intresting gk – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ ?

ଆଜି କାଲି ର ଯୁବ ପିଢ଼ି ପାଠ ପଢା ସରିଲା ପରେ ଏକ ଭଲ ଚାକିରୀ କରିବା ପାଇଁ ମନ ରେ ଆଶା ବାନ୍ଧି ଥାଏ | କିନ୍ତୁ ଆପଣ ତ ଜାଣିଛନ୍ତି ଯେ ଆଜି କାଲି ର ଯୁଗ ରେ ଭଲ ଚାକିରୀ ଟି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ, କାରଣ କିଛି ଚାକିରୀ ପାଇବାକୁ ହେଲେ ଏକ ପରୀକ୍ଷା ରେ ଉତୀର୍ଣ୍ଣ ହେବାକୁ ପଡି ଥାଏ | ଆଉ ଏହି ପରୀକ୍ଷା ରେ ଅନେକ ସାଧାରଣ ଜ୍ଞାନ ଉପରେ ପ୍ରଶ୍ନ ଆସି ଥାଏ, ଯାହାକୁ ଭଲ ଭଲ ପିଲା ମାନେ ମଧ୍ୟ ଉତ୍ତର ଦେଇ ପାରି ନଥାନ୍ତି | ତେବେ ଆଜି ଏଭଳି କିଛି ସାଧାରଣ ଜ୍ଞାନ ସମ୍ପର୍କ ରେ କହିବୁ ଯାହାକି ଭବିଷ୍ୟତ ରେ ଆପଣଙ୍କ ପାଇଁ ବହୁତ କାମରେ ଆସିବ |

ପ୍ରଶ୍ନ 1. କେଉଁ ଭିଟାମିନ ଅଭାବ ରେ ଅନ୍ଧାରକଣା ରୋଗ ହୋଇ ଥାଏ ?
ଉତ୍ତର :- ଭିଟାମିନ A

ପ୍ରଶ୍ନ 2. ଭିଟାମିନ K ଅଭାବ ରେ କେଉଁ ରୋଗ ହୋଇ ଥାଏ ?
ଉତ୍ତର :- ରକ୍ତଶ୍ରାବ

ପ୍ରଶ୍ନ 3. ଆମ ଶରୀର ରେ ରାସାୟନିକ ବିଜ୍ଞାନ ଗାର କିଏ ?
ଉତ୍ତର :- ଯକୃତ

ପ୍ରଶ୍ନ 4. କେଉଁ ଜୀବ ଆଖି ଦ୍ୱାରା ଶୁଣି ପାରେ ?
ଉତ୍ତର :- ପାଣିବେଙ୍ଗ

ପ୍ରଶ୍ନ 5. କେଉଁ ଜୀବ ଆଦୌ ମାଟି ଛୁଁଏ ନାହିଁ ?
ଉତ୍ତର :- ବାଦୁଡ଼ି

ପ୍ରଶ୍ନ 6. ଆମେରିକା ରେ ଆଧାର କାର୍ଡ କୁ କଣ କୁହାଯାଏ ?
ଉତ୍ତର :- ଗ୍ରୀନ କାର୍ଡ

ପ୍ରଶ୍ନ 7. ପୃଥିବୀ ରେ ଥିବା ସବୁଠୁ ଟାଣ ପଦାର୍ଥ ର ନାମ କଣ ?
ଉତ୍ତର :- ହୀରା

ପ୍ରଶ୍ନ 8. ଜାତୀୟ ଏକତା ଦିବସ କେବେ ପାଳନ କରାଯାଏ ?
ଉତ୍ତର :- ଅକ୍ଟୋବର 31

ପ୍ରଶ୍ନ 9. ସୁସ୍ଥ ଆଖି ପାଇଁ ସ୍ପଷ୍ଟ ଦର୍ଶନ ର ଦୂରତା କେତେ ?
ଉତ୍ତର :- 25 ସେ. ମି

ପ୍ରଶ୍ନ 10. କେଉଁ ଜଳଚର ଜୀବ ପାଣି ଭିତରେ ଶ୍ୱାସକ୍ରିୟା କରି ପାରେ ନାହିଁ ?
ଉତ୍ତର :- କଇଁଛ

ପ୍ରଶ୍ନ 11. ପୃଥିବୀ ର କ୍ଷୁଦ୍ରତମ ଫୁଲର ନାମ କଣ ?
ଉତ୍ତର :- ୱେଲଫିଆ

ପ୍ରଶ୍ନ 12. ଭାରତ ର କେଉଁ ରାଜ୍ୟରେ ରାବଣ ର ମନ୍ଦିର ରହିଛି ?
ଉତ୍ତର :- ରାଜସ୍ଥାନ

ପ୍ରଶ୍ନ 13. ଭାରତର ସବୁଠୁ ଚଉଡା ନଦୀର ନାମ କଣ ?
ଉତ୍ତର :- ବ୍ରହ୍ମପୁତ୍ର ନଦୀ

ପ୍ରଶ୍ନ 14. କେଉଁ ପଶୁକୁ ସବୁଠୁ ବୁଦ୍ଧିମାନ ପଶୁ ବୋଲି କୁହାଯାଏ ?
ଉତ୍ତର :- ସିମ୍ପାଜି

ପ୍ରଶ୍ନ 15. ଫ୍ଲାଇଙ୍ଗ ଶିଖ କହିଲେ କାହାକୁ ଜଣାଯାଏ ?
ଉତ୍ତର :- ମିଲଖା ସିଂ

ପ୍ରଶ୍ନ 16. କେତେ ବର୍ଷ ବୟସରୁ ଉର୍ଦ୍ଧ ବ୍ୟକ୍ତି ଙ୍କୁ ଆମେ ସାବାଳକ ବୋଲି କହିବା ?
ଉତ୍ତର :- 18 ବର୍ଷ

Leave a Comment