ଆପଣ ତ ଜାଣିଛନ୍ତି ଆଜିକାଲି ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଏକ ସାଧାରଣ ଲୋକ ମଧ୍ୟ ଖୁବ ଫେମସ ହୋଇ ପାରୁଛି | କିଏ ଡ୍ୟାନ୍ସ ଉପଲୋଡ କରୁଛି ତ ଆଉ କିଏ ଗୀତ ନଚେତ ଆଉ କିଏ ନିଜ ଜୀଵନ ଶୈଳୀ କୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ପ୍ରଶଂସା ର ପାତ୍ର ହୋଇ ପାରୁଛି | ତେବେ ଏଭଳି କିଛି ଭିଡ଼ିଓ ଉପଲୋଡ କରିବା ଦ୍ୱାରା ତାହା ଦର୍ଶକ ଙ୍କୁ ମଧ୍ୟ ବେସ ପସନ୍ଦ ଆସୁଛି ଆଉ ପରେ ପରେ ଏହା ଖୁବ ମାତ୍ରା ରେ ଭାଇରାଲ ହୋଇ ଯାଇଥାଏ |
ଅନେକ ସମୟରେ ଅନେକ କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହାକି ଏହି ଭିଡ଼ିଓ ପସନ୍ଦ କରିବା ଦ୍ୱାରା ସେହି ବ୍ୟକ୍ତି ଖୁବ ଫେମସ ହୋଇ ପାରିଥାଏ | ନିଜ ଅଜାଣତ ରେ ମଧ୍ୟ ବ୍ୟକ୍ତି ବେଳେ ବେଳେ ଭାଇରାଲ ହୋଇ ଥାଏ କାରଣ ସେ କଳ୍ପନା ମଧ୍ୟ କରି ନଥାଏ କି ତାର ଭିଡ଼ିଓ କୁ ଦର୍ଶକ ମାନେ ଏତେ ମାତ୍ରା ରେ ଭଲ ପାଇବା ଦେବେ |
ସେଥି ମଧ୍ୟରୁ ଡ୍ୟାନ୍ସ ଏପରି ଏକ କଳା ଯାହାକୁ ଦେଖିଲେ ଆମ ପାଦ ମଧ୍ୟ ନାଚି ଉଠେ ଏବଂ ମନକୁ ଖୁବ ଖୁସି ମିଳି ଥାଏ |ତେବେ ଆଜିକାଲି ଯୁଗରେ ଘରର ବୋହୂ ମାନଙ୍କର ମଧ୍ୟ ଜବରଦସ୍ତ ଭିଡ଼ିଓ ଦେଖିବା ପାଇଁ ମିଳେ ଯାହାକୁ ଦେଖିଲେ ଖୁବ ଖୁସି ମଧ୍ୟ ଅନୁଭବ ହୋଇ ଥାଏ | ସେଭଳି ଭାବରେ ଏକ ଘରର ନୂଆ ବୋହୂ ଙ୍କର ଡ୍ୟାନ୍ସ ଭିଡ଼ିଓ ସାମ୍ନା କୁ ଆସିଛି ଯାହା ଏବେ ଖୁବ ମାତ୍ରା ରେ ଭାଇରାଲ ହେଉଛି |
ତେବେ ଭିଡ଼ିଓରେ ଦେଖା ଯାଉଚି କି ଜଣେ ମହିଳା ହଳଦିଆ ରଙ୍ଗର ଶାଡୀ ପିନ୍ଧିଛନ୍ତି ଆଉ ଘରେ କୌଣସି ଏକ ଖୁସିର ସମାରୋହ ହେଉଛି | ସେହି ଭିତରେ ମହିଳା ଜଣକ ଗୋଟିଏ ଗୀତରେ ଦମଦାର ଡ୍ୟାନ୍ସ ଆରମ୍ଭ କରୁଛନ୍ତି ଆଉ ତସଙ୍କର ଡ୍ୟାନ୍ସ ଏତେ ସୁନ୍ଦର ହେଉଛି କି ପାଖରେ ଥିବା ଜଣେ ଯୁବକ ମହିଳାଙ୍କ ସହିତ ଡ୍ୟାନ୍ସ କରିବାକୁ ଆଗେଇ ଆସୁଛନ୍ତି |
ଯୁବକ ଜଣକ ଓ ମହିଳା ଜଣକ “ଗୋରେ ଟନ ସେ ସରକାତେ ଯାଏ” ଗୀତରେ ଖୁବ ସୁନ୍ଦର ଏକ୍ସପ୍ରେସନ ସହିତ ଡ୍ୟାନ୍ସ କରୁଛନ୍ତି | ତେବେ ନବ ବିବାହିତ ବୋହୁ ଜଣଙ୍କ ଏତେ ସୁନ୍ଦର ଡ୍ୟାନ୍ସ କରୁଛନ୍ତି ଯେ ଆପଣ ମାନେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ | ଏହି ଯୁବକ ଓ ଯୁବତୀ ଉଭୟ ସ୍ୱାମୀ ସ୍ତ୍ରୀ ଅଟନ୍ତି ବୋଲି ମଧ୍ୟ ଯାହା ଜଣା ପଡ଼ିଛି |
ସେ ଯେତେ ବେଳେ ଡ୍ୟାନ୍ସ କରୁ ଥିଲେ ସେତେ ବେଳେ ତାଙ୍କ ଘରର ସମସ୍ତ ସଦସ୍ୟ ବସି ଏହି ସୁନ୍ଦର ଡ୍ୟାନ୍ସ କୁ ଦେଖୁ ଥିଲେ ଆଉ ଖୁବ ଖୁସି ମଧ୍ୟ ଅନୁଭବ କରୁ ଥିବାର ଦେଖିବା ପାଇଁ ମିଳି ଥିଲା | ତେବେ ଏଭଳି ଏକ ନିଆଁରା ଭିଡ଼ିଓ କେଁଉ ସ୍ଥାନର ତାହା ଜଣା ପଡ଼ି ନାହିଁ, କିନ୍ତୁ ଏହାକୁ କେହି ଜଣେ ସୋସିଆଲ ମିଡ଼ିଆ ରେ ଉପଲୋଡ କରିବା ପରେ ଏହା ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ଯାହାକୁ ଦେଖି ଅନେକ ଲୋକ ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି |