ଏଭଳି ଝିଅର ଡ୍ରେସ ଖୋଲି ତା ଦେହ ସାରା ଗରମ ତେଲ ଫୋଫାଡ଼ିଲେ ସେ ଠିକ ହେବ,ଏମିତି କାହିଁକି କହିଲେ ସମାଜସେବୀ

ତେବେ ଆଜିକାଲି ର ସମାଜ ଯେ କେତେ ମାତ୍ରା ରେ କଳୁଷିତ ହୋଇ ଗଲାଣି ତାହା ଆପଣ ମାନେ ଦେଖୁ ଥିବେ ଯାହାକି କଳ୍ପନା ମଧ୍ୟ କରି ହେବ ନାହିଁ | ଆପଣ ମାନେ ନିଜେ ଦେଖୁ ଥିବେ କି ଦିନକୁ ଦିନ କିପରି ଦେହ ବ୍ୟବସାୟ ବା ବେଶ୍ୟା ବୃତ୍ତି ବଢ଼ି ଚାଲିଛି | ନାରୀ ମାନେ କିଛି ଟା ଟଙ୍କା ପାଇଁ ନିଜ ଦେହ କୁ ଅନ୍ୟ ଆଗରେ ବିକ୍ରି କରି ଦେଉଛନ୍ତି ଏବଂ ବହୁତ ତଳକୁ ଖସି ଯାଉଛନ୍ତି | କିଛି କିଛି ଯୁବତୀ ନିଜ ଖୁସି ପାଇଁ ମଧ୍ୟ ଏବେ ଦେହ ବ୍ୟବସାୟ ଆରମ୍ଭ କରି ଦେଲେଣି ଯାହାକି ସମାଜ ଉପରେ ଖୁବ ଖରାପ ପ୍ରଭାବ ପକାଉଛି |

 


କେବଳ ଏତିକି ନୁହେଁ ବରଂ ଏଥିରେ ଏକ ପୁରୁଷ ମଧ୍ୟ ସୁରକ୍ଷିତ ନାହାଁନ୍ତି ଯଦି ପୁରୁଷ ଟି ଧନୀ ସମ୍ଭ୍ରାନ୍ତ ର ହୋଇ ଥାଏ ତେବେ ସେ ସେହି ନାରୀ ର ଶିକାର ହୋଇ ଯାଉଛି | ତେବେ କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱର ର ନିଶା ମହାରଣା ନାମକ ଏକ ଯୁବତୀ ପ୍ରେସ ସାମ୍ନାରେ କିଛି ଖୋଲା ଖୋଲି ଭାବରେ ଅଶ୍ଳୀଳ କଥା କହି ଥିଲେ ଯାହାକୁ ନେଇ ସମାଜ ସେବୀ ପ୍ରଭାବତୀ ବିରୋଧ କରିଛନ୍ତି ଆଉ ନିଜର ମତ ମଧ୍ୟ ରଖିଛନ୍ତି |

କିଛି ଦିନ ତଳେ ନିଶା ମହାରଣା କହି ଥିଲେ କି ସେ ଓଡ଼ିଶା ର ସନ୍ନି ଲିଓନି ହେବା ପାଇଁ ଚାହୁଁଛନ୍ତି ଆଉ ଯଦି ତାଙ୍କୁ ସୁଯୋଗ ମିଳେ ତାହେଲେ ସେ ବ୍ଲୁ ପିକ ମଧ୍ୟ କରିବେ | ଆହୁରି ମଧ୍ୟ କହି ଥିଲେ କି ତାଙ୍କ ଭିଡ଼ିଓ ଦେଖିଲେ ଟୋକା ମାନେ ବାଥରୁମ ଯାଆନ୍ତି | ତେବେ ଏହାକୁ ନେଇ ସମାଜ ସେବୀ ପ୍ରଭାବତୀ କହିଛନ୍ତି କି, ତାର ଯଦି ଏତେ ଦେଖେଇବା କୁ ଇଚ୍ଛା ହେଉଚି ତେବେ ପ୍ରଥମେ ସେ ତାର ବାପ ଓ ଭାଇ ଆଗରେ ସେହିଭଳି ଡ୍ରେସ ପିନ୍ଧି ଫୋଟ ଉଠାଉ ଆଉ ତା ପରେ ସମସ୍ତ ଙ୍କୁ ଡେମୋ ଦେଉ କି ତା ବାପ ବାର୍ଥ୍ରୂମ ଯାଉଛି ବୋଲି |

ସେ ଏହା ମଧ୍ୟ କହିଛନ୍ତି କି ଆମ ସମାଜ ରେ ଆମେ ନାରୀଙ୍କୁ ସର୍ବ ଶ୍ରେଷ୍ଠ ସମ୍ମାନ ଜଣେଇ ଥାଉ କିନ୍ତୁ ଏହି ଅସଭ୍ୟ ଝିଅଟି ଏଭଳି ଅଶ୍ଳୀଳ କଥା କହୁଛି | ତା ବାପା ମା ଯଦି ଏଭଳି ଭିଡ଼ିଓ କରୁ ଥିବାର ପଇସା ରେ ଚଳୁଛନ୍ତି ତେବେ ସେମାନେ ବିଷ ଟିକେ ଖାଇକି ମରି ଯାଆନ୍ତୁ | ମୋ ଆଗକୁ ଯଦି ଏଭଳି ଡ୍ରେସ ପିନ୍ଧିକି ଆସିବ ତେବେ ମୁଁ 10ଟା ବେତକୁ ଏକ କରି ତାକୁ ପିଟିବି ଆଉ ଏମିତି ଜାଗାରେ ମାରିବି କି ସେ ଆଉ କାହାକୁ ମୁହଁ ଦେଖେଇ ପାରିବ ନାହିଁ | ତେବେ ସମାଜସେବୀ ପ୍ରଭାବତୀ ମିଡ଼ିଆ ସାମ୍ନାରେ ଏଭଳି କିଛି କହିଛନ୍ତି ଯାହାକୁ ଅନେକ ଲୋକ ସମର୍ଥନ ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment