ଆପଣ ମାନେ ତ ଜାଣିଛନ୍ତି ସ୍ୱାମୀ ସ୍ତ୍ରୀ କେତେ ଯେ ପବିତ୍ର ବନ୍ଧନ ବା ସମ୍ପର୍କ ଏହା ସାତ ଜନ୍ମ ପର୍ଯ୍ୟନ୍ତ ଅତୁଟ ହୋଇ ରହିଥାଏ ଯାହାକି ସ୍ୱାମୀ ର ସବୁ ଦୁଃଖସୁଖ ରେ ସ୍ତ୍ରୀ ହିଁ ଭାଗିଦାର ହୋଇଥାଏ ଆଉ ଖରାପ ସମୟରେ ତାର ସାହସ ମଧ୍ୟ ପାଲଟି ଥାଏ | କିନ୍ତୁ ଆଜିକାଲି ସମାଜ ରେ ସ୍ୱାମୀ ସ୍ତ୍ରୀ ଭିତରେ ଥିବା ମଧୁର ସମ୍ପର୍କ ବହୁତ କମ ଦେଖିବା ପାଇଁ ମିଳୁଛି ଏହି ଯୁଗରେ ପରକୀୟା ପ୍ରୀତି ଅନେକ ସମୟରେ ଦେଖିବା ପାଇଁ ମିଳୁଛି |
କେତେ ବେଳେ ସ୍ୱାମୀ ଅନ୍ୟ କେଉଁଠି ଖରାପ ସମ୍ପର୍କ ରଖୁଛି ତ ପୁଣି କେଉଁଠି ସ୍ତ୍ରୀ ଅନ୍ୟ କାହା ସହ ସମ୍ପର୍କ ରଖୁଛି | ଶାରୀରିକ ସମ୍ପର୍କ ରଖିବା ପାଇଁ ଏଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁ ମାନେ ନିଜ ବିବେକ ବୁଦ୍ଧି ମଧ୍ୟ ହରାଇ ବସନ୍ତି, ଆଉ ଏବେ ସେଭଳି ଏକ ଘଟଣା ପୁଣି ଦେଖିବା ପାଇଁ ମିଳିଛି | ତେବେ ସେଭଳି ଏକ ଘଟଣା ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଏଭଳି ନାରୀ ପ୍ରତି ଆପଣ ମଧ୍ୟ ଖୁବ ନିନ୍ଦା ଅନୁଭବ କରିବେ, ଆସନ୍ତୁ ଏହି ଘଟଣା ଟି ସମ୍ପର୍କ ରେ ଆଲୋଚନା କରିବା |
ତେବେ ଘଟଣା ଟି ହେଉଛି କି ଜଣେ ମହିଳା ବିବାହ ପରେ ନିଜ ସ୍ୱାମୀ ଙ୍କ ସହିତ ସମ୍ପର୍କ ନ ରଖି ଲୁଚି ଲୁଚି ନିଜ ମାମୁଁ ଙ୍କ ସହିତ ସମ୍ପର୍କ ରେ ରହିଛନ୍ତି | ଏମିତି କି ନିଜ ମାମୁଁ ଙ୍କ ସହିତ ପ୍ରେମ ସମ୍ପର୍କ ରେ ରହି ମାମୁଁ ଙ୍କୁ ଭିଡ଼ିଓ କଲ କରି ଲଙ୍ଗଳା ଦେହକୁ ଦେଖାଉ ଥିଲେ | ତେବେ ପରେ ଏହି ଘଟଣା ବିଷୟ ରେ ସ୍ୱାମୀ ଓ ପରିବାର ଲୋକ ଜାଣି ପାରି ଥିଲେ ଯାହାକି ତାଙ୍କୁ ଘରୁ ମଧ୍ୟ ବାହାର କରି ଦେଇ ଥିଲେ | କିନ୍ତୁ ମହିଳା ଜଣଙ୍କ ଜୋର ଜବରଦସ୍ତ ଘରେ ପଶି ଯାଇ ଥିଲେ ଆତ୍ମହତ୍ୟା ପାଇଁ ମଧ୍ୟ ଚେଷ୍ଟା କରି ଥିଲେ | କିନ୍ତୁ ସେହି ଗାଁ ର ମହିଳା ମାନେ ଏହି ସ୍ତ୍ରୀ ଲୋକ ଟିକୁ ଉଦ୍ଧାର କରିବା ପାଇଁ ବାହାରି ଆସି ଥିଲେ |
ଗାଁ ଲୋକ ଙ୍କ କହିବା ଅନୁଯାଇ ସେମାନେ ବାହାରେ 3 ଘଣ୍ଟା ଅପେକ୍ଷା କରି ଥିଲେ କିନ୍ତୁ ଯେତେବେଳେ ମହିଳା ଜଣଙ୍କ କବାଟ ଖୋଲି ନଥିଲେ ସେମାନେ କବାଟ ଭାଙ୍ଗି ପଶି ଥିଲେ ଆଉ ମହିଳା ଙ୍କୁ ଉଦ୍ଧାର କରି ଥିଲେ | ତେବେ ଏଭଳି ଏକ ସ୍ତ୍ରୀ ଲୋକ ଗାଁ ରେ ରହିଲେ ପରିବେଶ ରେ ନିହାତି ଖରାପ ପ୍ରଭାବ ପଡ଼ିବ ତେଣୁ ତାଙ୍କୁ ଗାଁ ରୁ ବାହାର କରି ଦେବା ପାଇଁ ଏବେ ଲୋକ ମାନେ ଦାବି କରିଛନ୍ତି | ଯାହାକି ଏଭଳି ଏକ ଖବର ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |