Parents Tips – କେବଳ ଏହି ମଞ୍ଜି ଖାଆନ୍ତୁ, ନିଦ ଏମିତି ଆସିବ କୁମ୍ଭକର୍ଣ୍ଣ ଭଳି ଶୋଇବେ, ଅନିଦ୍ରା ପାଇଁ ରାମବାଣ ଉପାୟ

ତେବେ ବେଳେ ବେଳେ ପ୍ରାୟ ରାତିରେ ଆମକୁ ନିଦ ଆସି ନଥାଏ ଏବଂ ନିଦ ନ ଆସିବା ଫଳରେ ଆମେ ଅନେକ ଅସୁବିଧା ର ସମ୍ମୁଖୀନ ହୋଇ ଥାଉ | ତେବେ ଆମ ନିଜର କିଛି କାମ ରୁ ହିଁ ଆମକୁ ରାତିରେ ଠିକ ଭାବରେ ନିଦ ଆସି ନଥାଏ, ଯେପରିକି ଅତ୍ୟଧିକ ଟେନ୍ସନ ନେଲେ ନିଦ ଆସି ନଥାଏ ଏବଂ ଅତ୍ୟଧିକ ଭାବରେ ମୋବାଇଲ ଚଲାଇଲେ ମଧ୍ୟ ରାତିରେ ଠିକସେ ନିଦ ଆସି ନଥାଏ |

ଏହା ସହିତ ପୋଷକ ତତ୍ତ୍ୱ ର ଅଭାବ ରୁ ଏବଂ କିଛି ବି ରୋଗ କାରଣ ରୁ ଠିକ ଭାବରେ ନିଦ ଆସି ନଥାଏ | ତେବେ ଆମେ ଯଦି ରାତିରେ ଠିକ ଭାବରେ ନ ଶୋଇବା ତେବେ ଆମର ମୁଣ୍ଡ ବିନ୍ଧିବା ସହିତ ପୁରା ଦିନ ଟି ଅଳସୁଆ ଲାଗି ଥାଏ ଏବଂ କୌଣସି କାମରେ ମନ ଲାଗି ନଥାଏ | ଆମ ନିଦ ଯଦି ଠିକ ରହିବ ତେବେ ଆମ ମସ୍ତିଷ୍କ ଏକ ପ୍ରକାର ର ପୋଷକ ତତ୍ତ୍ୱ ମିଳି ଥାଏ | ତେବେ ଆଜି ଏଭଳି ଏକ ଉପଚାର ସମ୍ପର୍କ ରେ ଆଲୋଚନା କରିବୁ ଯାହା ଦ୍ୱାରା ଆପଣ ସୁଖ ନିଦ୍ରା ରେ ଶୋଇ ପାରିବେ |

ଆବଶ୍ୟକ ସାମଗ୍ରୀ :-


ବୋଇତାଳୁ ମଞ୍ଜି

ପ୍ରସ୍ତୁତି ପ୍ରଣାଳୀ :-

 

ପ୍ରଥମେ ଆପଣ ଏକ ବୋଇତାଳୁ ର ମଞ୍ଜି ନିଅନ୍ତୁ ଯାହା ଆପଣ ଙ୍କୁ ସହଜ ରେ ମିଳି ଯିବ ମଧ୍ୟ | ପ୍ରତିଦିନ ରାତିରେ ଆପଣ କିଛି ଏହି ବୋଇତାଳୁ ମଞ୍ଜି କୁ ନେଇ ଏକ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ | ଏହାପରେ ଯେତେ ବେଳେ ସକାଳେ ଉଠୁଛନ୍ତି ଫ୍ରେସ ହୋଇ ସାରିବା ପରେ ଏହି ଭେଦି ଥିବା ମଞ୍ଜି କୁ ଚୋବାଇ ଚୋବାଇ ଖାଆନ୍ତୁ | ଏହାପରେ ଏକ ଗ୍ଲାସ ନର୍ମାଲ ପାଣି ସେବନ କରନ୍ତୁ ନଚେତ ଥଣ୍ଡା କ୍ଷୀର ମଧ୍ୟ ସେବନ କରି ପାରିବେ | ତେବେ ଏଭଳି ଭାବରେ ସକାଳେ କରନ୍ତୁ ଦେଖିବେ ରାତିରେ ଭଲ ନିଦ ଆସିବ ଏବଂ ଶରୀର ରେ ପ୍ରଚୁର ପରିମାଣ ରେ ଭିଟାମିନ ମଧ୍ୟ ମିଳିବ |

ଦେଖିବେ କିଛି ଟେନ୍ସନ ଯୋଗୁଁ ହେଉ କି କିଛି ଅନ୍ୟ କାରଣ ପାଇଁ ହେଉ ଯଦି ଆପଣ ଙ୍କୁ ଭଲ ଭାବରେ ନିଦ ନ ଆସୁଛି ତେବେ ମିନିମମ 2 ରୁ 3 ଦିନ ଏମିତି ଉପଚାର ପ୍ରୟୋଗ କରନ୍ତୁ | ତେବେ କେବଳ ଏହି ଉପାୟ ନୁହେଁ ବରଂ ଅନ୍ୟ ଉପାୟ ମଧ୍ୟ ଆପଣ କରି ପାରିବେ | ଏହି ବୋଇତାଳୁ ମଞ୍ଜି ଦୁଇ ଚାମଚ ନେଇ ଏହାକୁ ଭଲ ଭାବରେ ଭାଜନ୍ତୁ ଏବଂ ଭାଜି ହୋଇ ସାରିଲା ପରେ ଆପଣ କୌଣସି ସମୟରେ ମଧ୍ୟ ଏହାକୁ ଚୋବାଇ ଖାଇ ପାରିବେ | ଏହା ଛଡା ଏହି ମଞ୍ଜି କୁ ଭାଜି ତାହାର ଗୁଣ୍ଡ କୌଣସି ସାଲାଡ଼ ରେ ପକାଇ ମଧ୍ୟ ସେବନ କରି ପରିବେ | ଏହି ଉପଚାର କରି ଦେଖନ୍ତୁ କିଭଳି ଭାବରେ ରେଜଲ୍ଟ ଆସୁଛି ଆପଣ ନିଜେ ଜାଣି ପାରିବେ |

Leave a Comment