ଦେଖନ୍ତୁ Full Video…. ” ଢାଉଁ ଢାଉଁ ଢାଉଁ ବାଜୁଛି ବାଜା ” ଗୀତରେ ଦିଦି ଙ୍କ ଠୁମକା ଡ୍ୟାନ୍ସ ଭାଇରାଲ…

ଅନେକ ଭିଡ଼ିଓ ଭାଇରାଲ ହୋଇ ଥାଏ ଆଉ ଏବେ ଏକ ଡ୍ୟାନ୍ସ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଆମେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ଭିନ୍ନ ଶୈଳୀ ର ନୃତ୍ୟ ଦେଖି ଥାଉ, କାରଣ ବିଭିନ୍ନ ଅଞ୍ଚଳ କୁ ନେଇ ତାଙ୍କ ପରମ୍ପରା ଓ ସଂସ୍କୃତି କୁ ନେଇ ସେମାନେ ସେହି ଅନୁସାରେ ନୃତ୍ୟ କରି ଦେଖାଇ ଥାଆନ୍ତି |

ଆମ ଭାରତ ରେ ଯେମିତି ଅନେକ ପରମ୍ପରା ଓ ସଂସ୍କୃତି ରହିଛି ଠିକ ସେହିଭଳି ଅନ୍ୟାନ୍ୟ ଦେଶ ମାନଙ୍କ ରେ ମଧ୍ୟ କଳା ଓ ସଂସ୍କୃତି ଭରି ହୋଇ ରହିଛି | ତେବେ ନିଜ ସଂସ୍କୃତି ନେଇ କିଛି ଭିଡ଼ିଓ ଆଦି ଦେଖିବାକୁ ମିଳିଲେ ବହୁତ ଖୁସି ଅନୁଭବ ହୋଇ ଥାଏ | ଠିକ ସେହିଭଳି ଭାବରେ ଏକ ଭିଡ଼ିଓ ଆସି ପହଞ୍ଚିଛି ଯାହାକି ଏବେ ଖୁବ ଲୋକ ପ୍ରିୟତା ମଧ୍ୟ ହାସଲ କରିଛି | ତେବେ ଆସନ୍ତୁ ଏହି ନିଆଁରା ଭିଡ଼ିଓ ସମ୍ପର୍କ ରେ ଜାଣିବା |

ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ଜଣେ ମହିଳା ଯିଏ କି ଶିକ୍ଷୟତ୍ରୀ ଅଟନ୍ତି ସେ ନିଜେ ଏକ ଗୀତ ଗାଇ ସେହି ଗୀତ ରେ ନୃତ୍ୟ କରି ଦେଖାଇଛନ୍ତି | ଏହି ଗୀତ ଟିକୁ ମଧ୍ୟ ସେ ନିଜେ ଲେଖି ଥିଲେ ଯାହାକି କଂସ ମାମୁଁ ଆଉ ଶ୍ରୀକୃଷ୍ଣ ଙ୍କୁ ନେଇ ଗୀତ ଟିଏ ହୋଇଛି | ଗୀତ ଟିକୁ ସେ ମନରେ କାଢି ଯେଭଳି ଭାବରେ ବର୍ଣ୍ଣନା କରିଥିଲେ ତାହା ଖୁବ ସୁନ୍ଦର ହୋଇ ଥିଲା | ତେବେ ମହିଳା ଜଣଙ୍କ ଗାଇ ଥିବା ଗୀତ ଟି ହେଉଛି, ଢାଉଁ ଢାଉଁ ଢାଉଁ ବାଜୁଛି ବାଜା ମଥୁରା ନଗରୀ ହୋଇଛି ସଜା, କଂସ ମାମୁଁ ଙ୍କର ଧନୁ ଯାତ୍ରାକୁ କୃଷ୍ଣ ଙ୍କୁ ହୋଇଛି ଡକା |

ଏହି ଗୀତ ଟିକୁ ଗାଇ ସେ ତା ସହିତ ସେହି ଶୈଳୀ ରେ ଅଭିନୟ କରି ମଧ୍ୟ ଦେଖାଇ ଥିଲେ, ଗୀତ ସହିତ ସେ ନାଚ ମଧ୍ୟ ଖୁବ ସୁନ୍ଦର ଭାବରେ ଲିଭାଇ ଥିଲେ | ତେବେ ଏହା କେଉଁ ସ୍ଥାନର ତାହା ସଠିକ ଭାବେ ଜଣା ପଡ଼ି ନାହିଁ କିନ୍ତୁ ମହିଳା ଙ୍କର ନାଚ ଓ ଗୀତ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେ ନାହିଁ | ତେବେ କେହି ଜଣେ ଏହାକୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି ଆଉ ଏହା ଏବେ ଖୁବ ଭାଇରଲ ହେବାରେ ଲାଗିଛି ଏବଂ ଯିଏ ଦେଖୁଛି ସେ ପସନ୍ଦ କରିବା ସହିତ ଅନେକ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି | ତେବେ ଆମ ପୁରୁଣା କଥା ପୁଣି ଜାଗ୍ରତ କରିଥିବା ନେଇ ମଧ୍ୟ କିଛି ବ୍ୟକ୍ତି ନିଜର ମତାମତ ଦେଇଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment