ଓଃ କି ଡ୍ୟାନ୍ସ ! ପାଣିରେ ଭିଜି ଭିଜି ମହିଳା ମାନେ କଲେ ହଟ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ପ୍ରତେକ ଦିନ । ତେବେ ଯେତେବେଳେ ଗୀତ ଆଉ ନାଚ ର କଥା ଉଠେ ସେତେବେଳେ ସେହି ସବୁ ଭିଡ଼ିଓ ଗୁଡିକୁ ବାରମ୍ବାର ଦେଖିବା ପାଇଁ ଆମର ଇଚ୍ଛା ବଢିଥାଏ ଆଉ ଦେଖିବା ପାଇଁ ଆମେ ମନ ବଳେଇ ଥାଉ ।

ତେବେ ସେହି ଭଳି ଏକ ଜବରଦସ୍ତ ମଜା ମସ୍ତି କରୁଥିବାର ଭିଡ଼ିଓ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆମକୁ ମଧ୍ୟ ନାଚିବାକୁ ଏବଂ ଝୁମିବାକୁ ଇଛା ହେବ ବୋଲି କୁହାଯାଉଛି। ତେବେ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ପରମ୍ପରା ଅନୁଯାୟୀ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ। ତେଣୁ ଆମ ଓଡ଼ିଶା ରେ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ ପାଳିତ ହୋଇଥାଏ।


ଖାଲି ଓଡିଶା ନୁହେଁ ବରଂ ପୁରା ଭାରତ ବର୍ଷରେ ବିଭିନ୍ନ ସ୍ଥାନରେ ପାଳନ ହୋଇଥାଏ। ଯାହାକୁ ଲୋକମାନେ ରାଗ, ଋଷ, ଅଭିମାନ ସମସ୍ତ ଭୁଲି ଆନନ୍ଦ ଉଲ୍ଲାସର ସହିତ ପାଳନ କରିଥାନ୍ତି। ଏହା କରିବା ଦ୍ୱାରା ଭାଇଚାରା ବଢ଼ିଥାଏ।ତେବେ ଏହି ୧୩ ପର୍ବ ମଧ୍ୟରୁ ରଙ୍ଗର ପର୍ବ, ଯାହାକୁ ଆମେ ହୋଲି ପର୍ବ ବୋଲି କହିଥାଉ।

ଆଉ ହୋଲି ପର୍ବ କୁ ଭାରତର ବିଭିନ୍ନ ସ୍ଥାନରେ ବହୁତ ମଜା ମସ୍ତି ର ସହିତ ପାଳନ କରୁଥିବାର ଆପଣ ମାନେ ଦେଖିବାକୁ ପାଉଥିବେ। କାହିଁକିନା ଏହି ପର୍ବ ବର୍ଷକରେ ଥରେ ଆସିଥାଏ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେ ଭିଡ଼ିଓ ଟି ହୋଲି ପର୍ବ ର ବୋଲି କୁହାଯାଇଥାଏ ।ଆଉ ଯେଉଁଠି ଦେଖିବାକୁ ମିଳିଥାଏ କି ହୋଲି ପର୍ବ ରେ ପୁରୁଷ ମହିଳା କେହି ବି ଉଚ୍ଚ ନୀଚ ବାଦ ଓ ବିବାଦ କୁ ମନେ ରଖନ୍ତୁ ନାହିଁ ଆଉ ଖୁସି ମନରେ ପାଳନ କରିଥାନ୍ତି ।


ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ମଧ୍ୟ ସେହି ଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଉ ଯେଉଁଠି ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ପୁରୁଷ ଆଉ ମହିଳା ମାନେ ମିଶିକି ରାସ୍ତା ରେ ହୋଲି କୁ ଏନଜୟ୍ କରୁଛନ୍ତି ।ତାହା ସହିତ ଦେଖିବାକୁ ମିଳିଥିଲା କି ରାସ୍ତା ଉପରେ ପାଣି ରେ ଭିଜିକି ସେମାନେ ଓଦା ହେବାକୁ ଲାଗିଛନ୍ତି ଆଉ ପରସ୍ପର କୁ ମଧ୍ୟ ଭିଜାଇବାକୁ ଲାଗିଛନ୍ତି ।ତାହା ବ୍ୟତୀତ ଦେଖିବାକୁ ମିଳିଥିଲା କି ଉଭୟ ଉଭୟ ଙ୍କ ସହିତ ଡାନ୍ସ ମଧ୍ୟ କରୁଛନ୍ତି ରାସ୍ତା ଉପରେ ଆଉ ହୋଲି ର ଏହି ପର୍ବ କୁ ବେଶ ଆନନ୍ଦ ର ସହିତ ଉପଭୋଗ କରୁଥିବାର ଦୃଶ୍ୟ ସାମ୍ନା କୁ ଆସିଛି ।ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Leave a Comment