁହାଯାଉଛି ।

ପୁରୁଷ ମାନଙ୍କର ଶୂକ୍ରାଣୁ ଜନିତ ସମସ୍ୟା ଦ୍ବାରା ଅଧିକାଂଶ ସମୟରେ ମହିଳା ମାନେ ସନ୍ତାନ ହୋଇ ନ ଥାଏ । ମହିଳା ମାନେ ନକର ବିଭିନ୍ନ ସମୟ ସମୟରେ ସେମାନେ ଙ୍କ ଶୂକ୍ରାଣୁ ଜନିତ ସମସ୍ୟା ଦେଖାଯାଇଥାଏ । ତେଣୁ ଏହା ର ସମସ୍ୟା ଗୁଡ଼ିକ ଡ଼ାକ୍ତର ଙ୍କ ପରାମର୍ଶ ଗ୍ରହଣ କରିବା ଉଚିତ୍ ।

Leave a Comment