ଭାରତର ବର୍ତମାନ ରାଷ୍ଟ୍ରପତି Droupadi Murmu ଙ୍କର ଏମିତି କିଛି ଫୋଟୋ, ଆଗରୁ ଦେଖି ନଥିବେ..

ବନ୍ଧୁମାନେ ସଫଳତା କେବେ ମୁହୂର୍ତ୍ତରେ ମିଳି ନଥାଏ ।ଯେମିତି ପଥର ଟିଏ କେତେ ମାଡ଼ ଖାଇଲା ପରେ ଗୋଟିଏ ସୁନ୍ଦର ମୂର୍ତ୍ତି ର ରୂପ ନେଇଥାଏ,ଠିକ ସେହି ପଥର ପରି ସଫଳ ମଣିଷ ର ଜୀବନ ହେଇଥାଏ ।ତେବେ ବନ୍ଧୁମାନେ ଆଜି ଆମେ କୋଉ ସାଧାରଣ ବ୍ୟଜ୍ଞି ନୁହେଁ ବରଂ ଜଣେ ଅସାଧାରଣ ମହିଳା ଙ୍କ ବିଷୟରେ ଆପଣଂକୁ ଜଣାଇବୁ ।ତେବେ ଆପଣ ତାଙ୍କୁ ଖୁବ ଭଲ ଭାବରେ ଜାଣିଛନ୍ତି କାରଣ ସେ ଆଉ କେହି ନୁହନ୍ତି ଆମ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ।ହେଲେ ତାଙ୍କ ଜୀବନ ର କିଛି ଏମିତି କଥା ରହିଛି ଯାହା ଶୁଣିଲେ ଆପଣଙ୍କ ହୃଦୟ କାନ୍ଦି ଉଠିବ ।

 

ତେବେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ ଆଦିବାସୀ ପରିବାରେ 20 ଜୁନ 1958 ମସିହା ରେ ଜମମ ଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ ।ଛୋଟ ବେଳୁ ପାଠ ଅତି ତାଙ୍କର ଅହେତୁକ ଆଗ୍ରହ ଥିଲା ସେଥିପାଇଁ ସେ ବହୁତ ସଂଘର୍ଷ କରି ପାଠ ପଡ଼ିଥିଲେ ।ଏହା ପରେ ସେ ଷ୍ଟେଟ ଇରୀଗେସନ ଓ ପାୱାର ଡିପାର୍ଟ ମେଣ୍ଟ ରେ କଳଙ୍କ ଭାବରେ କାମ କରୁଥିଲେ ।


ତାପରେ ସେ ରାଇରଙ୍ଗପୁର ସ୍କୁଲ ରେ ଶିକ୍ଷକତା କରୁଥିଲେ,ସେହି ଭିତରେ ତାଙ୍କର ବିବାହ ସରିଥିଲା ।ତାଙ୍କର ଦୁଇ ପୁଅ ଓ ଜଣେ ଝିଅ ଥିଲେ ହେଲେ ଦ୍ରୌପଦୀ ଙ୍କର ଜୀବନ ଏତେ ସହଜ ନଥିଲା ଜୀବନର ଅଳ୍ପ ବୟସରେ ସେ ନିଜର ସ୍ୱାମୀ, ଦୁଇ ପୁଅ, ମାଆ ଇ ଭାଇ ଙ୍କୁ ହରେଇ ଦେଇଥିଲେ ।ହେଲେ କେବେ ହାର ମାନି ନଥିଲେ ଦ୍ରୌପଦୀ ମୁର୍ମୁ ।

ଏହି ଭିତରେ ତାଙ୍କ ଜୀବନର ସଂଘର୍ଷ ଆହୁରି କଷ୍ଟ ହେଇ ଯାଇଥିଲା କିନ୍ତୁ ସେହି ଭିତରେ ସେ ବ୍ରହ୍ମ କୁମାରୀ ଧର୍ମରେ ଯୋଗ ଦେଇଥିଲେ ।ଧୀରେ ଧୀରେ ତାଙ୍କର ରାଜନୀତି ଜୀବନ ଆରମ୍ଭ ହେଲାସେ ରାଇରଙ୍ଗପୁର ରୁ ସ୍ୱାଧୀନ ପାର୍ଟି ରେ କାଉନସିଲର ଭାବେ ନିର୍ବାଚିତ ହେବା ପରେ ପିଜେ ପି ଯେ ପି ରେ ଯୋଗ ଦେଇଥିଲେ ।

ଏହାପରେ ସେ ବହୁତ ଇଲେକ୍ସନ ଜିତିବା ସହିତ ନିଜର ଦାୟିତ୍ୱ କୁ ଖୁବ ନିଷ୍ଠା ର ସହିତ ପାଳନ କରିଥିଲେ ସେଥିପାଇଁ ତାଙ୍କୁ ଅନେକ ସମ୍ମାନ ରେ ସମ୍ମାନିତ ବି କରାଯାଇଛି ।ଏହା ପରେ ତାଙ୍କର ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ ହେଇଥିବା, ଆଉ ସେଥିରେ ସେ ଜିତି ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଭାବେ ନିଜକୁ ପରିଚିତ କରିଲେ ।

 


ତେବେ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଦ୍ଵିତୀୟ ମହିଳା ରାଷ୍ଟ୍ରପତି ହେବା ସହିତ ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଅଟନ୍ତି ।ଏହା ଛଡା ସେ ପ୍ରଥମ ରାଷ୍ଟ୍ରପତି ଯିଏ ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରିଛନ୍ତି ।ତେବେ ଦ୍ରୌପଦୀ ମୁର୍ମୁ ଭାରତର 15 ତମ ରାଷ୍ଟ୍ରପତି ହେଇଥିବା ବେଳେ ସେ 25 ଜୁଲାଇ 2022 ମସିହାରେ ଭାରତର ରାଷ୍ଟ୍ରପତି ଆସନ ଅଳଙ୍କୃତ କରିଥିଲେ ।ତେବେ ଆମ ରାଷ୍ଟ୍ରପତି ଙ୍କ ବିଷୟରେ ଏତେ ସବୁ କଥା ଜାଣି କେମିତି ଲାଗିଲା ନିଶ୍ଚୟ ଜଣାଇବେ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment